ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଦୁର୍ଦ୍ଦାନ୍ତ ଡକାୟତ ରାମକୁ ଏନ୍‌କାଉଣ୍ଟର୍‌

ଖଲ୍ଲିକୋଟ/ବ୍ରହ୍ମପୁର : ଡକାୟତଙ୍କୁ ଧରିବାକୁ ଯାଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପେଣ୍ଡ୍ରାପଲ୍ଲୀ ନିକଟରେ ପୁଲିସ କରିଛି ଏନ୍‌କାଉଣ୍ଟର୍‌। ଗଞ୍ଜାମ ପୁଲିସର ୩୪ନମ୍ବର ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି ଅନ୍ତଃ ଜିଲ୍ଲା ଦୁର୍ଦ୍ଦାନ୍ତ ଡକାୟତ ବାବୁ ଓରଫ୍‌ ରାମଚନ୍ଦ୍ର ସାହୁ(୨୫)। ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

କାର୍‌ ଖୋଲିଦେଲା ରହସ୍ୟ

ସୁପାରି ଦେଇଥିଲେ ସୂର୍ଯ୍ୟ ପୋଲାଇ ୭.୫୦ ଲକ୍ଷର ଡିଲ୍‌, ୩ ଲକ୍ଷ ଆଡ୍‌ଭାନ୍‌ସ ଟାର୍ଗେଟରେ ଥିଲା ରବି ନାହାକ ଭଂଜନଗର : ଝାଡ଼ଖଣ୍ଡୀ ମୋଷ୍ଟ ଓ୍ଵାଣ୍ଟେଡ଼୍‍ ସୁପାରି କିଲର୍‌ ବବ୍‌ଲୁ ପାଶ୍ୱାନ୍‌ ଓ ତା’ର ସହଯୋଗୀ ଜିତେନ୍ଦ୍ର ନାୟକ ଗତକାଲି ଗଂଜାମ ପୁଲିସ ଏନ୍‌କାଉଣ୍ଟର୍‌ରେ ଧରାପଡ଼ିବା ପରେ…
ଅଧିକ ଖବର ଦେଖନ୍ତୁ...

୨୧.୫ ଲକ୍ଷ ଟଙ୍କାର ଲୁଟ୍‌ ଡ୍ରାମାର ପର୍ଦାଫାଶ

ବ୍ରହ୍ମପୁର/ଗୋଳନ୍ଥରା : ପୁରା ଡ୍ରାମା କରିଥିଲେ ତାଳଚେରର ଜଣେ ମାଛ ବେପାରୀଙ୍କ ଟ୍ରକ୍‌ ଡ୍ରାଇଭର୍‌ ଓ କଟକରେ ଥିବା ତାଙ୍କ ମାଛ ଗୋଦାମର ଜଣେ କର୍ମଚାରୀଙ୍କ ଭଣଜା। ଟ୍ରକ୍‌ ନେଇ ମାଛ ଆଣିବାକୁ ଆନ୍ଧ୍ର ଯାଉଥିବା ବେଳେ ଡ୍ରାଇଭର୍‌ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ହରିପୁର ଗ୍ରାମର ଜମାଲ…
ଅଧିକ ଖବର ଦେଖନ୍ତୁ...

ଶିକାରୀ ସାଜିଥିଲେ, ଶିକାର ହୋଇଗଲେ

ଭଂଜନଗର : ଗଞ୍ଜାମ ଜିଲ୍ଲାର ଜଣେ ଅପରାଧୀଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ ୩ଜଣ ଅନ୍ତଃରାଜ୍ୟ ସୁପାରି କିଲର୍‌। ଝାଡ଼ଖଣ୍ଡରୁ ଆସିଥିବା ଏହି କିଲର୍‌ମାନଙ୍କ ସମ୍ପର୍କରେ ଆଗୁଆ ସୂଚନା ପାଇ ଯାଇଥିଲା ଗଞ୍ଜାମ ପୁଲିସ। ଅପରାଧୀ ତାଙ୍କର ମିସନ୍‌ ସଫଳ କରିବା ପୂର୍ବରୁ ପୁଲିସ ସେମାନଙ୍କୁ ମାଡ଼ି ବସି…
ଅଧିକ ଖବର ଦେଖନ୍ତୁ...

ମିଳିଲାନି ମହାପ୍ରୟାଣ, ରିକ୍ସାରେ ଶବବୁହା

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲରେ ଆଜି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ମହାପ୍ରୟାଣ ଗାଡ଼ି ନମିଳିବାରୁ ଜଣେ ଯୁବକଙ୍କ ଶବ ରିକ୍ସାରେ ବୁହା ହୋଇ ଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଡ଼ ମେଡିକାଲ ପରିସରରୁ ଘରୋଇ ଆମ୍ବୁଲାନ୍ସକୁ ହଟାଇ ଦିଆଯାଇଥିବାରୁ ଏଭଳି ପରିସ୍ଥିତି ଦେଖା…
ଅଧିକ ଖବର ଦେଖନ୍ତୁ...

କୋବି ତରକାରିରେ ବିଷ ଘଟଣା : ଆଖି ବୁଜିଲେ ମାଆ, ଏକାଠି ଜଳିଲା ତିନି ଜୁଇ

ବ୍ରହ୍ମପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ପାନ୍ଥନିବାସ ସାହିରେ ଖାଦ୍ୟରେ ବିଷ ଯୋଗୁଁ ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ମାଆ କୁମାରୀ ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ତିନି ଜଣଙ୍କ ମୃତଦେହକୁ…
ଅଧିକ ଖବର ଦେଖନ୍ତୁ...

ମେଘ ଦେଖି ତରବର : ଧାନକଟା ଯନ୍ତ୍ରରେ ପିଟି ହୋଇ ଚାଷୀ ମୃତ

ବୁଗୁଡ଼ା/ବାଲିପଦର : ସମ୍ଭାବ୍ୟ ବର୍ଷା ପାଇଁ ଧାନ କାଟିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ଚାଷୀ ତତ୍ପର ହୋଇ ଉଠିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଚାଷୀ ଧାନ କାଟିବାକୁ ତରବର ହେଉଛନ୍ତି। ଏଭଳି ପରିସ୍ଥିତିରେ ଆଜି ଜଣେ ଚାଷୀ ମେସିନ୍‌ ଧରି ଧାନ ଅମଳ କରିବାକୁ ତରତର ହୋଇ…
ଅଧିକ ଖବର ଦେଖନ୍ତୁ...

ଠିକାଦାର ମହେନ୍ଦ୍ର ମଲ୍ଲିକଙ୍କ ଲାଇସେନ୍ସ ରଦ୍ଦ, ଟେଣ୍ଡର ବାତିଲ

କଳା ତାଲିକାଭୁକ୍ତ ହେବେ, ଧରିବାକୁ ଚଢ଼ଉ ଭଂଜନଗର : ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ନକଲି ଟିଡିଆର୍‌ ଦାଖଲ କରି କାମ ହାତେଇଥିବା ଠିକାଦାର ମହେନ୍ଦ୍ର ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ମହେନ୍ଦ୍ର ଫେରାର୍‌ ଅଛନ୍ତି। ତେବେ ମହେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଫୁଲକୋବି ତରକାରିରେ ବିଷ : ଭାଇ-ଭଉଣୀ ମୃତ, ମାଆ ଗୁରୁତର

ବ୍ରହ୍ମପୁର/ଛତ୍ରପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ସହର ପାନ୍ଥନିବାସ ସାହିରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରମ୍ଭା ବିଏସ୍‌ଏନ୍‌ଏଲ୍‌ରେ କାର୍ଯ୍ୟ କରୁଥିବା ବାନାମ୍ବର ପ୍ରଧାନଙ୍କ ପୁଅ ସୌମ୍ୟରଂଜନ ପ୍ରଧାନ(୨୫) ଓ ଝିଅ କମଳିନୀ…
ଅଧିକ ଖବର ଦେଖନ୍ତୁ...

ବସ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଆସ୍କା: ବସ୍‌ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ଜିଲ୍ଲା ଆସ୍କା ପୁଲିସ ମଙ୍ଗଳବାର ଆଉ ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୂର୍ବରୁ ପୁଲିସ ୩ଟି ଟିମ୍‌ ଗଠନ କରିଥିଲା। ଗୋଟିଏ ଟିମ୍‌ ଜିଲ୍ଲା ଭିତରେ କାମ କରୁଥିବା ବେଳେ ୨ୟଟି…
ଅଧିକ ଖବର ଦେଖନ୍ତୁ...