ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗୁଲାମ୍‌-ରାମ ସାକ୍ଷାତକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର : ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ରଥଙ୍କୁ ତାଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଗୁଲାମ୍‌ଙ୍କ ଏଭଳି ଅଚାନକ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : କୃଷ୍ଣ, ଦୁର୍ଯ୍ୟୋଧନଙ୍କୁ ନେଇ ରାଜ୍ୟ ବାହାରେ ପୁଲିସ

ଛତ୍ରପୁର : ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାକୁ ପୁଲିସ ତ୍ୱରାନିତ୍ୱ କରିଛି। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକ ଓ ସମିତି ସଭ୍ୟ ପିତୁ ଓରଫ ଦୁର୍ଯ୍ୟୋଧନ ରେଡ୍ଡିଙ୍କ ରିମାଣ୍ଡର ଚତୁର୍ଥ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଚାଷୀଙ୍କ ଚେତାବନୀ: କ୍ଷତିପୂରଣ ନମିିଳିଲେ ଆତ୍ମହୁତୀ

ବ୍ରହ୍ମପୁର: ଗତ ୪ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅନେକ ଚାଷୀ ସେମାନଙ୍କର ଧାନ କ୍ଷେତରେ ନିଆଁ ଲଗାଇଥିବା ବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟୁମଡୁଲା ଗ୍ରାମରେ ୨ଜଣ ଚାଷୀ ନିଜ ଫସଲରେ ନିଆଁ ଲଗାଇଥିବା ବେଳେ ଗଞ୍ଜାମ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଅପହୃତ ଯୁବକଙ୍କୁ ହତ୍ୟା : ତିନି ଦିନ ପରେ ମିଳିଲା ଶବ

ଶେରଗଡ଼ : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ରୁଗୁମୁ ଗ୍ରାମର ମିଥୁନ୍‌ ସ୍ୱାଇଁ (୨୫) ନାମକ ଜଣେ ଯୁବକଙ୍କୁ ତିନି ଦିନ ପୂର୍ବେ ଅପହରଣ କରା ଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ତାଙ୍କ ଗଳିତ ଶବ ଶେରଗଡ଼-ସେରାଙ୍କୁଡ଼ା ରାସ୍ତା ପାର୍ଶ୍ୱ ଏକ ନାଳରୁ ମିଳିଛି। ତାଙ୍କ ଶରୀରର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଗୋଲକଙ୍କୁ ତିନି ଘଣ୍ଟା ଜେରା, ବୟାନ ରେକର୍ଡ

ବ୍ରହ୍ମପୁର/ଛତ୍ରପୁର : ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ହାଜର ଲାଗି ପୁଲିସ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ସିଆର୍‌ପିସିର ଧାରା ୧୬୦ରେ ନୋଟିସ୍‌ ଜାରି କରିଥିଲା। ଆଜି ଅପରାହ୍ନରେ ବିଜେପି ରାଜ୍ୟ ନେତୃମଣ୍ଡଳୀ ଓ ନିଜ ଓକିଲଙ୍କ ଗହଣରେ…
ଅଧିକ ଖବର ଦେଖନ୍ତୁ...

ଗାଁରେ ଉତ୍ତେଜନା, ୪ ଗୁଣିଆ ଗିରଫ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗତ ୨୦ ଦିନ ହେଲା ଗୁଣିଗାରେଡିକୁ ନେଇ ଉତ୍ତେଜନା ଲାଗି ରହିଛି। ସାଧାରଣ ଜୀବନଯାତ୍ରା ଅଚଳ। ଏହା ମଧ୍ୟରେ ପୁଲିସ ହସ୍ତକ୍ଷେପ କରି ଗାଁ କମିଟି ଗଠନ କରି ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି। ସେପଟେ ଗାଁକୁ…
ଅଧିକ ଖବର ଦେଖନ୍ତୁ...

ଶାସନପଲ୍ଳୀରେ ଗୁଣିଗାରେଡ଼ି ଘଟଣା : ଗାଁରେ ଉତ୍ତେଜନା, ଆଉ ୪ ଗୁଣିଆ ଗିରଫ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗତ ୨୦ ଦିନ ହେଲା ଗୁଣି ଗାରେଡିକୁ ନେଇ ଉତ୍ତେଜନା ଲାଗି ରହିଛି। ସାଧାରଣ ଜୀବନଯାତ୍ରା ଅଚଳ। ଏହା ମଧ୍ୟରେ ପୁଲିସ ହସ୍ତକ୍ଷେପ କରି ଗାଁ କମିଟି ଗଠନ କରି ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି। ସେପଟେ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ସାପକାମୁଡ଼ାରେ ମହିଳା ମୃତ

ଭଞ୍ଜନଗର: ଗତକାଲି ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଳଦି ଗ୍ରାମର କୁନ୍ତଳା ବେହେରା( ୭୨ ବର୍ଷ)। ସାପକାମୁଡ଼ାରେ ଗୁରତର କୁନ୍ତଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ନାଟକୀୟ ମୋଡ଼ ନେଉଛି ଲକ୍ଷ୍ମୀଦତ୍ତ ହତ୍ୟା ମାମଲା

ଭୁବନେଶ୍ୱର/ବ୍ରହ୍ମପୁର : ଛତ୍ରପୁରର ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣା ରୋଚକ ମୋ଼ଡ଼ ନେଇଛି। ଅଭିଯୁକ୍ତ କୃଷ୍ଣ ନାୟକ ସହ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବାର୍ତ୍ତାଳାପ ଅଭିଯୋଗ ପରେ ଆଜି ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ନେତାମାନେ…
ଅଧିକ ଖବର ଦେଖନ୍ତୁ...

କାନ୍ଧ ଦେବାକୁ କେହି ଆସିଲେନି : ୩ ଘଣ୍ଟା ବାରଣ୍ଡାରେ ପଡ଼ି ରହିଲା ଶବ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଅଭି ସେଠୀ ନାମକ ଜଣେ ଯୁବକଙ୍କୁ ଲୋକେ ସଂଘବଦ୍ଧ ହୋଇ ପିଟି ପିଟି ହତ୍ୟା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ହୋଇ ଫେରିଲା ଗାଁକୁ। ହେଲେ ଘର ବାରଣ୍ଡାରେ ପଡ଼ି ରହିଲା ଶବ।  ଜଣେ କେହି ସମବେଦନା ଜଣାଇବା ଦୂର କଥା, ଶବକୁ…
ଅଧିକ ଖବର ଦେଖନ୍ତୁ...