ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଡେରାଡୁନ୍‌ରୁ କୃଷ୍ଣ, ଦୁର୍ଯ୍ୟୋଧନ ଗିରଫ

ବ୍ରହ୍ମପୁର/ଛତ୍ରପୁର/ଭୁବନେଶ୍ୱର : ବିଜେଡି ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ଘଟଣାର ୪୨ ଦିନ ପରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଅଭିଯୁକ୍ତ ତାଲିକାରେ ଥିବା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପିଟି ପିଟି ମାରି ଦେଲେ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ପରେ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଅଭି ସେଠୀ (୩୨)। ଗାଁରେ ବିଶୃଙ୍ଖଳା ଓ ଦୌରାତ୍ମ୍ୟ କରୁଥିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ଓ ଜଗନ୍ନାଥପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ଶିକାର ଉଦ୍ୟମ ପଣ୍ଡ : ୪ ଶିକାରୀ ଗିରଫ, ଦୁଇ ବନ୍ଧୁକ

ଜଗନ୍ନାଥପ୍ରସାଦ : ବିଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବନବିଭାଗ ବନ୍ୟଜନ୍ତୁ ଶିକାର ପାଇଁ ଆସିଥିବା ଗ୍ୟାଙ୍ଗ୍‌ର ଦୁଇଟି ଉଦ୍ୟମକୁ ପଣ୍ଡ କରିଛି। ମୋଟ ୪ଜଣ ଶିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ହଷ୍ଟେଲ୍‌ ରୁମ୍‌ରେ ଇଂଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ସରକାରୀ ଯାନ୍ତ୍ରିକ ବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ଆଜି ଅପରାହ୍ନରେ ହଷ୍ଟେଲ୍‌ ରୁମ୍‌ରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ରସାୟନ ବିଭାଗ ପ୍ରଥମ ବର୍ଷ ଛାତ୍ର ଅଭିଷେକ ନାୟକଙ୍କ ଶବ ଫ୍ୟାନ୍‌ରେ ଗାମୁଛା ବନ୍ଧା ଅବସ୍ଥାରେ ଝୁଲୁଥିବା…
ଅଧିକ ଖବର ଦେଖନ୍ତୁ...

ବେତାରସିଂରେ ବାଘ ମାତିଛି

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁୁଗୁଡ଼ା ସହର ନିକଟ ବେତାରସିଂ ଗ୍ରାମରେ ଏବେ ବାଘ ଆତଙ୍କ ଲାଗିଛି। ୧୦ ଦିନ ମଧ୍ୟରେ ବାଘ ତିନିଟି ଛେଳିକୁ ମାରି ସାରିଥିବାରୁ ଛେଳି କୁଆଁରକୁ ଲୋକେ ପାଳି କରି ଜଗୁଛନ୍ତି। ବାଘ ଭୟରେ ଲୋକେ ଜାଳେଣି କାଠ ସଂଗ୍ରହ କରିବାକୁ ପାଖ ଜଙ୍ଗଲକୁ ମଧ୍ୟ ଯାଉନାହାନ୍ତି। ଦେଖିବା…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାର୍‌ରୁ ଠେଲିଦେଲା ନାତୁଣୀ!

ଭଂଜନଗର : ଗଂଜାମ ଜିଲ୍ଳା ଭଂଜନଗର ସହର ନିକଟ କୋଦଣ୍ଡା ଗ୍ରାମ ପାର୍ଶ୍ୱ ରାସ୍ତାରୁ ଆଜି ରାତିରେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇ ଚିିିକିତ୍ସା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ପଞ୍ଝାରେ ବୁଗୁଡ଼ା ରେଞ୍ଜର୍‌

ବୁଗୁଡ଼ା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ। ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନ୍‌ର ୫ଟି ଟିମ୍‌ ଆଜି ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ସକାଳରୁ ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ବୁଗୁଡ଼ା: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବୁଗୁଡ଼ା: ଦକ୍ଷିିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ସାହୁଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସର ୩ଟି ଟିମ୍‌ ଏକକାଳୀନ ଶ୍ରୀ ସାହୁଙ୍କ ବୁଗୁଡ଼ାସ୍ଥିତ କାର୍ଯ୍ୟଳୟ, ସରକାରୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପୋଲିଓ ଦିବସରେ ବିଶାଳ ମାନବ ପାଦ ଚିହ୍ନ

ବ୍ରହ୍ମପୁର: ବିଶ୍ୱ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରି କ୍ଲବ ପକ୍ଷରୁ ଏକ ଅଭିନବ ପ୍ରୟାସ କରା ଯାଇଥିଲା ଯାହା ବିରଳ ରେକର୍ଡ଼ ସୃଷ୍ଟି କରିଛି। ପୋଲିଓ ମୁକ୍ତ ସଚେତନତା ସୃଷ୍ଟି ଲାଗି ମାନବ ଶୃଙ୍ଖଳରେ ଗଢ଼ା ୧୩୨x୫୩ ବର୍ଗଫୁଟର ଏକ ବିଶାଳ ମାନବ ପାଦ ଚିହ୍ନ ପ୍ରଦର୍ଶିତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୋଲସରା ବିଧାୟକଙ୍କ ମିଥ୍ୟା ସତ୍ୟପାଠ ମାମଲା

ବୁଗୁଡ଼ା: ତୁଟୁନି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମିଥ୍ୟା ସତ୍ୟପାଠ ବିବାଦ। ନିର୍ବାଚନ ବେଳେ ତ୍ରୁଟିପୂର୍ଣ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିଥିବା ଅଭିଯୋଗକୁ ନେଇ ବିଜେପି ଏବେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି। ଗତ ସୋମବାର ବିିଧାୟକ ସାମ୍ବାଦିକ ସମ୍ମିଳନୀରେ ସେ ମାଟ୍ରିକ୍‌…
ଅଧିକ ଖବର ଦେଖନ୍ତୁ...