ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

୨ ମାସ ନୀରବ ପରେ ଆସ୍କାରେ ପୁଣି ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜାଇ ଛକ ନିକଟରେ ୨୦୧୭ ନଭେମ୍ବର ୬ରେ ପ୍ରତାପ ପଲେଇ ହତ୍ୟାକାଣ୍ଡର ପ୍ରାୟ ୨ ମାସ ପରେ ବୁଧବାର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁନମ୍ବା ସାହି ନିକଟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ଏକ ନିଦ୍ଧିଷ୍ଟ ଗୋଷ୍ଠୀର ଯୁବକମାନେ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଗଂଜାମ ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

ବ୍ରହ୍ମପୁର: କୋରାପୁଟ ଜିଲ୍ଲା, ପଟ୍ଟାଙ୍ଗି ଅଞ୍ଚଳରେ କୋଟିଆ ଗାଁରେ ଆନ୍ଧ୍ରର ଦାଦାଗିରିକୁ ନେଇ ଓଡ଼ିଶା ସରକାର ଏବେ ଚେଇଁ ଉଠିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସୀମା ଅଞ୍ଚଳର ବିକାଶ ପାଇଁ ମାଷ୍ଟର ପ୍ଲାନ୍‌ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତିି। ମାତ୍ର ଆନ୍ଧ୍ର ସୀମାରେ ରହିଥିବା ଓଡ଼ିଶା,…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ଷ୍ଟିଲ୍‌ ପ୍ଲାଣ୍ଟରେ ଦୁର୍ଘଟଣା : ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର : ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡା ସହରରେ ଏକ ଘରୋଇ ଷ୍ଟିଲ୍‌ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ବିସ୍ଫୋରଣ ଘଟି ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ଗ୍ରାମର ଦୁଇ ଦଳିତ ଶ୍ରମିକ ସତ୍ୟନାରାୟଣ ନାୟକ (୩୫) ଓ ରମେଶ ନାୟକ…
ଅଧିକ ଖବର ଦେଖନ୍ତୁ...

ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ: ୧୨୦ ଭରଣ ଧାନ ନଷ୍ଟ

ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ମହୁପଦର ଗ୍ରାମରେ ଆଜି ଭୋର୍‌ ପ୍ରାୟ ସାଢେ ୩ଟାରେ ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୨ ଚାଷୀଙ୍କ ୧୨୦ ଭରଣ ଧାନ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଗ୍ନିକାଣ୍ଡର କାରଣ ବର୍ତମାନ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମେୟରଙ୍କ ଗାଡ଼ିକୁ ଗୁଳିମାଡ଼! : ବିଜେଡି ସଂପୃକ୍ତି ଦର୍ଶାଇ ଏତଲା

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁଙ୍କ ଗାଡ଼ି ଉପରକୁ ଗୁରୁବାର ଗୁଳିମାଡ଼ ହୋଇଥିବା ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ସେ ବ୍ୟାପକ ଖୋଳତାଡ଼ ଚାଲିଲା। ଘଟଣା ଦିନ ପିଣ୍ଟୁ ମଧ୍ୟ ଏଭଳି କିଛି ଘଟି ନଥିବା ପ୍ରତିକ୍ରିୟାରେ କହିଥିଲେ। ସେ ପୁଲିସରେ…
ଅଧିକ ଖବର ଦେଖନ୍ତୁ...

କ୍ରସର କାନ୍ଥ ପଡ଼ି ଦୁଇ ଭାଇ ମୃତ

କୁକୁଡ଼ାଖଣ୍ଡି : ଗଂଜାମ ଜିଲ୍ଲା, କୁକଡାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ଗୁରୁଣ୍ଠିରେ ଥିବା କ୍ରସ୍‌ର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରାକ୍ଟରରେ ଚିପ୍‌ସ(ଗୋଡ଼ି) ନେବାକୁ କ୍ରସ୍‌ରକୁ ଆସିଥିବା ଦୁଇ ଭାଇଙ୍କର କ୍ରସ୍‌ର କାନ୍ଥ ଭୁଶୁଡି ମୃତ୍ୟୁ ହୋଇଛି। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: କ୍ରସରରେ ଦୁର୍ଘଟଣା, ୨ ମୃତ

ଗଞ୍ଜାମ/କୁକୁଡ଼ାଖଣ୍ଡି: ଆଜି ସକାଳେ ଗଞ୍ଜାମ ଜିଲ୍ଲା କୁଖୁଡ଼ାଖଣ୍ଡି ବ୍ଲକ୍‌ରେ ଏକ ପଥର କ୍ରସରରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଦୁଇଜଣ ହେଉଛନ୍ତି ଦୁଇ ଭାଇ। ସେମାନେ କ୍ରସରକୁ ଚିପ୍‌ସ ନେବା ପାଇଁ ଆସିଥିବା ବେଳେ କ୍ରସରର ଓ୍ଵାଲ…
ଅଧିକ ଖବର ଦେଖନ୍ତୁ...

ମୁନା ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ : ହତ୍ୟା କରି ପୋଡ଼ିଥିଲା ଜ୍ୱାଇଁ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ଗୋଲାପଡ଼ା ଗ୍ରାମର ମୁନା ଗୌଡ଼ଙ୍କ ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ ହୋଇଛି। ୮ ମାସ ତଳେ ମୁନାଙ୍କୁ ତାଙ୍କ ନିଜ ଜ୍ୱାଇଁ (ଭିଣୋଇ) ଓ ତାଙ୍କ ଭାଇ ହତ୍ୟା କରି ପୋଡ଼ି ଦେଇଥିବା ଜଣାପଡ଼ିବା ପରେ ପୁଲିସ ଲଙ୍ଗଳଖୋଳା ଜଙ୍ଗଲ ଭିତରୁ ମୁନାଙ୍କ ଦେହାବଶେଷ ଓ ହାଡ଼…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜି ମେଡିକାଲରେ ଜିଲ୍ଲାପାଳଙ୍କ ସମୀକ୍ଷା:ସିସି କ୍ୟାମେରା ଖଞ୍ଜିବାକୁ ପ୍ରଶାସନ ଦେବ ୮ଲକ୍ଷ

ବିଏମ୍‌ସି ଯୋଗାଇବ ୨୯ ଝାଡ଼ୁଦାର ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସର୍ବବୃହତ ଏମ୍‌କେସିଜି ମେଡିକାଲର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ସହିତ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନକୁ ଜଗିବା ପାଇଁ ବିଭିନ୍ନ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନ ସୁରକ୍ଷିତ ରହିଲେ ଦେଶ ବଞ୍ଚିବ: ନିରଂଜନ

ବ୍ରହ୍ମପୁର : ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତ ସ୍ୱାଧୀନତା ପରେ ତିଆରି ହୋଇଥିବା ଆମର ସମ୍ବିଧାନ ଲୋକଙ୍କୁ ସୁରକ୍ଷା ଯୋଗାଉଛି। ହେଲେ ବର୍ତ୍ତମାନର ବିଜେପି ସରକାର ଭାରତର ସମ୍ବିଧାନକୁ ଅବମାନନା କରି ଚାଲିଛି। ଯାହା ଫଳରେ ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକ ସହିତ ଦଳିତ…
ଅଧିକ ଖବର ଦେଖନ୍ତୁ...