ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଭିତରକନିକାରେ ପାଟ୍ରୋଲିଂ ଟିମ୍‌କୁ ସଂଘବଦ୍ଧ ଆକ୍ରମଣ

ରାଜନଗର : ଭିତରକନିକାରେ ବନ ବିଭାଗ ପାଟ୍ରୋଲିଂ ଟିମ୍‌କୁ ମତ୍ସ୍ୟଜୀବୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବନବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଆଜି ମଧ୍ୟ ମତ୍ସ୍ୟଜୀବୀମାନେ ସମାନ ଢଙ୍ଗରେ ବନ କର୍ମଚାରୀଙ୍କୁ ଘେରିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଅଖା ଭିତରୁ ମିଳିଲା ଖଣ୍ଡବିଖଣ୍ଡିତ ଶବ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଟିକରପଙ୍ଗା ପଞ୍ଚାୟତ ଅଧୀନ ନାରାୟଣପୁର ଛକ ନିକଟ ୫ ନମ୍ବର(କ)ଜାତୀୟ ରାଜପଥ କଡ଼ରୁ ଆଜି ଏକ ଅଖା ଭିତରୁ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ନବଜାତକ ଅଦଳବଦଳ ଅଭିଯୋଗ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦୁଇଟି ନବଜାତ ଶିଶୁଙ୍କୁ ଅଦଳବଦଳ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଦୀର୍ଘସମୟ ଧରି ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରହିଥିଲା। ମିଳିଥିବା ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

ଏକତରଫା ପ୍ରେମର କରୁଣ ପରିଣତି : ଅପବାଦ ସହି ନ ପାରି ଜୀବନ ହାରିଲେ ଯୁବତୀ

ମହାକାଳପଡ଼ା : ଏକତରଫା ପ୍ରେମକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ବିଫଳ ପ୍ରେମିକର ଅପପ୍ରଚାର ପରେ ଅପବାଦ ସହି ନ ପାରି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି।  ଏ ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୪ ଟ୍ରଲର ଜବତ, ୧୬ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍‌ ଭାବେ ମାଛ ଧରୁଥିବା ୪ଟି ଟ୍ରଲର ଜବତ କରାଯାଇଛି। ଏଥିରେ ଥିବା ୧୬ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି। ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଗହୀରମଥା ନିଷିଦ୍ଧାଞ୍ଚଳ ମଧ୍ୟରେ ପଇଁତରା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଡଙ୍ଗା ଭସାଉଥିବା ବେଳେ ବୁଡ଼ି ଗଲେ ଯୁବକ

କେନ୍ଦ୍ରାପଡ଼ା: ଆଜି ସକାଳେ ଡଙ୍ଗା ଭସାଇବାକୁ ଯାଇ ଜଣେ ଯୁବକ ଗାଁ ପୋଖରିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ମାନସ କୁମାର ରାଉତରାୟ(୨୦ ବର୍ଷ)। ପୁଲିସ ସୂତଅ୍ରରୁ ପ୍ରକାଶ ଯେ, ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଗାଁର ମାନସ ରାଉତରାୟ ଡଙ୍ଗା ଭସାଉଥିବା ବେଳେ ହଠାତ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସବ ପରେ ମହିଳାଙ୍କ ମୃତ୍ୟୁ

ମହାକାଳପଡ଼ା : ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଆଶାକର୍ମୀ ଏହି ମହିଳାଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତ୍ତେ ନର୍ସିଂହୋମ୍‌ରେ ଭର୍ତ୍ତି କରାଇବାରୁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିଛନ୍ତି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ବଡ଼ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇବା ଘଟଣା : ମମତାକୁ ମିଳିଲା ସାହସିକତା ପୁରସ୍କାର

ରାଜନଗର : କୁମ୍ଭୀର ପାଟିରୁ ବଡ଼ ଭଉଣୀକୁ ବଞ୍ଚାଇଥିବା ୬ ବର୍ଷୀୟା ସାହସୀ ବାଳିକା ମମତାକୁ ଆଜି ମିଳିଛି ସାହସିକତା ପୁରସ୍କାର। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ବିଜେପିର ମିଶ୍ରଣପର୍ବ : ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ

କେନ୍ଦ୍ରାପଡା : ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଯେଉଁଭଳି ଭାବେ ବିରୋଧ କରିବେ ବୋଲି ଘୋଷଣା କରିଥିଲେ, ସେମିତି କିଛି ଘଟିଲାନି। କାଁ ଭାଁ ପୋଷ୍ଟର, ପ୍ରଚାରପତ୍ର ଚିରିବା ଘଟଣାକୁ ବାଦ୍‌ଦେଇ ବିଜେପିର ମିଶ୍ରଣ ପର୍ବ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...