ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଏସ୍‌ବିଆଇ ଋଣ ଜାଲିଆତି ଓ ଚିଟ୍‌ଫଣ୍ଡ୍ ଘୋଟାଲା: କାହା ଛତ୍ରଛାୟାରେ ମୁଖ୍ୟ କାର୍ପଟଦାର?

ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍ ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସ ଏବେ କେଉଁଠି? କାହା ଛତ୍ରଛାୟା ତଳେ ସେ ଏବେ ସୁରକ୍ଷିତ ଅଛନ୍ତି? ତାଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ଋଣ ଜାଲିଆତି, ଆଶୁତୋଷ-ସମରେଶ ଚିଟ୍‌ଫଣ୍ଡ ଘୋଟାଲା: ଅଫିସର୍‌ଙ୍କ ନିଦ ହଜିଲାଣି

ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ଆଉ ଏକ ଦିଗ ପଦାକୁ ଆସିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ଉଠା ଯାଇଥିବା ଟଙ୍କା ଭଦ୍ରକ ଜିଲ୍ଲାର ଧାମରା ସ୍ଥିତ ଚିଙ୍ଗୁଡ଼ି ଫାର୍ମ ଏବଂ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ବ୍ୟାଙ୍କ ଅଧିକାରୀଙ୍କ ଚିଟ୍‌ଫଣ୍ଡ ସଂସ୍ଥା

ଫୁଲବାଣୀ : ଫୁଲବାଣୀ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ୮ କୋଟି ଟଙ୍କାର ଋଣ ଜାଲିଆତି ଘଟଣାରେ ଗିରଫ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କ ଚିଟ୍‌ଫଣ୍ଡ ସଂସ୍ଥାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି। ଏହି ଚିଟ୍‌ଫଣ୍ଡ୍‌ ଘୋଟାଲାର ଚେର କନ୍ଧମାଳରୁ ଯାଜପୁର ଦେଇ ଭୁବନେଶ୍ବର ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ବ୍ୟାଙ୍କ ଅଧିକାରୀଙ୍କ ଜାଲିଆତି, ଜାଲ୍‌ କାଗଜପତ୍ରରେ ଉଠାଇ ନେଇଥିଲେ ୮ କୋଟିର ଋଣ

ଫୁଲବାଣୀ : ୮ କୋଟି ଟଙ୍କାର ଋଣ ଜାଲିଆତି। ୮୫ ଜଣଙ୍କ ନାଁରେ ଜାଲିଆତି କରି ବ୍ୟାଙ୍କରୁ ଉଠାଇ ନେଇଛନ୍ତି ଏହି ଋଣଟଙ୍କା। ଯେଉଁମାନଙ୍କ ନାଁରେ ଟଙ୍କା ଉଠାଯାଇଛି ନା ସେମାନେ ଚାକିରି କରିଛନ୍ତି ନା ପେନ୍‌ସନ୍‌ ପାଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେମାନଙ୍କ ନାଁରେ ଋଣ କରାଯାଇଥିଲେ ବି…
ଅଧିକ ଖବର ଦେଖନ୍ତୁ...

୮ କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇ ଡେପୁଟି ମ୍ୟାନେଜର ଗିରଫ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜାଲରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜର। ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଛି ଇଓଡବ୍ଲୁ। ଗତକାଲି ଗିରଫ ହୋଇଥିବା ଆଶୁତୋଷ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀରେ ୧୭.୫୦ ଲକ୍ଷ ଲୁଟ୍‌ ଘଟଣା: ୨ ମହିଳାଙ୍କ ସମେତ ୬ ଗିରଫ

ଫୁଲବାଣୀ: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ୍ ସମ୍ମୁଖରୁ ବ୍ୟବସାୟୀ ଅଜୟ ପାତ୍ର ଓ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ଠାରୁ ଦୁର୍ବୃତ୍ତମାନେ ୧୭.୫୦ ଲକ୍ଷ ଟଙ୍କା ଝାମ୍ପି ନେବା ଘଟଣାରେ ସଂପୃକ୍ତ ଲୁଟେରା ଗ୍ୟାଙ୍ଗ୍‌କୁ ନକ୍ସଲ୍‌ ଅପରେସନ୍‌ ଭଳି ଜଙ୍ଗଲରେ ଦୁଇଦିନ ଅପରେସନ୍‌ ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ୧୨ ଜାଲ୍‌ ଶିକ୍ଷକ ବହିଷ୍କୃତ

ଫୁଲବାଣୀ : ବର୍ତ୍ତମାନ ଓଡ଼ିଶାରେ ସବୁଠି ଜାଲ୍‌ ସାର୍ଟିଫିକେଟ ରାକେଟ୍‌ ସକ୍ରିୟ ଥିବା ବେଳେ ଅନେକ ଜାଲ୍ ସାର୍ଟିଫିକେଟ୍‌ ଦାଖଲ କରି ବର୍ଶ ବର୍ଷ ଧରି ଚାକିରିରେ ମଧ୍ୟ ଅଛନ୍ତି। କନ୍ଧମାଳ ଜିଲ୍ଲାରେ କିଛି ବର୍ଷ ହେଲା ଏ ନେଇ ଅନେକ ମାମଲା ପଦାକୁ ଆସିଥିଲା। ନିକଟ‌ରେ କନ୍ଧମାଳରେ ପୋଷ୍ଟାଲ୍‌…
ଅଧିକ ଖବର ଦେଖନ୍ତୁ...

କଳା ପଲସର ଆତଙ୍କ: ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କଳା ପଲସରରେ ଆସି ୨ ଲୁଟେରା ଆକ୍ସିସ ବ୍ୟାଙ୍କ ପାଖରୁ ଫୁଲବାଣୀର ଜଣେ ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଝାମ୍ପିନେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଫୁଲବାଣୀର ଏକ ତେଜରାତି ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟିରେ ଆକ୍ସିସ୍…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ; ନାବାଳକର ମଳଦ୍ବାରରେ ପଶିଗଲା ଶାବଳ

ବାଲିଗୁଡ଼ା: ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି। ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମହୁମାଛି ଆକ୍ରମଣରେ ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଦୁଇଜଣ ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...