Daily Archives

March 18, 2024

ମୋଦୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ଏହି ମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିହାରରେ ଆସନ ବୁଝାମଣା ଫର୍ମୁଲା ସ୍ଥିର ହୋଇଛି। ବିହାରର ୪୦ଟି ଲୋକସଭା ଆସନରୁ ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ଲଢ଼ିବ। ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲଜେପି ୫ଟି ଆସନରେ ଲଢିବ। ସେହିପରି ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନତା ଦଳ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ମୁହାଁ ନ ହେଉ ପାକିସ୍ତାନ, ଆମେରିକା ସହ ମଧ୍ୟ ଲଢ଼ିଛୁ ଆମେ: ତାଲିବାନ୍ ର ଦେଲା ଧମକ

କାବୁଲ୍: ଆଫଗାନିସ୍ତାନ ସୀମା ଭିତରେ ଥିବା ଟିଟିପି ଆତଙ୍କବାଦୀ ଶିବିରରେ ପାକିସ୍ତାନ ଏୟାରଫୋର୍ସ ପକ୍ଷରୁ ଏୟାର ‌ଷ୍ଟ୍ରାଇକ୍ କରାଯାଇଛି। ଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏବଂ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଉଛି ଲାଲ ରଙ୍ଗ ନାଗ ସାପର ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ଅନେକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ପୃଥିବୀରେ ତିନି ହଜାରରୁ ଅଧିକ ପ୍ରଜାତିର ସାପ ଥିବା କୁହାଯାଉଛି। ଏଥିମଧ୍ୟରୁ ଏମିତି କିଛି ସାପ ଅଛନ୍ତି ଯେଉଁମାନେ କି ଖୁବ ବିଷାକ୍ତ ଥାଆନ୍ତି। ଏହି ବିଷାକ୍ତ ସାପମାନଙ୍କ ଗୋଟିଏ ଚୋଟରେ ମଣିଷର ଜୀବନ ଆଖିପିଛୁଳା‌କେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିବେ ପ୍ରିୟା ଦତ୍ତ ! ଶିବସେନା (ସିନ୍ଦେ ଗୋଷ୍ଠୀ)ରେ ଯୋଗ ଦେଇପାରନ୍ତି

ମୁମ୍ବାଇ: କଂଗ୍ରେସ ନେତ୍ରୀ ପ୍ରିୟା ଦତ୍ତ କଂଗ୍ରେସ ଛାଡି ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି । ପ୍ରିୟା ଦତ୍ତ ହେଉଛନ୍ତି ଦିବଙ୍ଗତ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ଭଉଣୀ । ଅଶୋକ ଚୌହାନ, ବାବା ସିଦ୍ଦିକି ଏବଂ ମିଲିନ୍ଦ…
ଅଧିକ ଖବର ଦେଖନ୍ତୁ...

କୁନି କୋଟିପତି, ନାରାୟଣ-ସୁଧାଙ୍କ ନାତି: ୪ ମାସର ଶିଶୁ ୨୪୦ କୋଟି ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତୀ ତାଙ୍କ ନାତି ଇକାଗ୍ର ରୋହନ ମୂର୍ତ୍ତୀଙ୍କୁ ଏପରି ଉପହାର ଦେଇଛନ୍ତି ଯେ ଚାରି ମାସର ଶିଶୁ କୁନି କୋଟିପତି ହୋଇପାରିଛନ୍ତି। ତାଙ୍କ ନାତି ଉପହାର ସ୍ୱରୂପ ୨୪୦ କୋଟିରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଭାରତର ପଡୋଶୀ ଦେଶରେ ‘ଇଣ୍ଡିଆ ଆଉଟ୍’ଅଭିଯାନ : ଭାରତୀୟ ଉତ୍ପାଦକୁ ବହିଷ୍କାର ଅପିଲ୍, ବଢୁଛି ଭାରତ ଚିନ୍ତା

ଢାକା: ବାଂଲାଦେଶରେ ଜାନୁୟାରୀରେ ହୋଇଥିବା ସାଧାରଣ ନିର୍ବାଚନରେ ଶେଖ୍ ହସିନାଙ୍କ ନେତୃତ୍ବରେ ଶାସକ ଅୱାମୀ ଲିଗ୍ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିଛି। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ବହିଷ୍କାର କରିବା ସହ ଭାରତ ନିର୍ବାଚନକୁ ପ୍ରଭାବିତ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀବାସୀଙ୍କ ପାଇଁ ସତ୍ୟେନ୍ଦ୍ର ଜୈନ ହିରୋ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ନିୟମିତ ଜାମିନ ଆବେଦନ ଖାରଜ ହୋଇଯାଇଛି । ଏହାର କିଛି ଘଣ୍ଟା ପରେ ସେ ତିହାର ଜେଲକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟଏମସି ସାଂସଦ ସାକେତ ଗୋଖଲେ କରିଛନ୍ତି। ଗୋଖଲେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ପାଲନାଡୁରେ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ଗିରଫ କରି ଜେଲରେ ରଖ: ରାମମନ୍ଦିର ମୁଖ୍ୟ ପୁରୋହିତ…

ଅଯୋଧ୍ୟା: ରାହୁଲ ଗାନ୍ଧୀଙ୍କ ବିବାଦୀୟ 'ଶକ୍ତି' ବିବୃତ୍ତିର ଗୋଟିଏ ଦିନ ପରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଯୋଗୁଁ କଂଗ୍ରେସ ସାମ୍ପ୍ରତିକ ପରିସ୍ଥିତିରେ ପହଞ୍ଚିଛି।ଏହି କାରଣରୁ ଦଳର ଅବସ୍ଥା କ୍ରମାଗତ ଭାବେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କୁ ବାଇକରେ ବସାଇ ଫେରୁଥିବା ବେଳେ ସାମ୍ବାଦିକଙ୍କୁ ଗୁଳି: ଆଇସିୟୁରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ବିହାରର ନାଳନ୍ଦା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସାମ୍ବାଦିକ ସ୍ତ୍ରୀଙ୍କୁ ବାଇକରେ ବସାଇ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ର ସେ ଶିକାର ହୋଇଥିଲେ। ଏହାପରେ ସ୍ତ୍ରୀ ସ୍ଥାନୀୟଲୋକଙ୍କ ସାହାଯ୍ୟରେ  ସ୍ବାମୀଙ୍କୁ ନେଇ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...