Daily Archives

March 18, 2024

ମାଆ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୮୯ ଲକ୍ଷ ଟଙ୍କା ସାଙ୍ଗକୁ ବିଦେଶୀ ମୁଦ୍ରା

ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ମନ୍ଦିରର ଦାନବାକ୍ସ ଗଣତି ଆଜି ଚାଲିଥିବାବେଳେ ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ, ରୁପା ୨ କେଜି ୩୦୦ ଗ୍ରାମ ଓ ବିଦେଶୀ ମୁଦ୍ରା ୬୬ଟି, ଅଚଳ ୨ହଜାର ଟଙ୍କା ୩ଟି, ୬ଟି ୫୦୦…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

‌ମେଷ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ଆଶା ପୂରଣ ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବୃଷ: ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ସ୍ବଭାବରେ ଟିକେ ବିରକ୍ତି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ…
ଅଧିକ ଖବର ଦେଖନ୍ତୁ...

ବିହାରରେ ଏନଡିଏକୁ ଟକ୍କର ଦେବାକୁ ଇଣ୍ଡି ମେଣ୍ଟର ସ୍ବତନ୍ତ୍ର ରଣନୀତି, ଜେଡିୟୁ ବିରୋଧରେ ଆରଜେଡି ଓ ବିଜେପି ବିରୋଧରେ…

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ପକ୍ଷରୁ ଆଜି ଆସନ ବୁଝାମଣା ଘୋଷଣା କରାଯାଇଛି । ଏହା ଅନୁସାରେ ରାଜ୍ୟରେ ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ଲଢିବ । କିନ୍ତୁ ବିହାରରେ ଏନଡିଏକୁ ଟକ୍କର ଦେବାକୁ ଏକ ସ୍ବତନ୍ତ୍ର ରଣନୀତି ଉପରେ କାମ କରୁଛି ଇଣ୍ଡି ମେଣ୍ଟ । ଏହି…
ଅଧିକ ଖବର ଦେଖନ୍ତୁ...

ପୁରୀରୁ କାହାକୁ ମିଳିବ ଟିକେଟ, ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଲଢେଇ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବିଜୁ ଜନତା ଦଳ, ଆରମ୍ଭ କରିଛି ଟିକେଟ କସରତ । ଏଥିପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡକାଇ ମତାମତ ନିଆ ଯାଇଥିଲା । ଏହାପରେ…
ଅଧିକ ଖବର ଦେଖନ୍ତୁ...

ଭୋଟ ବର୍ଜନ ଓ କାର୍ଯ୍ୟରେ ଅସହଯୋଗ ପାଇଁ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚେତାବନୀ

ଭଦ୍ରକ: ଏନଏଚଏମରେ କାର୍ଯ୍ୟରତ କର୍ମଚାରୀ, ଆୟୁଷ ଡାକ୍ତର, ଆରବିଏସକେ ଡାକ୍ତର, ପାରାମେଡିକାଲ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭଦ୍ରକରେ ସମସ୍ତ ସ୍ଵାସ୍ଥ୍ୟ ଭିତ୍ତିକ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଜି ସ୍ମାରକ ପତ୍ର…
ଅଧିକ ଖବର ଦେଖନ୍ତୁ...

ପୁଅ ନା ଝିଅ କାହାକୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ନିଃ!ସନ୍ତାନ ଦମ୍ପତି, ସରକାରୀ ରିପୋର୍ଟରେ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଦେଶର ନିଃସନ୍ତାନହୀନ ଦମ୍ପତିମାନଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଏକ ନୂଆ ଚିନ୍ତାଧାରା ଦେଖିବାକୁ ମିଳୁଛି। ପୂର୍ବରୁ ଏଭଳି ଦମ୍ପତି ପୁଅଙ୍କୁ ପୋଷ୍ୟଭାବେ ଅଧିକ ଗ୍ରହଣ କରୁଥିଲେ। ତେବେ ଏବେ ଚିନ୍ତାଧାରାରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ସେମାନେ ଝିଅଙ୍କୁ ପୋଷ୍ୟ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ବ୍ୟାନର୍ ଓ ହୋର୍ଡ଼ିଂ ହଟାଯାଉନି

ରାଇରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନର୍ ଗତକାଲି ତାରିଖ ଘୋଷଣା ହୋଇଥିଲେ ମଧ୍ୟ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ ଅଂଚଳରୁ ବ୍ୟାନର୍ ଓ ହୋର୍ଡ଼ିଂ ହଟାଯାଉନଥିବା ଦେଖିବାକୁ ମିଳୁଛି । ନିୟମ ଅନୁଯାୟୀ ରାଇରଙ୍ଗପୁର ସହରାଂଚଳ ମଧ୍ୟରେ ଥିବା ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବଡ଼ବଡ଼ ଷ୍ଟାରମାନଙ୍କ ସହ କାମ କରିବା ପରେ ବି ମିଳିଲା ନାହିଁ କାମ ଫଳ ବିକିବା ପାଇଁ ବାଧ୍ୟ ହେଲି: ଅଭିନେତା

ନୂଆଦିଲ୍ଲୀ: ଅଭିନେତା ହେବାର ସ୍ୱପ୍ନ ନେଇ ଅନେକ ଲୋକ ମୁମ୍ବାଇକୁ ଆସନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ଏଥିପାଇଁ ସେମାନଙ୍କୁ ଅନେକ ସଂଘର୍ଷ ବି କରିବାକୁ ପଡ଼ିଥାଏ। କିନ୍ତୁ ସମୟସମୟରେ କିଛିଲୋକ ଅଭିନୟ ଦୁନିଆରେ ତିଷ୍ଠି ନପାରିବାରୁ ଏଥିରୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ସିବିର ମହିଳା ଟିମ୍ ଜିତିଥିବା ଜାଣି ଏଭଳି ପ୍ରତିକ୍ରିୟା ଦେଲେ ବିରାଟ

ନୂଆଦିଲ୍ଲୀ: ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୨୦୨୪ରେ ପ୍ରଥମ ଟ୍ରଫି ଜିତିବାରୁ ଲୋକେ ଏଭଳି କହିବା ଆରମ୍ଭ କରିଛନ୍ତି । ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍‌)…
ଅଧିକ ଖବର ଦେଖନ୍ତୁ...

୫ମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ, ପାଇଲେ ୮୮% ଭୋଟ

ମସ୍କୋ: ଭ୍ଲାଦିମିର ପୁଟିନ୍ ଲଗାତାର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ବିରୋଧୀ ଦଳ ନେତାଙ୍କ ବିନା ଲଢାଯାଇଥିବା ଏହି ନିର୍ବାଚନରେ ସେ ପ୍ରାୟ ୮୮ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି। ରୁଷିଆର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାର କହିଛନ୍ତି ଯେ ଭ୍ଲାଦିମିର…
ଅଧିକ ଖବର ଦେଖନ୍ତୁ...