ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ମୃତ୍ୟୁ ଖବର ଦେବାକୁ ଯାଇ ଶବ ହୋଇ ଫେରିଲେ

ବେଲଗୁଣ୍ଠା : ନିଜ ମାମୁଙ୍କ ମୃତ୍ୟୁ ଖବର ଶୁଣାଇବାକୁ ସଂପର୍କୀୟ ଭାଇଙ୍କ ସହ ବାହାରିଥିଲେ। ହେଲେ ନିଜେ ଶବ ହୋଇ ଫେରିଲେ। ଏହା ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି। ସକାଳ ପ୍ରାୟ ସାଢେ ୧୧ଟାରେ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ୍‌ରେ ଦୁଇଟି ବାଇକ୍‌…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ଭଞ୍ଜନଗର: ଆଜି ଅପରାହ୍‌ଣରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକଦ୍ୱୟ ହେଲେ ବେଲଗୁଣ୍ଠା…
ଅଧିକ ଖବର ଦେଖନ୍ତୁ...

ଭୋଜିରେ ଯୁକ୍ତିତର୍କରୁ ହତ୍ୟା : ୫ ଅଟକ, ଠେଙ୍ଗା ଜବତ

ଭଂଜନଗର : ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ଆଖୁପଦର ଗ୍ରାମରେ ଗତକାଲି ରାତିରେ ଭୋଜିଭାତରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସାଗର ନାୟକ(୧୮) ନାମକ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତଦେହକୁ ଗାଁ ମୁଣ୍ଡରେ ଥିବା କଲଭର୍ଟ ନିକଟ ଜମିରୁ ଉଦ୍ଧାର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ଧକ୍କା, ୨ ମୃତ

ବେଲଗୁଣ୍ଠା : ଗାଙ୍ଗପୁର ଥାନା କଣ୍ଟେଇପଲୀ ନିକଟ ଦୁବଲୁଣ୍ଡା ବାହାଡ଼ା ବାଙ୍କ ରାସ୍ତାରେ ଆଜି ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗାଙ୍ଗପୁର ଥାନା ସାନବୋରସିଙ୍ଗି ଗ୍ରାମର ଭାସ୍କର ସ୍ୱାଇଁ ଓରଫ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର: ବାଇକ୍‌ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ୍‌ଡିଭିଜନ୍‌ ଅନ୍ତର୍ଗତ କଣ୍ଟାଇପୋଲି ଓ ବଡ଼ବରୋସିଂହ ରାସ୍ତାରେ ରବିବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

୯ରୁ ଟ୍ରକ୍‌ ମାଲିକ ସଂଘର ଦୁଇଦିନିଆ ଧର୍ମଘଟ

ବ୍ରହ୍ମପୁର : ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଆହ୍ଵାନ କ୍ରମେ ଆସନ୍ତା ୯ ଓ ୧୦ତାରିଖ ଦୁଇଦିନ ଧରି ଟ୍ରକ ମାଲିକ ସଂଘ ତରଫରୁ ଧର୍ମଘଟ କରାଯିବ ବୋଲି ବରିଷ୍ଠ ପରିବହନ ନେତା ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଏକ ବିବୃତ୍ତିରେ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ପାଇଁ ଗୁଳି : ଚାଷୀଙ୍କ ଜୀବନ ଗଲା

କୋଦଳା/ବେଗୁନିଆପଡ଼ା : ବାର୍‌ହା ଶିକାରୀଙ୍କ ଗୁଳିରେ ଜଣେ ନିରୀହ ଚାଷୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅଧୀନ ସୁମଣ୍ଡଳ-ଭେଜିପୁଟ ରାସ୍ତା ଜଙ୍ଗଲ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଚାଷୀଙ୍କ ନାମ ତ୍ରିନାଥ ବେହେରା (୪୮)। ସ୍ଥାନୀୟ ପି.ନୂଆଗାଁ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ମଶାଣିରେ ମର୍ଡର

ପାତ୍ରପୁର : ମଶାଣିରେ ଶବ ଦାହ ପରେ ସାମାନ୍ୟ ମଦ୍ୟପାନକୁ କେନ୍ଦ୍ର କରି ବଚସା ପରେ ଜଣେ ମାଲଭାଇର କାଠ ଫାଳିଆ ମାଡ଼ରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଛି। ଗଞ୍ଜମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅଧୀନ ଜରଡ଼ା ଗାଁ ମଶାଣିରେ ଗୌଡ଼ ସାହିର କାଳୁ ନାୟକ (୪୨)ଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା ଘଟଣା…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି କାଉନସିଲର ହତ୍ୟା ଘଟଣା: ଆଉ ୫ ଅପରାଧୀ ଗିରଫ

ଛତ୍ରପୁର: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ)ଙ୍କ ଏକାଦଶାହ ଦିବସରେ ପୁଲିସ ଦ୍ୱିତୀୟ ପର୍ଯ୍ୟାୟରେ ଶୋକକୁଳ ପରିବାରଙ୍କୁ କିଛିଟା ସାନ୍ତ୍ୱନା ପ୍ରଦାନ କରିଛି । ଯୁବନେତାଙ୍କ ବାସଭବନ ଠାରେ…
ଅଧିକ ଖବର ଦେଖନ୍ତୁ...

ଆସ୍କା: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଭଞ୍ଜନଗର:ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଚାରମୌଳି ଛକ ନିକଟରେ ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଏନକାଉଣ୍ଟରରେ ଆସ୍କା ଥାନା ଅନ୍ତର୍ଗତ ତୋଳାସାହି ଗ୍ରାମର ଗୁଜୁ ନାୟକ ଓରଫ କିଷାନ ପାତ୍ର ଗୁରୁତର ଭାବେ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି…
ଅଧିକ ଖବର ଦେଖନ୍ତୁ...