ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲା ଶବ

ଖଜୁରୀପଡ଼ା: ପକ୍କା ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲା ଶବ। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ବିଲାବାଡ଼ି ପଞ୍ଚାୟତରୁ ଏଭଳି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ସୂଚନାନୁସାରେ, ଏହି ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମର ରୋହିତ କହଁର ଗତ ଶୁକ୍ରବାର ସଦର ଥାନା ଅଧୀନ ତୁଡ଼ିପାଜୁ ଘାଟିରେ…
ଅଧିକ ଖବର ଦେଖନ୍ତୁ...

ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ରେଞ୍ଜ୍ ଅଧୀନ କରଡ଼ା ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଜଣକ ହେଉଛି, ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ। ତା’ଠାରୁ ଏକ ଦେଶୀ ବନ୍ଧୁକ ସମେତ କିଛି ଗୁଳି ଓ ବାରୁଦ ଜବତ ହୋଇଛି। ଆଜି ସକାଳେ ତିନିଜଣ ଶିକାରୀ ବନ୍ୟଜନ୍ତୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କୁ ଲିଫ୍ଟ ମାଗି ଛୁରୀ ଭୁସି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ବୁଡାନପିପାଲି ଗ୍ରାମର ଶିକ୍ଷକ ଜୟନ୍ତ ପ୍ରଧାନଙ୍କୁ ବାଇକରେ ଲିଫ୍ଟ ମାଗି ଆସିବା ପରେ ଏକ ନିଛାଟିଆ ସ୍ଥା‌ନରେ ଅଭିଯୁକ୍ତ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜୟନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ବନାଞ୍ଚଳରେ ନିଆଁ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଏବେ ନିଆଁ ଲାଗିଛି। ଗ୍ରୀଷ୍ମ ଆରମ୍ଭ ରୁ ସ୍ଥିତି ଅଣାୟତ୍ତ ହୋଇପଡିଛି। ବନବିଭାଗ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି। ପ୍ରତ୍ୟକ ବର୍ଷ କୋଟି କୋଟି ବ୍ୟୟ କରି ବୃକ୍ଷ ରୋପଣ ହେଉଥିବା ବେଳେ ପୁରୁଣା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ୬୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୧୦,୧୩୭ ପିଲା

ଫୁଲବାଣୀ: ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷାରେ ‌କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।  ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରକୃତିପ୍ରେମୀ ରାଜେଶ : ଗ୍ରାମବାସୀଙ୍କ ସହଯୋଗରେ ବଞ୍ଚାଇଛନ୍ତି ୮୦୦୦ ହଜାରରୁ ଊର୍ଦ୍ଧ୍ଵ ବୃକ୍ଷ

ଘୁ.ଉଦୟଗିରି : ଘୁ.ଉଦୟଗିରି ବ୍ଲକ୍‌ ତଲାରିମାହା ପଞ୍ଚାୟତ ଗଟାମାହା ଗ୍ରାମର ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ବାୟୁ ପ୍ରଦୂଷଣ ରୋକିବା ଓ ଜଙ୍ଗଲ ସଂରକ୍ଷଣ ଏବଂ ବନ୍ୟ ଜୀବଜନ୍ତୁମାନଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ  ହେବ ଗ୍ରାମବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ଭତ୍ତା ପାଇଁ ୧୬ ବର୍ଷ ହେଲା ସଂଘର୍ଷ: ବିଧବାରୁ ବୃଦ୍ଧା ହେଲେ, ମିଳିଲାନି ସହାୟତା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ତୋଷରପାତ ମାମଲା: ପୂର୍ବତନ ସରପଞ୍ଚ, ପିଇଓଙ୍କୁ ସଶ୍ରମ କାରାଦଣ୍ଡ

ଫୁଲବାଣୀ : ଏକ ସରକାରୀ ଅର୍ଥ ତୋଷରପାତ ମାମଲାର ଶୁଣାଣି କରି ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତର ତତ୍‌କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗୌରହରି ସାହୁ ଏବଂ ସରପଞ୍ଚ ସୌମିତ୍ରୀ ମିଶ୍ରଙ୍କୁ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କୋଟଗଡ଼ ଥାନାଧିକାରୀଙ୍କ ବିରୋଧରେ ଏସ୍‌.ପିଙ୍କୁ ଅଭିଯୋଗ

କୋଟଗଡ଼: ପ୍ରେମ କରି ଚର୍ଚ୍ଚ ଓ ପରେ କୋର୍ଟରେ ବିବାହ କଲେ। ହେଲେ ଏବେ ୨ ବର୍ଷ ପରେ ପତ୍ନୀଙ୍କୁ ଗ୍ରହଣ କରିବାକୁ ଅମଙ୍ଗ ହେଉଛନ୍ତି ସ୍ବାମୀ। ନ୍ୟାୟ ପାଇଁ ଅସହାୟ ପତ୍ନୀ ଥାନା ଦ୍ବାରସ୍ଥ ହୋଇଥିଲେ ହେଁ, ପୁଲିସ ଅଭିଯୋଗ ଗ୍ରହଣ ନକରି ଓଲଟି ଧମକ ଦେବା ସହ ୩୦ ହଜାର ଟଙ୍କା ଦାବି କରୁଛି। ଆଉ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଆଜି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏବଂ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଦୁଷ୍କର୍ମକାରୀକୁ ଅଧିକ ବର୍ଷେ…
ଅଧିକ ଖବର ଦେଖନ୍ତୁ...