ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଲାଞ୍ଚ ନେଇ ଧରାପଡ଼ିଲେ ବୁଗୁଡ଼ା ମେଡିକାଲ ଅଫିସର

ବୁଗୁଡ଼ା : ହାର୍ନିଆ ଅସ୍ତ୍ରୋପଚାର ପାଇଁ ଗରିବ ରୋଗୀଙ୍କଠୁ ଲାଞ୍ଚ ମାଗି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା.ଗୋପାଳ ଚନ୍ଦ୍ର ରାଓ। ବୁଗୁଡ଼ା ବ୍ଲକ ଘୋଡ଼ାପଡ଼ା ଗ୍ରାମର ନିରଞ୍ଜନ ଗୌଡ଼ଙ୍କଠୁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା…
ଅଧିକ ଖବର ଦେଖନ୍ତୁ...

ଭିଡ଼ରେ ଚାପି ହୋଇ ଗଣେଶ ମୃତ

୯ ବର୍ଷ ଧରି କଦଳୀ ପତ୍ରରେ ଶୋଉଥିଲେ ବ୍ରହ୍ମପୁର/ ପୁରୁଷୋତ୍ତମପୁର : ଦୁରାରୋଗ୍ୟ କାରଣରୁ ଦୀର୍ଘ ୯ ବର୍ଷ ହେଲା କଦଳୀ ପତ୍ରରେ ଶୋଇ ଦୁର୍ବିସହ ଜୀବନ କାଟୁଥିବା ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ହାଣ୍ଡିଘର ଗ୍ରାମର ମିସନ୍‌ ବେହେରା ଓରଫ ଗଣେଶ ଆଜି ଚିର ନିଦ୍ରାରେ। ଜଗାବଳିଆଙ୍କ ଭଳି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ଘରୁ ଡକାୟତି, ଟାର୍ଗେଟ୍‌ ୩ କୋଟି

ବ୍ରହ୍ମପୁର : ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷିନଗରରେ ରହୁଥିବା ଆଇନଜୀବୀଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ବଡ଼ ସଫଳତା ପାଇଛି। ଏହି ଡକାୟତି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜିପୁର ବଡ଼ସାହିର ସୁକାନ୍ତ ମହାରଣା ସମେତ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଆଇନଜୀବୀ ପାଢ଼ୀଙ୍କ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା କଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ର ବଉଳଝରି ଗ୍ରାମର ଜଣେ ଚାଷୀ ଆଜି ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଥିିବରୁ ମାନସିକ ଭାରସାମ୍ୟ ହରାଇ ବଉଳଝରି ଗ୍ରାମର ରାଜେନ୍ଦ୍ର ଭୂୟାଁ ନାମକ ଜଣେ ୪୮ ବର୍ଷୀୟ ଚାଷୀ ଆତ୍ମହତ୍ୟା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଫସଲ ପରେ ଗୋଠ ସଫା!

ବ୍ରହ୍ମପୁର : ଗତ ୪ଦିନ ଧରି ଲାଗି ରହିଥିବା ବର୍ଷା ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି। କ୍ଷେତରୁ ପାଚିଲା ଧାନ ନଷ୍ଟ କଲା ପରେ ଏବେ ଗାଈ ଗୋଠ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲାରେ ଗତ ଦୁଇ ଦିନରେ ଦୁଇଶହରୁ ଅଧିକ ଗାଈଗୋରୁ ମଲେଣି। ଖୋଲା ଆକାଶ ତଳେ ରହୁଥିବା ଗାଈଗୋରୁ ବେଶି ସଂଖ୍ୟାରେ ମରୁଥିବା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ପରିସରରେ ପାଥୋଲୋଜି ବିଭାଗର ଜଣେ ଛାତ୍ରୀଙ୍କୁ ଲାବୋରେଟୋରି ରୁମ୍‌ରୁ ଡାକି ଛାତ୍ରୀଙ୍କ ସ୍ୱାମୀ ଏସିଡ୍‌ ମାଡ଼ କରିବା ଘଟଣା ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଛାତ୍ରୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ

ଭଂଜନଗର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ଏବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗାଁ (ଜି.ନୂଆଗାଁ)କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ ହୋଇ କୃତ୍ରିମ ପୋଖରୀ ସବୁ ସୃଷ୍ଟି ହୋଇଛି। ଦିନ…
ଅଧିକ ଖବର ଦେଖନ୍ତୁ...

ପୁରୁଣାବନ୍ଧ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଛତ୍ରପୁର: ଆଜି ସନ୍ଧ୍ୟାରେ ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ମତ୍ସ୍ୟଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ସୁଧାକର ବେହେରା, ରବୀନ୍ଦ୍ର ବେହେରା, ବିଦ୍ୟାଧର ବେହେରା,…
ଅଧିକ ଖବର ଦେଖନ୍ତୁ...

ବର୍ଷା ଖାଇଲା ଫସଲ

ବ୍ରହ୍ମପୁର/ଛତ୍ରପୁର/ଭଞ୍ଜନଗର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଂଜାମ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କଟା ହୋଇଥିବା ଧାନ ଖଳାକୁ ଆଣି ପାରିନାହିଁ ଚାଷୀ। ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚକଡ଼ା, ମାଟିଆଗୁଣ୍ଡି ପୋକ ଲାଗି…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୨୫ ଲକ୍ଷ ଲୁଟିଥିବା ଦିବାକର ଗିରଫ

ହିଞ୍ଜିଳିକାଟୁ : ମୋବାଇଲ ଟ୍ରେଡିଂ ନାଁରେ ନିଜର ପେଟିଏମ୍‌ ଓ୍ଵାଲେଟ୍‌ ଖୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୨୫ ଲକ୍ଷରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଠକ ଧରାପଡ଼ିଛି। ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ହିଞ୍ଜିଳିକାଟୁ ବଇଁଚବଣିଆ ଗାୟତ୍ରୀ ନଗର…
ଅଧିକ ଖବର ଦେଖନ୍ତୁ...