ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଗହୀରମଥାରୁ ୩ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀ ନିକଟରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଟ୍ରଲର୍‌ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବାଲେଶ୍ୱର କଷାଫଳ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ମହିଳା ମୃତ

ରାଜନଗର: ରାଜନଗର ଥାନା ହାତୀନା ଗାଁର ଛବିନ୍ଦ୍ର ରାଉତଙ୍କ ସ୍ତ୍ରୀ କନକଲତା(୨୫) ଗତ ୨୯ ତାରିଖ ସଂଧ୍ୟାରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଗତ ଜୁଲାଇ ୨ ତାରିଖରେ ସେ ବିବାହ କରିଥିଲେ। ୫ ଦିନ ତଳେ ଦଶହରା ପାଇଁ ବାପଘରକୁ ଯାଇଥିଲେ। ଏହି ଥାନା ଅନ୍ତର୍ଗତ ଚନ୍ଦ୍ରଶିଖର ଗାଁ କନକଲତାଙ୍କ…
ଅଧିକ ଖବର ଦେଖନ୍ତୁ...

ନର୍ସିଂହୋମ୍‌ରେ ଉତ୍ତେଜନା

କେନ୍ଦ୍ରାପଡ଼ା : ଜଣେ ପ୍ରସୂତିଙ୍କୁ ମେଡିକାଲ ଶିଡିରେ ୮/୯ଥର ଉପରତଳ କରାଇବା ଏବଂ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ଗର୍ଭାଶୟ କାଟି ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ସାଇ ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର

କେନ୍ଦ୍ରାପଡ଼ା:ଗତକାଲି ସନ୍ଧ୍ୟାରେ ନଦୀ କୂଳକୁ ଯାଇଥିବା ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଉଛନ୍ତି ରାଜନଗର ବ୍ଲକ୍‌ ଅନ୍ତର୍ଗତ ବଳଭଦ୍ରପୁର ଗାଁର ସାଗର ରାଉତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାଉତ। ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର…
ଅଧିକ ଖବର ଦେଖନ୍ତୁ...

ଅର୍ଥାଭାବ, ପାରିବାରିକ ଅଶାନ୍ତି : ବିଷପାନ କରି ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମାହାଙ୍ଗା : ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ିିଲେ ସ୍ୱାମୀ। ସ୍ୱାମୀ ଯିବାର ମାତ୍ର ଅଧଘଣ୍ଟା ଭିତରେ ସ୍ତ୍ରୀ ମଧ୍ୟ ଚାଲିଗଲେ ଆରପାରିକୁ। ଅର୍ଥାଭାବ, ପାରିବାରିକ ଅଶାନ୍ତି କାରଣରୁ ବିଷପାନ କରି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଅଭିଯୁକ୍ତ ପରିବାରକୁ ବାସନ୍ଦ

ମହାକାଳପଡ଼ା : ଜଣେ ନାବାଳିକା ଅପହରଣ ଘଟଣାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଗ୍ରାମର ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ନିଆଁପାଣି ଅଟକ ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ଆତଙ୍କିତ ଅବସ୍ଥାରେ ରହିଥିବା ଏହି ପରିବାର ଆଜି ଥାନାର ଆଶ୍ରୟ…
ଅଧିକ ଖବର ଦେଖନ୍ତୁ...

ବରୀ, ଡେରାବିଶରେ ବଜ୍ରପାତ : ଚାଷ ବିଲରେ ୨ ଟଳିପଡ଼ିଲେ

ବରୀ/ଡେରାବିଶ : ଚାଷ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ପୃଥକ୍‌ ଜାଗାରେ ଏହି ଘଟଣା ଘଟିଛି। ସେଥିମଧ୍ୟରୁ ଗୋଟିଏ ଘଟଣା କେନ୍ଦ୍ରାପଡ଼ାର ଡେରାବିଶରେ ଘଟିଛି। ଆରଟି ଘଟିଛି ଯାଜପୁରର ବରୀରେ। ଆଜି ମଧ୍ୟାହ୍ନ ସମୟରେ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୨ ମୃତ

କେନ୍ଦ୍ରାପଡ଼ା/ ରାଜନଗର/ ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ବିତ୍ପାତ ଆତଙ୍କ ଖେଳାଇଛି।  ବଜ୍ରପାତରେ ରାଜନଗର ଓ ଡେରାବିଶରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ, ସୁକୁମାର ମାନ୍ନା (୫୦)  ଓ ଅକ୍ଷୟ ରାଉତ(୨୩)। ମିଳିଥିବା ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ଚାଞ୍ଚଲ୍ୟ : ବସ୍‌ ହକରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା : ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ହଂସୁଆ ସେତୁ ନିକଟରେ ଗୁଳ ଫୁଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ରାଜନଗର ଗ୍ରାମର ବିଚିତ୍ର କୁମାର ମଳିକ(୪୫)। ସେ ବସ୍‌ଷ୍ଟାଣ୍ଡରେ ହକର୍‌ କାମ କରନ୍ତି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ…
ଅଧିକ ଖବର ଦେଖନ୍ତୁ...

୧୩ ଗ୍ରାମସେବକ ନିଲମ୍ବିତ

କେନ୍ଦ୍ରାପଡ଼ା : ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ସଚେତନତା ପାଇଁ କୌଣସି ଓ୍ଵାଲ ପେଣ୍ଟିଂ କରାଯାଇନାହିଁ । ୨୦୧୬-୧୭ରେ ଦିଆଯାଇଥିବା ଗୃହ ନିର୍ମାଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇନାହିଁ । ଏମିତିକି ଚଳିତ ବର୍ଷ ଗୋଟିଏ ବି ଗୃହ ନିର୍ମାଣ ନିମନ୍ତେ ନାମ ପଂଜୀକରଣ ହୋଇନାହିଁ । ଏଭଳି ସାଂଘାତିକ…
ଅଧିକ ଖବର ଦେଖନ୍ତୁ...