ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ପ୍ରଥମ ପତ୍ନୀକୁ ମୃତ ଦର୍ଶାଇ ଦ୍ବିତୀୟ ବିବାହ କଲେ ଶିକ୍ଷକ, କେକ୍ କାଟି ନିଜ ବିଦ୍ୟାଳୟରେ ଦେଲେ ଭୋଜି

ବାଲିଗୁଡ଼ା: ପତ୍ନୀ ବଞ୍ଚି ଥାଉ ଥାଉ ତାଙ୍କୁ ମୃତ ଦର୍ଶାଇ ନିଜେ ପାଠ ପଢ଼ାଉଥିବା ବିଦ୍ୟାଳୟ ପରିସରରେ ଦ୍ବିତୀୟ ବିବାହ କରିଛନ୍ତି ଜଣେ ଶିକ୍ଷକ। ଏଥିରେ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ତାଙ୍କୁ ସହଯୋଗ କରିଥିବା ବେଳେ କେକ୍ କାଟି ଓ ଭୋଜିଭାତ କରି ବିଦ୍ୟାଳୟରେ ବିବାହ ଉତ୍ସବ ପାଳନ କରିବା ସବୁ…
ଅଧିକ ଖବର ଦେଖନ୍ତୁ...

ଚକା ଫାଟିବାରୁ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୩୦ ଯାତ୍ରୀ ଆହତ, ୧୫ ଗୁରୁତର

ବାଲିଗୁଡ଼ା: ଚକା ଫାଟିବାରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲ୍ଲା ‌କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନର ପରିବର୍ତ୍ତନ ମେଳାକୁ ପୂରିଲା ୫ମାସ, ହେଲେ  ପରିବର୍ତ୍ତନ ହୋଇପାରିଲାନି  ହସ୍ତିନାପୁର

ଘୁ.ଉଦୟଗିରି : ଆଦିବାସୀ ଅଧ୍ୟୁଷିତ ଘୁ.ଉଦୟଗିରି ବ୍ଲକ୍‌  ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳ ହେଉଛି ମୁଣ୍ଡାକାଙ୍ଗା ନିକଟ ହସ୍ତିନାପୁର।  ପୂର୍ବରୁ ଯାହାର ନାମ ଥିଲା ହାତୀକ୍ଲାଉ। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ଗାଁ ସବୁକ୍ଷେତ୍ରରେ ଅବହେଳିତ। ନାହିଁ ନାହିଁର ଗାଁ…
ଅଧିକ ଖବର ଦେଖନ୍ତୁ...

ଶିଳ୍ପଶୂନ୍ୟ କନ୍ଧମାଳରେ ଯୁବପିଢ଼ି ଦାଦନ ମୁହାଁ: ଇଡ୍‌କୋ ଶିଳ୍ପାଞ୍ଚଳରେ ଶିଳ୍ପ ବଦଳରେ ଘରଭଡ଼ାରେ ଚାଲିଛି

ଫୁଲବାଣୀ: କନ୍ଧମାଳ ଏକ ଶିଳ୍ପଶୂନ୍ୟ ଜିଲ୍ଲା। ଜିଲ୍ଲାର ଯୁବବର୍ଗ ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ଜିଲ୍ଲାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ରୋଜଗାର ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଜିଲ୍ଲାର ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଘେରରେ ଘୁ. ଉଦୟଗିରି, ଆଗାମୀ ନିର୍ବାଚନରେ ଜବାବ ଦେବାକୁ ସଜ ହେଲାଣି ଜନତା 

ଘୁ.ଉଦୟଗିରି : ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରେ ସମସ୍ୟା ଘେରରେ ଫସି ରହିଛି ଘୁ.ଉଦୟଗିରି। ଅନେକ ଦାବି ପରେ ମଧ୍ୟ ବର୍ଷ ବର୍ଷ ହେଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଳସେଚନ ଓ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିନି। ରାଜନୈତିକ ଓ ପ୍ରଶାସନିକ ଅପାରଗତା…
ଅଧିକ ଖବର ଦେଖନ୍ତୁ...

ଥରୁଛି ଘୁ. ଉଦୟଗିରି: ଭୁବନେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ଶୀତରେ ଥରୁଛି ଘୁ. ଉଦୟଗିରି। ଆଜି ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ୮.୫ ଡିଗ୍ରି ସହ ରହିଛି ଫୁଲବାଣୀ। ରାଜ୍ୟର କିଛି ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ବେଳେ ଆଉ କିଛି ସ୍ଥାନରେ ଖରାର ପ୍ରକୋପ ଦେଖାଦେଲାଣି। ଆଜି ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଶ୍ରୀକଲା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ଘୁ.ଉଦୟଗିରି: ଆଜି ସନ୍ଧ୍ୟାରେ ଦୁଇଜଣ ବ୍ୟକ୍ତି ହୋଣ୍ଡା ୟୁନିକର୍ନ ବାଇକ ନଂଓଡି ୦୭ ଏ ଡି ୦୬୯୩ରେ ବାଲିଗୁଡାରୁ ଘୁ ଉଦୟଗିରି ଅଭିମୁଖେ  ଆସୁଥିବା ବେଳେ ଶ୍ରୀ କଲା ଘାଟି ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କିଙ୍ଗପିନ୍‌ ସହ ୫ ଅନ୍ତଃଜିଲ୍ଲା ଡକାୟତ ଗିରଫ

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା କମ୍ପ୍ୟୁଟର୍‌, ଇନଭର୍ଟର୍‌, ବ୍ୟାଟେରି, ଜେନେରେଟର୍‌, ପ୍ରିଣ୍ଟର୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉଦ୍ଧାର ସହିତ ୫ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାରେ ସଫଳ‌ ହୋଇଛି। ଦୀର୍ଘ ୫ ମାସ ଧରି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ସାକା ଗ୍ରାମ ଜାତୀୟ ସଡ଼କ ନିକଟରେ ଝାରସୁଗୁଡାର ବନ୍ଧବାହାଲଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ଓଡି ୦୭ଏକେ ୬୫୭୦ ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...