ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ମିଶ୍ରଣପର୍ବ ପୂର୍ବରୁ ବିଜେପିରେ ଫାଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ଆସନ୍ତାକାଲି ବିଜେପିର ମିଶ୍ରଣ ପୂର୍ବରୁ ଦଳ ମଧ୍ୟରେ ଫାଟ ଦେଖାଦେଇଛି। ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ପାଇଁ ସଜବାଜ ହେଉଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ମଧ୍ୟ ଅଣ୍ଡାମାଡ଼ କରାଯିବ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଶିକ୍ଷକଙ୍କ ଅଭାବ: ଚନ୍ଦନପୁର ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଅନେକ ଦିନ ହେବ ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ପାଠ ପଢ଼ା ଠିକ୍‌ ଭାବେ ହେଉ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନଭୋଜନ ଚାଉଳ ଜବତ୍‌ ମାମଲା : ଚପାଇବା ଉଦ୍ୟମ ପଣ୍ଡ

କେନ୍ଦ୍ରାପଡ଼ା/ଡେରାବିଶ : ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଯୋଜନା ଧରାପଡ଼ିବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ମଧ୍ୟ ପଣ୍ଡ ହୋଇଛି। କନ୍ଦ୍ରାପଡ଼ା ସଦର ଥାନା ଆଇଅେଇସି ସୁଜିତ କୁମାର ପ୍ରଧାନ ମଧ୍ୟାହ୍ଣ ଭୋଜନ ଚାଉଳ ବୋଝେଇ ଟ୍ରକ୍‌ ଡ୍ରାଇଭର୍‌ ଅରୁଣ କୁମାର ମହାପାତ୍ର ଓ ଚାଉଳ ଯୋଗାଣକାରୀ ଏଜେଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍‌

ଡେରାବିଶ : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ନେଇ ଅଭିଯୋଗ ହୋଇଆସୁଛି। କେମିତି ହଡ଼ପ କରାଯାଉଛି, ତାହା ଆଜିର ଏକ ଘଟଣାରୁ ଜଣାପଡ଼ିଛି। ଆଜି ଡେରାବିଶଠାରେ ଏକ ଟ୍ରକ୍‌ରୁ ଚାଉଳ କଢ଼ା ଯାଉଥିବା ସମୟରେ ପୁଲିସ୍‌ ଚଢ଼ାଉ କରିଥିଲା। ପାଖାପାଖି ୫୦୦ ବସ୍ତା ଚାଉଳ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଟ୍ରକ୍‌କୁ ପଛ ପଟରୁ ପିଟିଲା ପିକ୍‌ଅପ୍‌, ୨ ମୃତ

କେନ୍ଦ୍ରାପଡ଼ା: ଦୁହୁରିଆସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ପ୍ରାଣହାନୀ ଘଟିଛି। ମିଳିଥିବା ସୂଚନ ଅପରାହ୍ନରେ ଟ୍ରକ୍‌କୁ ପଛ ପଟରୁ ଏକ ପିକ୍‌ଅପ୍‌ ଧକ୍କା କରିବାରୁ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

ସାତଭାୟାରେ ସମୁଦ୍ର କୂଳ ଲଘିଂଲା

ରାଜନଗର: ଲଘୁଚାପ ଯୋଗୁ ବଙ୍ଗୋପସାଗର ଅଶାନ୍ତ ହୋଇଉଠିଛି। ଏହାର ପ୍ରଭାବରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ସାତଭାୟାଠାରେ ସମୁଦ୍ର କୂଳ ଲଘିଂଛି। ସାତଭାୟାର କିଛି ଅଞ୍ଚଳରେ ସମୁଦ୍ର ଜଳ ପ୍ରବେଶ କରିଛି। ପାଖାପାଖି ୧୦୦ ଏକର ଜମିରେ ପାଣି ଜମି ରହିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସିମ୍‌କାର୍ଡ ଧରାଇଦେଲା ଚୋର

ମହାକାଳପଡ଼ା: ମୋବାଇଲ୍‌ ସିମ୍‌ କାର୍ଡ କାଳ ହେଲା। ଏହି ସିମ୍‌କାର୍ଡ ଗ୍ୟାସ୍‌ ଟାଙ୍କି ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରିଛି। ୪ ଜଣ ଚୋରଙ୍କୁ ପୁଲିସ ହାତରେ ଧରାଇ ଦେଇଛି। ଏହି ର‍୍ୟାକେଟର ସଦସ୍ୟମାନେ କିଛି ଦିନ ହେଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ପଶି ଲଗାତାର ଭାବେ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା/ମହାକାଳପଡ଼ା: ଜାତୀୟ ରାଜପଥ ‘୫-ଏ’ର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ନିକଟରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କେନ୍ଦ୍ରାପଡ଼ା ପୁଲିସ ବୁଧବାର ଅଭିଯୁକ୍ତ କାଳିଆ ବେହେରାଙ୍କୁ ଗିରଫ କରିଛି। ଗତ ଅକ୍ଟୋବର ୧୫ ଅପରାହ୍ନରେ ଘଟଣା ସମୟରେ ସ୍ଥାନୀୟ ଲୋକେ ଏକାଠି…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୪ ଟ୍ରଲର୍‌ ଜବତ : ୨୨ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରୁ ଆଜି ପୁଣିଥରେ ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନେ ବେଆଇନ୍‌ ଭାବେ ମାଛ ମାରୁଥିବା ସମୟରେ ବନବିଭାଗର ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିଥିଲା। ସେମାନଙ୍କଠାରୁ ୪ ଟି ଟ୍ରଲର୍‌ ଜବତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା : ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ମହାକାଳପଡ଼ା : କେନ୍ଦ୍ରାପଡାର ମହାକାଳପଡାଠାରେ କଲେଜ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି। ଏପର୍ଯ୍ୟନ୍ତ ସୁଦ୍ଧା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।…
ଅଧିକ ଖବର ଦେଖନ୍ତୁ...