ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅଂଶୁମାନ ମହାନ୍ତି, କହିଲେ- କେନ୍ଦ୍ରାପଡ଼ାବାସୀଙ୍କର ସେବା କରିବି

ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ଅପରାହ୍‌ଣରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଧ୍ରୁବ ବିଧାୟକ, ଅଂଶୁମାନ ସାଂସଦ ପ୍ରାର୍ଥୀ ଘୋଷଣା ପରେ ଅଟକିଗଲା ମିଶ୍ରଣ ପର୍ବ

ରାଜନଗର: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ରାଜନଗର ନିର୍ବାଚନମଣ୍ତଳୀ ବିଜୁ ଜନତା ଦଳ ପକ୍ଷରୁ ରାଜନଗର ବ୍ଲକର ଗୋସିଗାଁ ଠାରେ ଏକ ବଡ଼ଧରଣର ମିଶ୍ରଣ ପର୍ବର ଯୋଜନା ହୋଇଥିଲା। ମାତ୍ର, ପ୍ରାର୍ଥୀ ତାଲିକା ଘୋଷଣା ପରେ ମିଶ୍ରଣପର୍ବକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଦାଦନ ଶ୍ରମିକ ସମସ୍ୟାର ସମାଧାନ କେବେ?

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ବଡ଼ ଶିଳ୍ପ ନାହିଁ। ଜିଲ୍ଲାରେ ଅନେକ କୁଶଳୀ କାରିଗର ରହିଥିଲେ ହେଁ ଅନ୍ୟ ରାଜ୍ୟ ଓ ବିଦେଶକୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷାଧିକ। ଅନେକ ସମୟରେ ବିଦେଶରେ ଥିବା ଏହି ଦାଦନ ଶ୍ରମିକଙ୍କ ନିର୍ଯାତନାର କରୁଣ କାହାଣୀ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା…
ଅଧିକ ଖବର ଦେଖନ୍ତୁ...

ପାଗ ବିଗିଡ଼ିଗଲା: ଗଣ ଅଣ୍ତାଦାନ ବ୍ୟାହତ, କୂଳରେ ଥାଇ ବି ଅଣ୍ତା ଦେଉନାହାନ୍ତି

ରାଜନଗର: ମାର୍ଚ୍ଚ ମାସ ସରିବାକୁ ବସିଲାଣି କିନ୍ତୁ ଏ ଯାଏ ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇପାରୁନି। କୂଳରୁ ୫ ଶହ ମିଟର୍‌ ମଧ୍ୟରେ ଲକ୍ଷାଧିକ ମା’ କଇଁଛ ଠୁଳ ହୋଇଥିଲେ ବି ଗଣ ଅଣ୍ତାଦାନ ପାଇଁ ବାଲୁକା ଶଯ୍ୟା ଉପରକୁ ଆସୁନାହାନ୍ତି। ଜଳବାୟୁ ପରିବର୍ତ୍ତନ ସହ…
ଅଧିକ ଖବର ଦେଖନ୍ତୁ...

ବଦଳୁଛି ପାଟକୁରା ଗଣିତ: ଅରବିନ୍ଦଙ୍କ ପାଇଁ ଆହ୍ବାନ ବେଶି

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ୍‌ ହେବା ପରେ ପାଟକୁରା ନିର୍ବାଚନମଣ୍ତଳୀ ବିଜେଡିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ବହୁ ଚର୍ଚ୍ଚିତ ଏହି ଆସନରୁ ଦଳ ଯଦି ତାଙ୍କୁ ଟିକେଟ୍‌ ଦିଏ, ତେବେ ବହୁଧା ବିଭକ୍ତ ବିଜେଡିର ସବୁ…
ଅଧିକ ଖବର ଦେଖନ୍ତୁ...

ମଝି ସମୁଦ୍ରରେ ଆକ୍ରମଣ ଉଦ୍ୟମ: ବନ୍ଧୁକ ଦେଖାଇ ବନବିଭାଗ ଟିମ୍‌କୁ ଘେରିଲେ ଟ୍ରଲର୍‌ ମାଫିଆ

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍‌ରିଡଲେଙ୍କୁ ସୁରକ୍ଷା ଦେବାଲାଗି ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା। ଆଜି ଟ୍ରଲର୍‌ ମାଫିଆମାନେ ବନ୍ଧୁକ ଦେଖାଇ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ବଦଳୁଛି କେନ୍ଦ୍ରାପଡ଼ା ଚିତ୍ର: ବିରୋଧୀ ଶିବିରରେ ନାହାନ୍ତି ପ୍ରଭାବୀ ନେତା

କେନ୍ଦ୍ରାପଡ଼ା: ବଦଳୁଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଦୃଶ୍ୟପଟ। ବିରୋଧୀ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ୍‌ ହେଉଛନ୍ତି ଅଥବା ଦଳୀୟ ରାଜନୀତିରୁ ଦୂରେଇ ଯାଉଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଷ୍କ୍ରିୟ। ପୂର୍ବତନ ସା˚ସଦ ତଥା ବିଜେପିର…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ମୁହଁରେ ଦୁଇଟି ଗାଁ: ଜୁଣଗଡ଼ିରେ ୮୦ ଫୁଟ୍‌ର ଅତଡ଼ା ଧସିଲା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ନିକଟରେ ୮୦ ଫୁଟ୍‌ ଲମ୍ବ ଓ ୩୦ ଫୁଟ୍‌ ଚଉଡ଼ାର ବ୍ରାହ୍ମଣୀ ନଦୀ ପଠା ଧସିଯାଇଛି। ଏତେବଡ଼ ଅତଡ଼ା ଧସିବା ଯୋଗୁଁ ଜୁଣଗଡ଼ି ଓ ପଞ୍ଚୁପଲ୍ଲୀ ଗାଁ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏନେଇ…
ଅଧିକ ଖବର ଦେଖନ୍ତୁ...