ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ଫଟୋ, ଭିଡ଼ିଓ ବି ଉଠାଇଲେ, ପୁଲିସ ଉଦ୍ଧାର କଲା ସପ୍ତାହକରେ ଦ୍ୱିତୀୟ ଘଟଣା ଭଂଜନଗର : ଚୋର ଗ୍ୟାଙ୍ଗ୍‌କୁ ନେଇ ଆତଙ୍କିତ ଗ୍ରାମବାସୀ ଏବେ ନୀରିହଙ୍କ ଉପରେ ଦାଉ ସାଧୁଛନ୍ତି। ରାତିରେ ଯାହାକୁ ଦେଖୁଛନ୍ତି ତାକୁ ଚୋର ବୋଲି ଭାବି କାବୁ କରି ରାଗ ଶୁଝାଉଛନ୍ତି। ଖାଲି ଏତିକି ନୁହେଁ, କାହାକୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ

ବ୍ରହ୍ମପୁର : ଗଂଜାମ ଜିଲ୍ଳା ଦିଗପହଣ୍ଡି ଥାନା ବ୍ରହ୍ମପୁର ଉପକଣ୍ଠ ମହୁରୀକାଳୁଆ ପୀଠରେ ଆଜି ଅପରାହ୍ନରେ ବଣ ଭୋଜି ସାରି ବାଇକ୍‌ରେ ଫେରୁଥିବା ବେଳେ ଗଛକୁ ପିଟି ହୋଇଯିବାରୁ ଦୁଇ ଯୁବକଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳ ବିଲ ସାହିର ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଛାତ୍ରୀଙ୍କୁ ଭୁବନେଶ୍ୱର ଆଣି ଦୁଷ୍କର୍ମ

ଭଂଜନଗର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହେଉଥିବା ବେଳେ ଗଂଜାମ ଜିଲ୍ଲା ଭଂଜନଗର ଥାନା ଇଲାକା ଏକ ଗ୍ରାମର ଜଣେ ସ୍କୁଲଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୨ ତାରିଖରୁ ଅପହୃତ ନାବାଳିକାଙ୍କୁ ଭଂଜନଗର ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

ବଡ଼ଭାଇକୁ ହତ୍ୟା: ଜେଲ୍‌ ଫେରନ୍ତା ସାନ ଭାଇ ଓ ବାପା ଫେରାର

ଚାରି ଦିନ ପରେ ମିଳିଲା ଶବ ଆସିକା : ଜେଲ୍‌ ଫେରନ୍ତା ସାନଭାଇ ବାପା ସହ ମିଶି ବଡ଼ ଭାଇକୁ ନିର୍ମମ ହତ୍ୟା। ଗଂଜାମ ଜିଲ୍ଳା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅଧୀନ ଜୟପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜୟପୁର ଗ୍ରାମର ବାବୁଲା…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଚୋରି ଅଭିଯୁକ୍ତଙ୍କୁ ସାତବେଣ୍ଟିଆ କଲେ ଲୋକେ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଇଲାକାରେ ଲଗାତର ଚୋରି ଘଟଣାରେ ଲୋକେ ଅତିଷ୍ଟ ହୋଇ ଆଇନ୍‌କୁ ହାତକୁ ନେଇଛନ୍ତି। ଗତକାଲି   ରାତି ଅଧରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଚଢ଼ିଆ ପଡ଼ା ଗାଁର ଲୋକେ ଜଣେ ଯୁବକଙ୍କ ଚୋରି ଅଭିଯୁକ୍ତ ଭାବେ କାବୁ କରି ତାଙ୍କୁ  ନିସ୍ତୁକ ମାଡ଼…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଏନ୍‌କାଉଣ୍ଟର୍‌ ନମ୍ବର-୩୫ : ଦୁର୍ଦ୍ଦାନ୍ତ ମୂଷା ଆହତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସର ଏନ୍‌କାଉଣ୍ଟରରେ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ମୂଷା ଓରଫ୍‌ କାଳିଆ ସାହୁ ଆହତ ହୋଇଛି। କାଳିଆ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ଆଜି ଗୋସାଇଁନୂଆଗାଁ ଓ ବଡ଼ ବଜାର ଥାନା ପୁଲିସର ମଳିତ ଟିମ୍‌ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ବେଳେ ଖଜୁରିଆ…
ଅଧିକ ଖବର ଦେଖନ୍ତୁ...

୫୦ ଜମାକାରୀଙ୍କୁ ଅର୍ଥ ଫେରାଇଲେ ମନ୍ତ୍ରୀ

‘ଋଣଗ୍ରହିତା ତୁରନ୍ତ ଟଙ୍କା ନ ଫେରାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ’ ଛତ୍ରପୁର : ଋଣ ପ୍ରଦାନରେ ଅନିୟମିତତା ଓ ପରବର୍ତ୍ତୀ ସମୟରେ ଏହି ଋଣ ଅନାଦେୟ ଯୋଗୁଁ ଦେବାଳିଆ ଅବସ୍ଥାକୁ ଆସି ଯାଇଥିଲା ଏବଂ ପରେ ବନ୍ଦ ହୋଇ ଯାଇଥିଲା ଛତ୍ରପୁର ରିକାପଲ୍ଲୀ ସ୍ଥିତ ରାଜ୍ୟର ପ୍ରଥମ ସମବାୟ ବ୍ୟାଙ୍କ।…
ଅଧିକ ଖବର ଦେଖନ୍ତୁ...

ଜ୍ୱାଇଁକୁ ହାଣିଦେଲେ ଶ୍ୱଶୁର

ଭଂଜନଗର/କବିସୂଯ୍ୟର୍ନଗର : ଶ୍ୱଶୁର ଘରେ ଜ୍ୱାଇଁ ପୁଅକୁ ନିର୍ମମ ହତ୍ୟା କରିଛନ୍ତି ଶ୍ୱଶୁର। ପାରିବାରିକ ଅଶାନ୍ତରୁ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଝାଡ଼ବାଇ ଗ୍ରାମରେ ଗତ କାଲି ରାତିରେ ଏ ଘଟଣା ଘଟିଛି। ଶ୍ୱଶୁର ଏ.ଜଗନ୍ନାଥ ରେଡ୍ଡୀ ନିଜ ଜ୍ୱାଇଁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ୩ ସରପଞ୍ଚ, ୫୭୬ ଓ୍ଵାର୍ଡସଭ୍ୟ ପଦ ପାଇଁ ଭୋଟଗ୍ରହଣ

ଛତ୍ରପୁର :ଗଞ୍ଜାମ ଜିଲ୍ଲାରେ ୩ ସରପଞ୍ଚ ଓ ୫୭୬ ଓ୍ଵାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହୋଇଛି। ଏହି ବାବଦରେ ଆଜି ତଥା ଜାନୁୟାରୀ ୧୯ ତାରିଖରେ ଭୋଟ ଗ୍ରହଣ ହୋଇଛି। ଆସନ୍ତାକାଲି ୨୦ ତାରିଖରେ ଗଣତି କାର୍ଯ୍ୟକ୍ରମ ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ୩ ସରପଞ୍ଚ, ୫୭୬…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ସାହି ମଝିରେ ହାଣିଦେଲେ

ଆସିକା : ଆସିକା ୭ ନମ୍ବର ଓ୍ଵାର୍ଡ ସୁନାମ୍ବ ସାହିରେ ଆଜି ମିଟୁ ଦାସ (୨୪) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଆଜି ଦିନ ପ୍ରାୟ ୧୧ଟା ୪୫ରେ ସାହି ମଝିରେ ଏହି ଘଟଣା ଘଟିଛି। ମିଟୁଙ୍କୁ ଗାଁର ଜନୈକ ଆଇନଜୀବୀ ଅଜିତ୍‌ ନାୟକ ଓ ତାଙ୍କ ସହଯୋଗୀମାନେ ମରଣାନ୍ତକ…
ଅଧିକ ଖବର ଦେଖନ୍ତୁ...