ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଶହେ ଦିନରେ ପହଞ୍ଚିଲା କୃଷକ ସଂଘର ଧାରଣା

ପଦ୍ମପୁର: ଇନପୁଟ ସବସିଡି, ଫସଲ ବୀମା, ବିଦ୍ୟୁତ ବିଲ, ଧାନ ବିକ୍ରିରେ ସରକାରଙ୍କ ଚଂଚକତା ଦାବିରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଚଳାଇଥିବା ଧାରଣା ୧୦୦ ଦିନରେ ପହଂଚିଛି। କୃଷକମାନଙ୍କର ସାମୂହିକ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମବାବା ମନ୍ଦିରରେ କେଳେଙ୍କାରୀ !

ବରଗଡ଼: ବରଗଡ଼ ଜିଲ୍ଲା ଭଟଲିସ୍ଥିତ ସିଦ୍ଧପୀଠ ଶ୍ୟାମବାବା ବା ମାଧୋ ମନ୍ଦିରରେ ବ୍ୟାପକ କେଳେଙ୍କାରୀ ଚାଲିଥିବା ଅଭିଯୋଗ ହୋଇଛି। ଶ୍ୟାମ ବାବାଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ‌ହିସାବ ପରିଚାଳକଙ୍କ ପାଖରେ ରହୁନି। ମନ୍ଦିରକୁ ଦାନ ହିସାବରେ ଆସୁଥିବା କୋଟି କୋଟି ଟଙ୍କାର ହେରଫେର୍‌…
ଅଧିକ ଖବର ଦେଖନ୍ତୁ...

ଧାନ, ରେଳ ‌ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌: ଗର୍ଜିଲା ବିଜେଡି

ବରଗଡ଼: ଉଭୟ ଧାନ ସଂଗ୍ରହ ଏବଂ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଛି ବିଜେଡି। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଉଭୟ…
ଅଧିକ ଖବର ଦେଖନ୍ତୁ...

ରେଳ ଲାଇନ୍‌ ପ୍ରସଂଗରେ ଗର୍ଜିଲା ବିଜେଡି

ବରଗଡ଼: ଉଭୟ ଧାନ ଏବଂ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ପ୍ରସଂଗ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଛି ବିଜେଡି। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଉଭୟ ମାମଲାରେ କେନ୍ଦ୍ରକୁ…
ଅଧିକ ଖବର ଦେଖନ୍ତୁ...

ନିଗମାନନ୍ଦଙ୍କ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

ପଦ୍ମପୁର/ଗାଇସିଲଟ୍‌ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡାଠାରେ ଚାଲିଥିବା ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ସୋମବାର ଉଦ୍‌ଯାପିତ ହୋଇଛି। ତିନିଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ନୀଳାଚଳ ସାରସ୍ୱତ ସଂଘ ପୁରୀ,…
ଅଧିକ ଖବର ଦେଖନ୍ତୁ...

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କର ମୃତ୍ୟୁ, ୮ ଗୁରୁତର

ବରଗଡ଼: ଜଗନ୍ନାଥ ଦର୍ଶନ କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି ମହାରାଷ୍ଟ୍ରର ତୀର୍ଥଯାତ୍ରୀ। ବରଗଡ଼ ଜିଲ୍ଲା ସୋହେଲା  କଲେଜ ନିକଟରେ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଅତର ଦେବ…
ଅଧିକ ଖବର ଦେଖନ୍ତୁ...

ଗୁରୁବାରୀ ମିର୍ଦ୍ଧାଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

ବରଗଡ଼: ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ଜୀବନୀ ଉପରେ ଯୁବ କବି ହେମନ୍ତ ଦୀପଙ୍କ ରଚିତ ପୁସ୍ତକ 'ହଜ୍‌ଲା ଇତିହାସ୍‌ଥି ଲୁକ୍‌ଲା ମୁନୁଷ୍‌' ଉନ୍ମୋଚିତ ହୋଇଛି। ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାରଠାରେ ଗଣଦୃଷ୍ଟି ଫାଉଣ୍ଡେସନ୍‌ ପକ୍ଷରୁ ସାହିତ୍ୟିକ ସୌଭାଗ୍ୟବନ୍ତ ମହାରଣାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ମହିଳା ଅଧିବେଶନରେ ମାତୃ ଜାତିର ସମ୍ମାନ ଉପରେ…

ପଦ୍ମପୁର/ଗାଇସିଲାଟ୍‌: ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ନୀଳାଚଳ ସାରସ୍ୱତ ସଂଘ ପୁରୀ, କେନ୍ଦ୍ର ଆସନ ବିରତୁଙ୍ଗଙ୍କ ତତ୍ତ୍ବାବଧାନରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଶାଖା ସଂଘଠାରେ ଅନୁଷ୍ଠିତ ଆଜି ଦ୍ବିତୀୟ ଦିବସରେ ସଂଘପ୍ରେମୀ, ସାଧୁ ସନ୍ନ୍ୟାସୀ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ଭକ୍ତ ସମ୍ମିଳନୀ: ଦ୍ବିତୀୟ ଦିବସରେ ଚାଲିଛି ମହିଳା ସଭା

ବରଗଡ଼: ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଶନିବାର ମେଲଛାମୁଣ୍ଡା ସଂଘଠାରେ ଆରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି। ନୀଳାଚଳ ସାରସ୍ୱତ ସଙ୍ଘ…
ଅଧିକ ଖବର ଦେଖନ୍ତୁ...

ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ଅନ୍ଧାରରେ, ବାଗବହରା-ବରଗଡ଼ ପାଇଁ ଛତିଶଗଡ଼ ଅରାଜି

ବରଗଡ଼ : ବରଗଡ଼-ନୂଆପଡ଼ା ନା ବରଗଡ଼-ବାଗବହରା। କେଉଁ ପ୍ରକଳ୍ପ ଲାଭଦାୟକ ଏବଂ କାମ ଶିଘ୍ର ଆରମ୍ଭ ହେବ, ଏହାକୁ ନେଇ ପୂର୍ବରୁ ବିତର୍କ ଲାଗି ରହିଥିଲା। ଏବେ ବାସ୍ତବତା ହେଲା- ଉଭୟ ପ୍ରକଳ୍ପର ଭାଗ୍ୟ ଅନ୍ଧାରରେ ରହିଛି। ସଦ୍ୟ ବଜେଟ୍‌ରେ ବରଗଡ଼-ନୂଆପଡ଼ା ପାଇଁ କୌଣସି ଅର୍ଥ ବରାଦ ହୋଇନାହିଁ।…
ଅଧିକ ଖବର ଦେଖନ୍ତୁ...