ଅନୁସନ୍ଧାନ କରୁଥିବା ବର୍ଗ

କଟକ

ମେଲୋଡି ବେଳେ ଥାନା ନିକଟରେ ବୋମାମାଡ଼

କଟକ : ଅପରାଧୀମାନେ କମିସନରେଟ୍‌ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚାଲେଞ୍ଜ। ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ପଛରେ ସମ୍ପୃକ୍ତ ଜଣେ ଅପରାଧୀକୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ସଫଳତା ହାସଲ କରିଥିବା କହିବା ବେଳେ ଦଶହରା ରାତିରେ ବାଦାମବାଡ଼ି ଥାନା ନିକଟରେ ପୁଣି ବୋମା ମାଡ଼ କରିଛନ୍ତି ଅପରାଧୀ।…
ଅଧିକ ଖବର ଦେଖନ୍ତୁ...

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି: ତଳ ତେଲେଙ୍ଗା ବଜାର-ବାମ୍ଫି ସାହି ମଧ୍ୟରେ ଗଣ୍ଡଗୋଳ, ପୁଲିସ ମୁତୟନ

କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାରେ ତଳ ତେଲେଙ୍ଗା ବଜାର ଓ ବାମ୍ଫି ସାହି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେଲେଙ୍ଗା ବଜାରର ଯୁବକମାନଙ୍କ ଢେଲା ପଥର ମାଡ଼ରେ ବାମ୍ଫି ସାହି ପୂଜା କମିଟିର ସଭାପତି ଓ ଅନେକ ଯୁବକ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଟକରେ ୧୬୦ ମେଢ଼: ୫୬ କିଲୋ ସୁନା, ୭୫ କ୍ୱିଣ୍ଟାଲ ଚାନ୍ଦି

କଟକ : ମେଢରେ ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ କଟକ ମହାନଗର ହେଉଛି ସାରା ଦେଶ ଏମିତିକି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଆଉ ପ୍ରଥମ। କଟକ ଦଶହରାରେ ଚାନ୍ଦି ମେଢ ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚି ଥିବା ବେଳେ ସୁନା ବ୍ୟବହାର କରୁଥିବା ମେଢ ସଂଖ୍ୟା ପହଞ୍ଚିଛି ୮ରେ। ଅବଶ୍ୟ ବାଖରାବାଦ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ, ୧୭ ବାଇକ୍‌ ଜବତ

କଟକ-ମହାନଦୀବିହାର : ଏକ ଆନ୍ତଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ଏହି ର‍୍ୟାକେଟ୍‌ରେ ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ କଟକ ସଦର ଭାଣପୁର ଭଟ୍ଟସାହି ଜିତୁ ଓରଫ ବଣ୍ଟି ରାଉଳ ଏବଂ ସଇଣ୍ଡା ବାଲିସାହିର ଚନ୍ଦୁର ଓରଫ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା: ସ୍ୱାମୀସ୍ତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ

ମାହାଙ୍ଗା: କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ ଦୁଲାରପୁର ଗାଁରେ ଦମ୍ପତ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଉଭୟ ଗ୍ରାମର ନିଜ ଘର ଛାଡ଼ି ଅନ୍ୟ ଜଣେ ଲୋକଙ୍କ ଦୁଆରେ ମରି ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମାହାଙ୍ଗା ଥାନା ଭଉଁରିଆ ଗ୍ରାମର ପ୍ରମୋଦ…
ଅଧିକ ଖବର ଦେଖନ୍ତୁ...

‘ଆହ୍ଲାଦିତା’ଙ୍କ ସ୍ୱନକ୍ଷତ୍ରରେ ରକ୍ତଦାନ: ୫୫ୟୁନିଟ୍‌ ସଂଗ୍ରହ

କଟକ : ଏସ୍‌ସିବି ମେଡ଼ିକାଲ୍‌ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ। କୁନି ଝିଅ ‘ଆହ୍ଲାଦିତା’ଙ୍କ ପ୍ରଥମ ସ୍ୱନକ୍ଷତ୍ର ଉତ୍ସବକୁ ତାଙ୍କ ପରିବାର, ଶୁଭେଚ୍ଛୁ ଓ ବନ୍ଧୁମାନେ ରକ୍ତଦାନ କରି ପାଳନ କରିଛନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୫…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରମ୍ପେଇ ମୌଜା ଡାହୁଣିଆ ସାହିର ଏକ ଭଡ଼ା ଘରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ବିବେକାନନ୍ଦ ମହାପାତ୍ର(୬୧)। ସ୍ୱର୍ଗତ ମହାପାତ୍ର ସେନା ବିଭାଗରୁ…
ଅଧିକ ଖବର ଦେଖନ୍ତୁ...

ଛେଳି ଚରାଇ ଘରକୁ ଫେରବା ବେଳେ ବଜ୍ରପାତ, ଦମ୍ପତ୍ତି ମୃତ

କଟକ: ନରସିଂହପୁର ଅଞ୍ଚଳର ଏକ ସମ୍ପତ୍ତି ମଙ୍ଗଳବାର ବଜ୍ରପାତର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲିଣ୍ଡା ଜାନିସାହିର ନରି ଗଡ଼ନାୟକ(୬୦) ଓ ତପି ଗଡ଼ନାୟକ(୫୫) ଅପରାହ୍ନ ପ୍ରାୟ ୫ଟା ହେବ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ଘଟଣାସ୍ଥଲରେ ହିଁ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

କଟକରେ ପୁଣି ଏନ୍‌କାଉଣ୍ଟର : ଦୁର୍ଦାନ୍ତ କାଳନ୍ଦୀ ଖୁଣ୍ଟିଆ ଆହତ

କଟକ-ମହାନଦୀବିହାର : ଠିକ ୨୦ ଦିନର ବ୍ୟବଧାନରେ ପୁଣି ଜଣେ ଅଭିଯୁକ୍ତ କଟକ ପୁଲିସ୍‌ ଏନ୍‌କାଉଣ୍ଟରର ଶିକାର ହୋଇଛି। ମାତ୍ର ୬ ମାସ ଭିତରେ କଟକ ପୁଲିସର ଇଏ ହେଉଛି ଚତୁର୍ଥ ଏନ୍‌କାଉଣ୍ଟର। ସୋମବାର ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୁକ୍ତ ହେଉଛି…
ଅଧିକ ଖବର ଦେଖନ୍ତୁ...

ବିଜେଡି ହରତାଳ ବିରୋଧରେ ଜନସ୍ୱାର୍ଥ ମାମଲା : କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଆଦାୟ କରିବାକୁ ନିବେଦନ

କଟକ : ବିଜେଡିର ସେପ୍ଟେମ୍ବର ୧୮ ତାରିଖ ହରତାଳରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର କ୍ଷତିପୂରଣ ଦଳଠାରୁ ଆଦାୟ କରାଯାଉ। ଏ ପ୍ରକାର ଅନୁରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ପକ୍ଷ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...