ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ତ୍ରିକୋଣୀୟ ପ୍ରେମ ଅଭିଯୋଗ : ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

ହିଞ୍ଜିଳିକାଟୁ : ଶନିବାର ରାତିରେ ଯାତ୍ରା ମଞ୍ଚରେ ସମସ୍ତେ ଏକାଠି ନାଚୁଥିଲେ। ହେଲେ ଯାତ୍ରା ସୋ ସରିବା ପରେ ଭୋର୍‌ ଭୋର୍‌ରୁ ହଠାତ ଡ୍ୟାନସ୍‌ ଗ୍ରୁପ୍‌ର ଦୁଇ ଯୁବ କଳାକାରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ କଥା କଟାକଟିରୁ ସୀମା ଲଂଘିଗଲା। ଶେଷରେ ଉତ୍‌କ୍ଷିପ୍ତ ଜଣେ କଳାକାର ସୁଶାନ୍ତ ସାହୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ୧୭ ମଇଁଷି ମଲେ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୧୬ଟି ମଇଁଷି ସହ ଏକ ମଇଁଷି ଛୁଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଟ୍ରେନ ବ୍ରହ୍ମପୁରରୁ ଇଚ୍ଛାପୁର ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ମାଓନେତା ସବ୍ୟସାଚୀ କୋର୍ଟରେ ହାଜର

ଭଂଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବଡ଼ଗଡ଼ ଥାନାର ବିଭିନ୍ନ ମାଓ ମାମଲାରେ ଅଭିଯୁକ୍ତ ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଶୁକ୍ରମାର କଡ଼ା ସୁରକ୍ଷା ବଳୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସହକାରୀ ସେସନସ୍‌ ଜଜ୍‌ ବିଧାନ କୁମାର ଚାନ୍ଦଙ୍କ କୋର୍ଟରେ ଉପସ୍ଥିତ କରାଯାଇଥିଲା। ତାଙ୍କ ନାଁରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ: ବିଷ ପିଇଲେ ମା’ ଓ ଦୁଇ ଝିଅ

ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ଷଡ଼ଙ୍ଗୀପଲ୍ଲୀ ଗ୍ରାମରେ ଜଣେ ମହିଳା ଓ ତାଙ୍କ ଦୁଇ ଝିଅ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’ ନମିତା ଗୌଡ଼ (୪୫) ଏବଂ ଦୁଇ ଝିଅ ବର୍ଷା ଓ ଆଶା ବର୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ହାଇକୋର୍ଟରେ ଆବେଦନ

କଟକ: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ରିମାଣ୍ଡରେ ନେବା ପାଇଁ ଛତ୍ରପୁର ପୁଲିସ ଗୁରୁବାର ହାଇକୋର୍ଟରେ ଅବେଦନ କରିଛି। ସୂଚନାଯୋଗ୍ୟ ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ମାଟିରେ ମିଶିଲା ୪୦ ଫୁଟର ମନ୍ଦିର

ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ତିତିଖଣ୍ଡି ଗ୍ରାମର ଶହେ ବର୍ଷରୁ ଅଧିକ ପୁରାତନ ରାଧାକୃଷ୍ଣ ମନ୍ଦିର ଆଜି ସଂଧ୍ୟା ପ୍ରାୟ ୭ଟା ୪୫ରେ ହଠାତ୍‌ ସଂପୂର୍ଣ ଭୁଶୁଡ଼ି ପଡ଼ି ମାଟିରେ ମିଶିଯାଇଛି। ଏ ସମୟରେ ସଂଧ୍ୟା ଆଳତି ସାରି ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିଲେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼େ ପୁତ୍ର ସନ୍ତାନ ଜନ୍ମ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ବଡ଼ ବରଗାଁରେ ଜଣେ ମାନସିକ ଦୁର୍ବଳ ମହିଳା ଗାଁ ରାସ୍ତା କଡ଼େ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଖବର ପାଇ ଅଙ୍ଗନଓ୍ଵାଡ଼ି ଓ ଆଶାକର୍ମୀ ପହଞ୍ଚି ମହିଳା ଜଣଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ବସ୍‌ରେ ଗୁଳି ଓ ହତ୍ୟା ଘଟଣା : ବିରୋଧୀଙ୍କ ଟାର୍ଗେଟ୍‌ରେ ଥିଲେ ପ୍ରତାପ

ଆସିକା : ଏଭଳି କିଛି ଘଟିବ ବୋଲି ତାଙ୍କର ଆଶଙ୍କା ଥିଲା। କାରଣ ମଦ ବେପାର ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଟାର୍ଗେଟ୍‌ରେ ଥିଲେ ଆସିକାର ବିଜେଡି ନେତା ପ୍ରତାପ ଚନ୍ଦ୍ର ପଲେଇ। କିଛି ମାସ ପୂର୍ବେ ପ୍ରତାପଙ୍କ ପାକଲାପଲ୍ଲୀ ବାସଭବନରେ ଧସେଇ ପଶି କିଛି ଯୁବକ…
ଅଧିକ ଖବର ଦେଖନ୍ତୁ...

ବସ୍‌ ଭିତରେ ୪ ରାଉଣ୍ଡ୍‌ ଗୁଳି : ବିଜେଡି ନେତାଙ୍କୁ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା ଆସିକାର ଜଣେ ଜଣାଶୁଣା ବିଜେଡି ନେତା ପ୍ରତାପ ଚନ୍ଦ୍ର ପଲେଇଙ୍କୁ ଦୁର୍ବୃତ୍ତମାନେ ରାତିରେ ଗୁଳି କରି ହତ୍ୟା କରିଛନ୍ତି।  ରାତି ପ୍ରାୟ ସାଢେ ୮ଟାରେ ସେ ଏକ ଘରୋଇ ବସ୍‌ରେ ଆସିକାରୁ ବ୍ରହ୍ମପୁର ଆସୁଥିବା ବେଳେ ଆସିକା ଥାନା କରଞ୍ଜେଇ ଛକ ନିକଟରେ ଦୁଇ ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଗୁଳିମାଡ଼ରେ ବସ୍‌ ମାଲିକ ଗୁରୁତର, ଏମ୍‌କେସିଜିକୁ ସ୍ଥାନାନ୍ତର

ବ୍ରହ୍ମପୁର/ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜାଇ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ୍‌ ମାଲିକଙ୍କୁ ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୮ଟା ୩୦ରେ ଫୁଲବାଣୀରୁ ବ୍ରହ୍ମପୁର ଆସୁଥିବା ଘରୋଇ ବସ୍‌(ଆକବରୀ)ର ମାଲିକ ପ୍ରତାପ ଚନ୍ଦ୍ର ପଲେଇ…
ଅଧିକ ଖବର ଦେଖନ୍ତୁ...