Daily Archives

March 14, 2024

ମତୁଆଙ୍କ ଭୋଟ୍ ବ୍ୟାଙ୍କ କୁଆଡ଼େ ଯିବ? ସିଏଏ ଲାଗୁ ପରେ ମମତା ନା ମୋଦୀ ପାଇବେ ଫାଇଦା

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବାପରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ବେଶ୍ ସରଗରମ ହେବାକୁ ଯାଉଛି। କାରଣ ସିଏଏ ଦ୍ବାରା ରାଜ୍ୟର ମତୁଆ,ନମୋଶୁଦ୍ର ଏବଂ ରାଜବଂଶୀ ସମୁଦାୟ ସିଧା ସଳଖ ଉପକୃତ ହେବେ। ରାଜ୍ୟର ମୋଟ ଜନସଂଖ୍ୟାର ୧୦ରୁ ୧୫ ପ୍ରତିଶତ ହେଉଛନ୍ତି ମତୁଆ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏଭଳି ଭାବେ ଉପହାର ଦେଲେ ଅମୀର

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର'ର ଘୋଷଣା କରିଛନ୍ତି। ପ୍ରକାଶିତ ରିପୋର୍ଟ ମୁ୍ତାବକ, 'ସିତାରେ ଜମିନ୍ ପର'ର କାହାଣୀ ଡାଉନ୍ ସିଣ୍ଡ୍ରୋମ…
ଅଧିକ ଖବର ଦେଖନ୍ତୁ...

ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି: ୩୦୦ରୁ ହେଲା ୪୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜୀ ଆହତ, ନିଜ ବାସଭବନରେ ଖସିପଡ଼ିଲେ

କୋଲକାତା:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି।  ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟୁଇଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍ କରି କହିଛି ଯେ “ସେ ଗୁରୁତର ଆହତ ହୋଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଏକ ଦେଶ ଏକ ନିର୍ବାଚନ: ୬ରୁ ୪ ଜାତୀୟ ଦଳ କଲେ ବିରୋଧ

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଙ୍କୁ ପ୍ରଦାନ କରାଯାଇଛି। ପ୍ୟାନେଲରେ ମୋଟ ୪୭ ରାଜନୈତିକ ଦଳ ନିଜର ମତାମତ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସ୍ବାମୀଙ୍କ ଅଶ୍ଳୀଳ ଫଟୋ ଧରି କମିସନରଙ୍କ ନିକଟରେ ପହଞ୍ଚି ସ୍ତ୍ରୀ କଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ଅଧିକାରୀମାନେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଗୋବିନ୍ଦ ନଗରରେ ବସବାସ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କଲେ ନିର୍ବାଚନ ଆୟୋଗ,ଦେଖନ୍ତୁ ସମ୍ପୂର୍ଣ୍ଣ ଡାଟା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ସାର୍ବଜନୀନ କରିଛନ୍ତି। ଆୟୋଗ ପକ୍ଷରୁ ୱେବସାଇଟରେ ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ୧୨…
ଅଧିକ ଖବର ଦେଖନ୍ତୁ...

ଫୋର୍ବସ ତାଲିକା: ଦେଶର ୨୩ ଜଣିଆ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଓଡ଼ିଆ ଝିଅ ଜୟନ୍ତୀ

ମାଲକାନଗିରି: ଦେଶର ସୁନାମଧନ୍ୟ ଫୋର୍ବସ ତାଲିକାରେ ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳା ଜୟନ୍ତୀ। ଜିଲ୍ଲାରେ ଜଂଗଲ ରାଣୀ ଓ ବଡିଦିଦି ଭାବେ ପରିଚିତ ଜୟନ୍ତୀଙ୍କୁ ଏହି ତାଲିକାରେ ସ୍ଥନୀତ କରାଯାଇଥିବାରୁ ଶୁଭେଛାର ସୁଅ ଛୁଟୁଛି। ପ୍ରକାଶ ଥାଉକି ଏହି ଫୋର୍ବସ ତାଲିକାରେ ଦେଶବିଦେଶର ଅନେକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ୍‌ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ। ଶିକ୍ଷକ କୌଣସି ବିଷୟରେ ବିଦ୍ୟାର୍ଥୀଙ୍କୁ ବୁଝାଇବାରେ ସଫଳ ରହିବେ। ବୃଷ: ଇଜିନିୟର୍ସଙ୍କ ଲାଗି ଦିନଟି ଭଲ ରହିବ। ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ଯିବେ। ଦାମ୍ପତ୍ୟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଓଡ଼ିଆ ଜନତାଙ୍କୁ ଭେଟି: ଝାଡ଼ଖଣ୍ଡର ସ୍କୁଲରେ ପୁଣି ପଢ଼ାହେବ ଓଡ଼ିଆ ଭାଷା 

ରାଇରଙ୍ଗପୁର: ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଷଢେଇକଳା ନିର୍ବାଚନ ମଣ୍ଡଳୀର ବିଧାୟକ ଚମ୍ପାଇ ସୋରେନ ଓଡ଼ିଆ ଜନତାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି। ଝାଡଖଣ୍ଡର ସ୍କୁଲରେ ପ୍ରାଥମିକ ସ୍ତରରୁ ପୁଣିଥରେ ଓଡ଼ିଆ ଭାଷାରେ ପାଠ ପଢା ଆରମ୍ଭ ହେବ। ଏନେଇ…
ଅଧିକ ଖବର ଦେଖନ୍ତୁ...