ଅନୁସନ୍ଧାନ କରୁଥିବା ବର୍ଗ

କଟକ

ହାଇକୋର୍ଟରେ ବିଧାୟକଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ, ୧୨ରେ ପରବର୍ତୀ ଶୁଣାଣି

କଟକ : ବିଜେପୁର ନିର୍ବାଚନ ଅନିୟମିତତା ମାମଲାରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଆଜି ହାଇକୋର୍ଟରେ ଦାଖଲ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପରାଜିତ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାର ଶୁଣାଣି ସମୟରେ…
ଅଧିକ ଖବର ଦେଖନ୍ତୁ...

ତାରା ବାହିନୀପତିଙ୍କ ପିଟିସନ୍‌ ଖାରଜ

କଟକ : ଜୟପୁର ବିଧାନସଭା ଆସନକୁ ନେଇ ରୁଜୁ ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଦାୟର ମିସ୍‌ କେସ୍‌ ଖାରଜ ହୋଇଛି। ପରାଜିତ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କ ପକ୍ଷରୁ ରୁଜୁ ନିର୍ବାଚନୀ ମାମଲା ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ବିଧାୟକ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ନବ କିଶୋର ଦାସ ଆଶ୍ୱସ୍ତ

କଟକ : କଂଗ୍ରେସ ବିଧାୟକ ନବ କିଶୋର ଦାସଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ବିଜେଡିର ପରାଜିତ ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଖାରଜ ହୋଇଛି। ଶ୍ରୀ ମହାନ୍ତିଙ୍କ ମାମଲା ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ବିଧାୟକ ଶ୍ରୀ ଦାସଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲ୍‌ରେ ଗତକାଲି ରାତିରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଚନ୍ଦ୍ରକାନ୍ତ ଗିରି (୩୮)। ଏହାକୁ ମିଶାଇ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ଚନ୍ଦ୍ରକାଙ୍କ ମୃତ୍ୟୁର କାରଣ ଡେଙ୍ଗୁ ନା ଆଉକିଛି ତାହା ମେଡିକାଲ୍‌…
ଅଧିକ ଖବର ଦେଖନ୍ତୁ...

ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

କଟକ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଡ୍ରେନେଜ୍‌ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ କୁମାର ବେଉରିଆ। ଶ୍ରୀ ବେଉରିଆଙ୍କର ସଂପତ୍ତି ଆକଳନ ପାଇଁ ଆଜି ଭିଜିଲାନ୍ସ ଟିମ୍‌ ଏକ ସମୟରେ ୬ଟି ଜାଗାରେ ଚଢଉ କରିଛି। ଏପର୍ଯ୍ୟନ୍ତ ହୋଇଥିବା ଚଢଉରେ ୧…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କର୍ପୋରେଟର ଏବେ ଚପଲ ଦୋକାନ ସେଲ୍‌ସମ୍ୟାନ୍‌

କଟକ : ବିଜୁ-ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । କର୍ପୋରେଟର ହେଲେ । ପାଞ୍ଚ ବର୍ଷ କାର୍ଯ୍ୟକାଳରେ ଲୋକଙ୍କ ସେବା କରି ଶ୍ରଦ୍ଧାର ପାତ୍ର ହେଲେ । ଏବେ ସବୁ କିଛି ଓଲଟପାଲଟ ହୋଇଗଲା । ପଦବି ଯିବା ପରେ ସବୂ ଗଲା। ପେଟ ପାଇଁ ଏବେ ତାଙ୍କୁ ଚପଲ ଦୋକାନରେ କାମ କରିବାକୁ…
ଅଧିକ ଖବର ଦେଖନ୍ତୁ...

କଟକ ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ : ୧୧ ବର୍ଷରେ ୧୦ କୋଟି ହଡ଼ପ!

କଟକ : କଟକ ବଡ଼ ମେଡିକାଲ୍‌ରେ କର୍ତ୍ତୃପକ୍ଷଙ୍କ ନଜର ଆଢୁଆଳରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ। ଗଲା ୧୧ ବର୍ଷ ଧରି ଚାଲିଥିବା ଏହି କେଳେଙ୍କାରୀରେ ମାଲାମାଲା ହୋଇ ଚାଲିଛନ୍ତି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ। ସେମାନେ ନିଜର ପଦୋନ୍ନତି ଓ ଦରମା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସର୍ଭିସ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧର୍ମଘଟରେ ସାମିଲ ନେଇ ଦ୍ୱନ୍ଦ୍ୱ

କଟକ : ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଦୁଇଦିନିଆ ଟ୍ରକ୍‌ ଧର୍ମଘଟ ପ୍ରଭାବହୀନ ହେବା ନେଇ ଆଶଙ୍କା ଉପୁଜିିଛି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଆହୂତ ଧର୍ମଘଟକୁ ରାଜ୍ୟର ଟ୍ରକ୍‌ ମାଲିକ ସଂଘ ନୈତିକ ସମର୍ଥନ କରୁଥିଲେ ମଧ୍ୟ ଟ୍ରକ୍‌ ଚଳାଚଳ ବନ୍ଦ ପାଇଁ କାହାରିକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଯୁବକକୁ ପିଟି ପିଟି ମାରିଦେଲେ

ମା, ପୁଅ ଓ ବୋହୂ ଅଟକ କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠାଇବା କାଳ ହେଲା : ଭାସିଗଲେ ଦୁଇ ଛାତ୍ର

କଟକ : ସାଙ୍ଗରେ ନେଇଥିଲେ କ୍ୟାମେରା ଆଉ ଚଷମା। ମହାନଦୀ ପାଣିରେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ଫେସବୁକ୍‌ରେ ଛାଡ଼ିବା ଯୋଜନା କରିଥିଲେ ତିନି ସାଙ୍ଗ। ହେଲେ ଅସାବଧାନତାରୁ ପାଣିରେ ଭାସିଗଲେ ଦୁଇ ଜଣ। ଅଳ୍ପକେ ବର୍ତ୍ତିଗଲା ଜଣେ। ଆଜି ସକାଳେ କଟକ ସିଡିଏ ଫେଜ୍‌-୨ ଥାନା ଅନ୍ତର୍ଗତ ମହାନଦୀର…
ଅଧିକ ଖବର ଦେଖନ୍ତୁ...