ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଧମକ ଦେଇଥିଲେ, ହତ୍ୟା କଲେ : ବିଲରୁ ମହିଳାଙ୍କ ଶବ ଜବତ

କୁକୁଡ଼ାଖଣ୍ଡି : କମେଣ୍ଟ ମରାର ପ୍ରତିବାଦ ଭଳି ଏକ ଛୋଟ ଘଟଣାରେ କିଛି ଦିନ ତଳେ ଧମକ ମିଳିଥିଲା। ଆଜି ହତ୍ୟାର ଶିକାର ହେଲେ ପ୍ରତିବାଦ କରିଥିବା ମହିଳା। ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ବେନ୍ଦାଳିଆ ଗ୍ରାମରେ ଆଜି ସକାଳେ ପ୍ରତିମା ବେହେରା(୩୮) ନାମକ ଜଣେ ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୟପୁର: ଭିନ୍ନ ଭିନ୍ନ ଡକାୟତି ଓ ହତ୍ୟା ଘଟଣାରେ ସାମିଲ ଥିବା ୩ ଅପରାଧୀ ଗିରଫ

ଜୟପୁର: ଜୟପୁର ସଦର ଓ ଟାଉନ୍‌ ପୁଲିସ ପକ୍ଷରୁ ସୋମବାର ୩ଜଣ ଅପରାଧୀକୁ ଗିରଫ କରାଯାଇଛି। ଏହି ତିନିଜଣ ଅପରାଧୀ ମଧ୍ୟରୁ ଜଣେ ଗୋପବନ୍ଧୁ ନଗରରେ ବସବାସ କରୁଥିବା କାମୁଲୁ ନାଗଙ୍କ ପୁଅ କାଳୁ ନାଗ୍‌ ଓରଫ ହରି ବନ୍ଧୁ ନାଗ ୧୮ଟି ବଡବଡ଼ ଡକାୟତି, ଚୋରି ଓ ହତ୍ୟା ଘଟଣାରେ ସାମିଲ ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

କାନ୍ତାମାଙ୍କ ଦ୍ୱାଦଶାହରେ ରକ୍ତଦାନ ଶିବିର

ଦିଗପହଣ୍ଡି : ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଭି.ରବିନାରାୟଣ ରାଜୁଙ୍କ ମାତା ସ୍ୱର୍ଗତଃ ଭି.କାନ୍ତାମା ରାଜାଙ୍କୁ ଦ୍ୱାଦଶାହ ଅବସରରେ ଆଜି ଖେମୁଣ୍ଡି ରକ୍ତଦାତା ସଂଘ, କାନ୍ତାମା ଦ୍ୱାଦଶ ସ୍ମୃତି କମିଟି ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ବାରହା ଶିକାର ପାଇଁ ବିଛାଯାଇଥିିବା ବିଦ୍ୟୁତ ତାରରେ ଲାଗି ଯୁବକ ମୃତ

ଭଞ୍ଜନଗର:ଆଜି ସକାଳେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ହେଉଛି ଗଦେଇ ଗୌଡ଼(୪୫ ବର୍ଷ) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାସାରି ଗାଁରେ।ଏହାକୁ ନେଇ ଗ୍ରାମରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ଏଚ୍‌ଏଲ୍‌ଏଚ୍‌ ଘଟଣା : ବିରଳ ରୋଗରେ ଡାକ୍ତରୀ ଛାତ୍ର ମୃତ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଜଣେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଆଜି ବିରଳ ଏଚ୍‌ଏଲ୍‌ଏଚ୍‌ ରୋଗରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ନାମ ରାକେଶ ପ୍ରଧାନ(୨୨) ଓ ତାଙ୍କର ଘର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଦୀପ ସେଠୀଙ୍କ ଜାମିନ୍‌ ନାମଂଜୁର କଲେ ସିଜେଏମ୍‌

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଅର୍ଥତତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଜି କମ୍ପାନିର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୨ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ୍‌ଙ୍କ କୋର୍ଟରେ ଏଟି ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ଓ ଏଜେଣ୍ଟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ ମାମଲା ରହିଛି। ଏହି ମାମଲାରେ ଉଭୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ପଡ଼ିଛି କୋଟିଏ ଟଙ୍କାର ମାଗଣା ସାର, କୀଟନାଶକ

ବ୍ରହ୍ମପୁୁର : କୃଷକ ଓ କୃଷିର ବିକାଶ ପାଇଁ କାହିଁ କେତେ ଯୋଜନା। ଏଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ସ୍ୱତନ୍ତ୍ର ବଜେଟ୍‌ରେ ମାଗଣା ସାର ଓ କୀଟନାଶକ ଔଷଧ ଚାଷୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଚାଷୀଙ୍କୁ ସାର ଓ କୀଟନାଶକ ଔଷଧ ବଣ୍ଟନ ଯୋଜନାରେ କିଭଳି ବାଟମରଣା…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ୪ କୋଟି ଟଙ୍କାର ପାଇପ୍‌ ପାଉଁଶ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ମେଗା ଜଳସେଚନ ହରିଗଡ଼-୧ ପ୍ରକଳ୍ପ ଅଧୀନ ଢୋଲପିଟା ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଠିକା କଂପାନି ମେଘା ପାଓ୍ଵାର୍‌ ଇରିଗେସନ୍‌ ହାଇଦ୍ରବାଦ କ୍ୟାମ୍ପ୍‌ ଗୋଦାମରେ ଅଗ୍ନିକାଣ୍ଡ ଘଟି ସେଥିରେ ଥିବା ପ୍ରାୟ ୪ କୋଟି ଟଙ୍କାର ପାଇପ୍‌ ପୋଡ଼ି…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍‌ସରେ ୩ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଭଂଜନଗର : ଗଂଜାମ ଜିଲ୍ଲା ଅର୍ନ୍ତଗତ ଭଂଜନଗର ଅଞ୍ଚଳର ଜଣେ ମହିଳା ୧୦୨ ଆମ୍ବୁଲାନ୍‌ସରେ ତିନିଟି କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାଆ ଓ ତିନି ନବଜାତ ଶିଶୁଙ୍କୁ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତିନି ନବଜାତକଙ୍କୁ ଏସ୍‌ଏନ୍‌ସିୟୁରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ମେୟର ମାଧବୀଙ୍କ ସଭ୍ୟପଦ ରଦ୍ଦ

ବ୍ରହ୍ମପୁର: ମିଥ୍ୟା ସତ୍ୟପାଠ ଦେଇଥିବାରୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ମେୟର କେ.ମାଧବୀଙ୍କ ସଭ୍ୟପଦକୁ ଆଜି ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ଗତ ତିନି ବର୍ଷରୁ ଉର୍ଧ୍ୱ ସମୟ ଧରି ଏହି ମାମଲାର ବିଚାର ଚାଲିଥିଲା। ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ…
ଅଧିକ ଖବର ଦେଖନ୍ତୁ...