ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଅର୍ଥାଭାବ, ପାରିବାରିକ ଅଶାନ୍ତି : ବିଷପାନ କରି ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମାହାଙ୍ଗା : ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ିିଲେ ସ୍ୱାମୀ। ସ୍ୱାମୀ ଯିବାର ମାତ୍ର ଅଧଘଣ୍ଟା ଭିତରେ ସ୍ତ୍ରୀ ମଧ୍ୟ ଚାଲିଗଲେ ଆରପାରିକୁ। ଅର୍ଥାଭାବ, ପାରିବାରିକ ଅଶାନ୍ତି କାରଣରୁ ବିଷପାନ କରି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଅଭିଯୁକ୍ତ ପରିବାରକୁ ବାସନ୍ଦ

ମହାକାଳପଡ଼ା : ଜଣେ ନାବାଳିକା ଅପହରଣ ଘଟଣାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଗ୍ରାମର ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ନିଆଁପାଣି ଅଟକ ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ଆତଙ୍କିତ ଅବସ୍ଥାରେ ରହିଥିବା ଏହି ପରିବାର ଆଜି ଥାନାର ଆଶ୍ରୟ…
ଅଧିକ ଖବର ଦେଖନ୍ତୁ...

ବରୀ, ଡେରାବିଶରେ ବଜ୍ରପାତ : ଚାଷ ବିଲରେ ୨ ଟଳିପଡ଼ିଲେ

ବରୀ/ଡେରାବିଶ : ଚାଷ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ପୃଥକ୍‌ ଜାଗାରେ ଏହି ଘଟଣା ଘଟିଛି। ସେଥିମଧ୍ୟରୁ ଗୋଟିଏ ଘଟଣା କେନ୍ଦ୍ରାପଡ଼ାର ଡେରାବିଶରେ ଘଟିଛି। ଆରଟି ଘଟିଛି ଯାଜପୁରର ବରୀରେ। ଆଜି ମଧ୍ୟାହ୍ନ ସମୟରେ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୨ ମୃତ

କେନ୍ଦ୍ରାପଡ଼ା/ ରାଜନଗର/ ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ବିତ୍ପାତ ଆତଙ୍କ ଖେଳାଇଛି।  ବଜ୍ରପାତରେ ରାଜନଗର ଓ ଡେରାବିଶରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ, ସୁକୁମାର ମାନ୍ନା (୫୦)  ଓ ଅକ୍ଷୟ ରାଉତ(୨୩)। ମିଳିଥିବା ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ଚାଞ୍ଚଲ୍ୟ : ବସ୍‌ ହକରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା : ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ହଂସୁଆ ସେତୁ ନିକଟରେ ଗୁଳ ଫୁଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ରାଜନଗର ଗ୍ରାମର ବିଚିତ୍ର କୁମାର ମଳିକ(୪୫)। ସେ ବସ୍‌ଷ୍ଟାଣ୍ଡରେ ହକର୍‌ କାମ କରନ୍ତି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ…
ଅଧିକ ଖବର ଦେଖନ୍ତୁ...

୧୩ ଗ୍ରାମସେବକ ନିଲମ୍ବିତ

କେନ୍ଦ୍ରାପଡ଼ା : ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ସଚେତନତା ପାଇଁ କୌଣସି ଓ୍ଵାଲ ପେଣ୍ଟିଂ କରାଯାଇନାହିଁ । ୨୦୧୬-୧୭ରେ ଦିଆଯାଇଥିବା ଗୃହ ନିର୍ମାଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇନାହିଁ । ଏମିତିକି ଚଳିତ ବର୍ଷ ଗୋଟିଏ ବି ଗୃହ ନିର୍ମାଣ ନିମନ୍ତେ ନାମ ପଂଜୀକରଣ ହୋଇନାହିଁ । ଏଭଳି ସାଂଘାତିକ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତ ଅଞ୍ଚଳରେ ଶୁକ୍ରବାର ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ଭବ ସିଂହ ମନୁଆଲଙ୍କ ପତ୍ନୀ ଭବାନୀ ଗାଈ ଚରାଇବାକୁ ଯାଇଥିଲେ। ଜଙ୍ଗଲରେ ଗାଈ ଚରାଉଥିବା ବେଳେ, ଏକ ନାଳ…
ଅଧିକ ଖବର ଦେଖନ୍ତୁ...