ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଶ୍ରୀକଲା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ଘୁ.ଉଦୟଗିରି: ଆଜି ସନ୍ଧ୍ୟାରେ ଦୁଇଜଣ ବ୍ୟକ୍ତି ହୋଣ୍ଡା ୟୁନିକର୍ନ ବାଇକ ନଂଓଡି ୦୭ ଏ ଡି ୦୬୯୩ରେ ବାଲିଗୁଡାରୁ ଘୁ ଉଦୟଗିରି ଅଭିମୁଖେ  ଆସୁଥିବା ବେଳେ ଶ୍ରୀ କଲା ଘାଟି ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କିଙ୍ଗପିନ୍‌ ସହ ୫ ଅନ୍ତଃଜିଲ୍ଲା ଡକାୟତ ଗିରଫ

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା କମ୍ପ୍ୟୁଟର୍‌, ଇନଭର୍ଟର୍‌, ବ୍ୟାଟେରି, ଜେନେରେଟର୍‌, ପ୍ରିଣ୍ଟର୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉଦ୍ଧାର ସହିତ ୫ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାରେ ସଫଳ‌ ହୋଇଛି। ଦୀର୍ଘ ୫ ମାସ ଧରି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ସାକା ଗ୍ରାମ ଜାତୀୟ ସଡ଼କ ନିକଟରେ ଝାରସୁଗୁଡାର ବନ୍ଧବାହାଲଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ଓଡି ୦୭ଏକେ ୬୫୭୦ ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍ଥାନରେ ତୁଷାରପାତ: ଘୁ.ଉଦୟଗିରିରେ ପାରଦ ୩.୨, ଫୁଲବାଣୀରେ ୫.୬

ଫୁଲବାଣୀ/ଘୁ.ଉଦୟଗିରି/ଚକାପାଦ : ଲେଉଟାଣି ଶୀତରେ କନ୍ଧମାଳବାସୀ ବ୍ୟତିବ୍ୟସ୍ତ। ଏ ବର୍ଷ ମାଘ ମାସ ଶେଷ ବେଳକୁ ବାଘୁଆ ଜାଡ଼ ସାଧାରଣ ଲୋକଙ୍କ ହାଡ଼ ଥରାଇ ଦେଉଛି। ଲଗାତାର ଦୁଇ ଦିନ ଧରି କନ୍ଧମାଳ ଜିଲ୍ଲାରେ ପାରଦ ୩ ଡିଗ୍ରିକୁ ଖସିଯିବାରୁ ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

୩.୨ ଡିଗ୍ରି ଜାଡ଼ରେ ଥରୁଛି ଘୁ.ଉଦୟଗିରି, ଦିନକରେ ୪.୪ ଡିଗ୍ରି ତାପମାତ୍ରା ଖସିଲା, ଜନଜୀବନ ଅସ୍ତବ୍ୟସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ପ୍ରବଳ ଶୀତ ଏବଂ ଜାଡ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ଥଣ୍ଡାର ସହର ଭାବେ ବେଶ ପରିଚିତ ହୋଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳକୁ ଲେଉଟିଲା ଶୀତ; ଫୁଲବାଣୀରେ ତାପମାତ୍ରା ୫.୬ ଡିଗ୍ରି ରେକର୍ଡ

ଫୁଲବାଣୀ: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଲେଉଟିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ବଢ଼ିଛି। ରାତି ୯ଟା ପରେ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ଜାଡ଼ ଅନୁଭୂତ ହେଉଛି। ଆଜି ସକାଳୁ ଫୁଲବାଣୀ ସହରରେ ସର୍ବନିମ୍ନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆଙ୍କ ପାଇଁ ଅଶାନ୍ତ ହେଉଛି ଫୁଲବାଣୀ!

ଫୁଲବାଣୀ : ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ଫୁଲବାଣୀ ସହର ଦିନକୁ ଦିନ ଅଶାନ୍ତ ହୋଇପଡୁଛି। ପୂର୍ବରୁ ଶାନ୍ତ ସହର ଭାବେ ପରିଚିତ ଫୁଲବାଣୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଲାଣି। ବିଶେଷକରି ଗଞ୍ଜେଇ ମାଫିଆମାନେ ଚୋରା ଦେଶୀବନ୍ଧୁକ ଓ ବୋମା ବ୍ୟବହାର କରୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ଲେଉଟାଣି ଶୀତ, ସିମନବାଡ଼ିରେ ତୁଷାରପାତ

ଫୁଲବାଣୀ/ଘୁ.ଉଦୟଗିରି/ଦାରିଙ୍ଗବାଡ଼ି : ପାଖାପାଖି ଦୁଇ ସପ୍ତାହର ବିରତି ପରେ କନ୍ଧମାଳ ଜିଲ୍ଲାକୁ ପୁଣି ଫେରିଛି ଶୀତ। ଶୀତ ଚାଲିଗଲା ବୋଲି ସମସ୍ତେ ଧରି ନେଇଥିବା ବେଳେ ଅଚାନକ ଫେରନ୍ତା ‌ଶୀତ ଲହରୀକୁ ନେଇ କନ୍ଧମାଳବାସୀ ଅପ୍ରସ୍ତୁତ ହୋଇ ପଡ଼ିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ…
ଅଧିକ ଖବର ଦେଖନ୍ତୁ...

ବାରୁଦ ଗଦା ନିକଟରେ ସ୍କୁଲ୍‌; ଜବତ ହେଲା ୪ ଡିଟୋନେଟର୍‌, ଠିକାସଂସ୍ଥା ଛାଡ଼ି ଯାଇଥିଲା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଋତୁଙ୍ଗିଆ ସେଣ୍ଟ ଜାଭିୟର୍‌ ଘରୋଇ ବିଦ୍ୟାଳୟ ପରିସରରେ ବିସ୍ଫୋରଣରେ ତିନି ଛାତ୍ର ଆହତ ଘଟଣାରେ ପୁଲିସର ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୁଲିସ ବିଦ୍ୟାଳୟ ନିକଟରୁ ୪ ଡିଟୋନେଟର୍‌ ଜବତ କରିଥିବା ଜଣାପଡ଼ିଛି। ଏହି ଡିଟୋନେଟର୍‌…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳର ୬ ଶହ ଗାଁକୁ ନାହିଁ ରାସ୍ତା 

ଫୁଲବାଣୀ : ଦେଶ ବର୍ତ୍ତମାନ ଅମୃତ କାଳ ଦେଇ ଗତି କରୁଛି ବୋଲି କେନ୍ଦ୍ର ସରକାର ପ୍ରଚାର କରୁଛନ୍ତି। ମାତ୍ର ଆଜି ବି କନ୍ଧମାଳ ଜିଲ୍ଲାର ଅଧାଅଧି ଦୁର୍ଗମ ଅଞ୍ଚଳକୁ ପାଦଚଲା ରାସ୍ତାଟିଏ ନାହିଁ। ଜିଲ୍ଲାର ୬ ଶହ ଗାଁକୁ ଭଲ ରାସ୍ତାଟିଏ ନଥିବା ରେକର୍ଡ଼ରୁ ଜଣାପଡ଼ିଛି। ଜିଲ୍ଲାର ଅନେକ ଗାଁ ପାହାଡ଼…
ଅଧିକ ଖବର ଦେଖନ୍ତୁ...