ଅନୁସନ୍ଧାନ କରୁଥିବା ବର୍ଗ

କଟକ

କନଷ୍ଟେବଲ୍‌ ନିଯୁକ୍ତି ମାମଲା: ଗୃହରକ୍ଷୀ ବର୍ଗରେ ସାନି ଚୟନ ତାଲିକା ପ୍ରକାଶ ପାଇଁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

କଟକ : କନଷ୍ଟେବଳ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ବର୍ଗରେ ସାନି ଚୟନ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଲିକାରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନକାରୀ…
ଅଧିକ ଖବର ଦେଖନ୍ତୁ...

ବିନା ଟେଣ୍ଡରରେ ଭାରତ-ଶ୍ରୀଲଙ୍କା ଟି-୨୦ ବୀମା

କଟକ : ସବୁ ନିୟମକୁ ଜଳାଞ୍ଜଳି ଦେଇ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ର ବୀମା ପାଇଁ ନିଷ୍ପତ୍ତି ନେଉଛି ଓଡ଼ିଶା କ୍ରିକେଟ ସଂଘ (ଓସିଏ)। ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନୁଷ୍ଠିତ ହୋଇ ଆସିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚରେ ବୀମାକୁ ନେଇ ଯେଉଁଭଳି ଢଙ୍ଗରେ ମନମାନୀ କରାଯାଇ ଆସିଛି,…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ କ୍ୟାମ୍ପ: କଟକ ନରସିଂହପୁର ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି

କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ମାଓବାଦୀଙ୍କ ଗତିବିଧି। ଏହିପରି ଗୁଇନ୍ଦା ସୂଚନା ପାଇବା ପରେ ସତର୍କ ହୋଇ ଉଠିଛି ପୁଲିସ। ଆଠଗଡ଼ ଉପଖଣ୍ଡର ନରସିଂହପୁର ଅଞ୍ଚଳରେ ଅନୁଗୁଳ ଜିଲ୍ଲାକୁ ଲାଗି ଥିବା ଜଙ୍ଗଲରେ ଆଜି ସକାଳୁ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କୁମ୍ବିଂ…
ଅଧିକ ଖବର ଦେଖନ୍ତୁ...

କଟକରେ ଏନ୍‌କାଉଣ୍ଟର୍‌, ଦୁର୍ଦ୍ଦାନ୍ତ ଖୋକନ ଆହତ

କଟକ : ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ। ପୁଲିସ ଏନକାଉଣ୍ଟରର ଶିକାର ଅଭିଯୁକ୍ତ ହେଉଛି ଚାଉଳିଆଗଞ୍ଜ ବିଦ୍ୟାଧରପୁରରେ ରହୁଥିବା ଜଗତସିଂହପୁର ଅଞ୍ଚଳର ଖୋକନ ଓରଫ ପିନାକୀ ରଞ୍ଜନ ବାରିକ (୩୪)। ପିନାକୀ ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୩ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୭, ନଭେମ୍ବର ୩ରେ କରାଯିବ। ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଜାମିନ ଆବେଦନର…
ଅଧିକ ଖବର ଦେଖନ୍ତୁ...

ତହସିଲଦାରଙ୍କୁ ବାଲି ମାଫିଆଙ୍କ ଧମକ; ଜଣେ ଗିରଫ

କଟକ/ବାଙ୍କୀ :ପ୍ରଥମେ ଆର୍‌ଆଇ ଅଫିସ୍‌ରେ ଟ୍ରେଲର ଦେଖାଇଲେ, ତାପରେ ଫୋନ୍‌ କରି ବାଙ୍କୀ ତହସିଲଦାରଙ୍କୁ ଧମକ୍‌ ଦେଲେ ବାଲି ମାଫିଆ। ଏଭଳି ଏକ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଙ୍କୀ ତହସିଲଦାର ବନ୍ଦନା ଖଟୁଆଙ୍କୁ ବାଙ୍କୀ ବୈଦେଶ୍ୱର ଥାନା…
ଅଧିକ ଖବର ଦେଖନ୍ତୁ...

ବିଜେପୁର ପାଇଁ ବାଟ ସଫା

କଟକ : ବିଜେପୁର ବିଧାନସଭା ନିର୍ବାଚନୀ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୪ ନିର୍ବାଚନରେ ଅନିୟମିତତା ନେଇ ରୁଜୁ ହୋଇଥିବା ଏହି ମାମଲାର ଆଉ ବିଚାର ଆବଶ୍ୟକତା ନାହିଁ ଦର୍ଶାଇ ହାଇକୋର୍ଟ ଆଜି ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୧୪ ନିର୍ବାଚନରେ ବିଜେପୁର ବିଧାନସଭା ଆସନରୁ ପରାଜିତ ବିଜେଡି…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରା ପାଇଁ ଏନ୍‌ଜିଟି ଅନୁମତି

କଟକ : ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ନେଇ ରହିଥିବା ଆଶଙ୍କା ଆଜି ଦୂର ହୋଇଛି। ମହାନଦୀ ତଳ ପଡିଆରେ ବାଲିଯାତ୍ରା ଆୟୋଜନ ସଂପର୍କିତ ମାମଲାର ଚୂଡାନ୍ତ ରାୟ ଆଜି ଜାତୀୟ ଗ୍ରିନ ଟ୍ରିବୁନାଲ(ଏନଜିଟି) ପ୍ରକାଶ କରିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତଳ ପଡିଆରେ ବାଲିଯାତ୍ରା ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ରେଭେନ୍ସା କନିକା ପାଠାଗାରର ଅନ୍‌ଲାଇନ୍‌ ଡିଜିଟାଇଜେସନ୍‌

କଟକ : ଆଜିର ଦୁନିଆ ଏକ ବଜାରରେ ପରିଣତ ହୋଇଛି। ଏଥିରେ ଯୋଡ଼ି ହେବା ପାଇଁ ଯେଉଁ ସାମର୍ଥ୍ୟ, ଶକ୍ତି ଓ ସୂଚନାର ଆବଶ୍ୟକତା ରହିଛି ତାକୁ ହାତମୁଠାରେ ଧରିବାକୁ ପଡ଼ିବ। କିନ୍ତୁ ତାହା କେବଳ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ସମ୍ଭବ ହୋଇପାରିବ। ନିଜ ହାତ ମୁଠାରେ ସମଗ୍ର ପୃଥିବୀକୁ ରଖିପାରୁଥିବା ଓ…
ଅଧିକ ଖବର ଦେଖନ୍ତୁ...

ଡକ୍ଟର ହୃଷୀକେଶ ପଣ୍ଡାଙ୍କ ପରଲୋକ

କଟକ : ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସାରସ୍ୱତ ସାଧକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ହୃଷୀକେଶ ପଣ୍ଡା ଆଉ ନାହାନ୍ତି। ରବିବାର ସକାଳେ କଟକର ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ପରଲୋକ ହୋଇଛି। ମୁତ୍ୟୁ ବେଳେକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ସେ କିଛି…
ଅଧିକ ଖବର ଦେଖନ୍ତୁ...