ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବସ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଆସ୍କା: ବସ୍‌ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ଜିଲ୍ଲା ଆସ୍କା ପୁଲିସ ମଙ୍ଗଳବାର ଆଉ ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୂର୍ବରୁ ପୁଲିସ ୩ଟି ଟିମ୍‌ ଗଠନ କରିଥିଲା। ଗୋଟିଏ ଟିମ୍‌ ଜିଲ୍ଲା ଭିତରେ କାମ କରୁଥିବା ବେଳେ ୨ୟଟି…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାଡ଼ିଲେ ୪୫ ଛାତ୍ରଛାତ୍ରୀ

ଛାତ୍ରାବାସ ତାଲା ପକାଇ ରଖିଛନ୍ତି ଠିକାଦାର ଦିଗପହଣ୍ଡି : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା ହୋଇଛି। କେଉଁଠି ବିଦ୍ୟାଳୟ ଅଛି, ଭିତ୍ତିଭୂମି ନାହିଁ, ଆଉ କେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ମଧ୍ୟ ତାହା କାମରେ ଆସୁନି। ଫଳରେ ସରକାର ଗ୍ରାମାଞ୍ଚଳର…
ଅଧିକ ଖବର ଦେଖନ୍ତୁ...

୧୨ ଗିରଫ: ଖଣ୍ଡା, କାତି, ଠେଙ୍ଗା ତବତ

ପୁରୁଷୋତ୍ତମପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଅମୁଣିଆ ସାହିର ଅସାମାଜିକ ଗୋଷ୍ଠୀ ଓ କୁମାରୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୁମାରୀ ଗ୍ରାମବାସୀ ଓ ପୁରୁଷୋତ୍ତମପୁରର ହିରୋ ସୋ’ରୁମ୍‌ ମାଲିକ ପ୍ରଦୀପ କୁମାର…
ଅଧିକ ଖବର ଦେଖନ୍ତୁ...

ପୁରୁଷୋତ୍ତମପୁରରେ ଆତଙ୍କରାଜ୍‌

ଗ୍ରାମବାସୀଙ୍କ ଥାନା ଘେରାଉ ପୁରୁଷୋତ୍ତମପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଅମୁଣିଆ ସାହିର ଅସାମାଜିକ ଗୋଷ୍ଠୀ ଓ କୁମାରୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅମୁଣିଆ ସାହିର ଅସାମାଜିକ…
ଅଧିକ ଖବର ଦେଖନ୍ତୁ...

ପିସି ପାଇଁ ୨୭ କୋଟି ଖତ!

ବ୍ରହ୍ମପୁର : ଗଂଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା (ସଂପଦ) ବିଭାଗର ଗୁମର କଥା ଗୋଟିଏ ପରେ ଗୋଟିଏ ପଦାକୁ ଆସୁୁଛି। ଏଥର ଯେଉଁ ତଥ୍ୟ ମିଳିଛି, କେବଳ ଗଂଜାମ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ପଶୁ ସଂପଦ ବିଭାଗରେ ପିସି ପାଇଁ ହୋଇଥିବା ବଡ଼ ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇଛି। ଭିତ୍ତିଭୂମି ନ…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ଇନଷ୍ଟ୍ରକ୍ଟର, ଗଂଜାମରେ ଅଙ୍ଗନଓ୍ଵାଡ଼ି କର୍ମୀ

ରା.ଉଦୟଗିରି : ଜଣେ ମହିଳା ଏକ ସମୟରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଓ ସେଠାରୁ ୧୧୭ କିଲୋମିଟର ଦୂର ଗଜପତି ଜିଲ୍ଲା ରାମଗିରି ସ୍ଥିତ ମହେନ୍ଦ୍ରଗିରି କନିଷ୍ଠ ମହାବିଦ୍ୟାଳୟ ଏଜୁକେସନ୍‌ ବିଭାଗ ଇନ୍‌ଷ୍ଟ୍ରକ୍‌ଟର ଭାବେ କାର୍ଯ୍ୟ କରୁଛନ୍ତି। ତା…
ଅଧିକ ଖବର ଦେଖନ୍ତୁ...

ଡିକି ଭାଙ୍ଗି ୫୦ ହଜାର ଲୁଟ୍‌

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗର,ରାମକୃଷ୍ଣ ନଗର ଅଞ୍ଚଳର ଭାରତୀଭୂଷଣ ତ୍ରିପାଠୀଙ୍କ ଗାଡି ଡିକି ଭାଂଗି ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଭାଗିରଥୀପୁର ଗ୍ରାମର ଶ୍ରୀ ତ୍ରିପାଠୀ ଛତ୍ରପୁର ଷ୍ଟେଟ୍‌ ବ୍ୟାଙ୍କରୁ ୫୦…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ରାଞ୍ଚି-ବିଜୟଓ୍ଵାଡା ଜାତୀୟ ରାଜପଥର କଲଭର୍ଟ

ଭଞ୍ଜନଗର: ରାଞ୍ଚି-ବିଜୟଓ୍ଵାଡା ଜାତୀୟ ରାଜପଥର ନିଧିଆପାଲି ନିକଟରେ ଥିବା କଲଭର୍ଟର ଗୋଟିଏ ପାର୍ଶ୍ୱ ଗୁରୁବାର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାରୁ ଭଞ୍ଜନଗରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏହି କଲଭର୍ଟଟି ଅପରାହ୍ନ ୩ଟାରେ ଭୁଶୁଡ଼ି ଥିଲା। ଖୁସିର କଥା ଯେ,…
ଅଧିକ ଖବର ଦେଖନ୍ତୁ...

ଅନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ଦୁଇ ଗିରଫ

ମାଉଜର୍‌, ବାଇକ୍‌, ସୁନା ଅଳଙ୍କାର ଜବତ ଖଲ୍ଲିକୋଟ : ଗତ ବର୍ଷ ମେ ୫ରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନାରାୟଣୀ ପୀଠ ରାସ୍ତାରେ କାର୍‌ ଉପରକୁ ଗୁଳି ଚଳାଇ ଡକାୟତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଜନ୍ମରୁ ଶଯ୍ୟାଶାୟୀ ମାନିନୀ, କାମିନୀ

ଭଂଜନଗର (ସୁରେଶ କୁମାର ନାଇଡୁ): ଖେଳିବା ବୁଲିବା ବୟସରେ ଦୁଇ ଭଉଣୀଙ୍କ ଜୀବନ ପାଲଟିଛି ଅଭିଶପ୍ତ। ଜନ୍ମରୁ ହିଁ ଶେଯରେ ବିତୁଛି ଜୀବନ। ଉଠି ପାରୁ ନାହାନ୍ତି କି ବସି ପାରୁ ନାହାନ୍ତି। ୨୪ ଘଣ୍ଟା ସେମାନଙ୍କ ମା’ଙ୍କ ନଜର। ବାପା କେରଳରେ ଦାଦନ ଖଟୁଛନ୍ତି। ଖାଇବା ପିଇବାଠୁ ଆରମ୍ଭ କରି ସମସ୍ତ…
ଅଧିକ ଖବର ଦେଖନ୍ତୁ...