ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ରାଜନଗର : ୨ ଦିନର ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ଦେଖି ଚାଷୀ ଧୈର୍ଯ୍ୟହରା ହେଉଛି । ପାଣିରେ ବୁଡ଼ି ରହିଥିବା ପାଚିଲା ଧାନ କିଆରୀ ଦେଖି ରାଜକନିକା ଓ ଆଳିର ଗୋବିନ୍ଦପୁରରେ ଦୁଇ ଜଣ ଚାଷୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିବା ପରେ ରାଜନଗର ବ୍ଳକ୍‌ ଅଞ୍ଚଳରେ ଆଉ ଜଣେ ଚାଷୀଙ୍କ ସମଦଶାରେ…
ଅଧିକ ଖବର ଦେଖନ୍ତୁ...

ବିଚ୍‌ ରାସ୍ତାରେ ଆର୍‌ଆଇଙ୍କୁ ମାଡ଼

ରାଜନଗର : ଗୋଟଏ ପଟେ କଣାସ ତହସିଲ୍‌ର ଜଣେ ଅତିରିକ୍ତ ତହସିଲ୍‌ଙ୍କୁ ମାଡ଼ମରା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଠିକ୍‌ ସେହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରର ଜଣେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ ହୋଇଛି। କୌଣସି କାରଣ ନ ଥାଇ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ନାରାୟଣପୁର-ଅଜଗରପାଟିଆ ରାସ୍ତା ମରାମତି:୧୦ ବର୍ଷରେ ୧୦ କୋଟି ଲୁଟ୍‌!

ରାଜନଗର: ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତବାସୀଙ୍କ ଏକମାତ୍ର ଓ ମୁଖ୍ୟ ଗମନାଗମନ ରାସ୍ତା ନାରାୟଣପୁର-ଅଜଗରପାଟିଆ ରାସ୍ତା ଶୋଚନୀୟ ହୋଇପଡ଼ିଛି। ର’ ଠ’ କାମ କରି ଗତ ୧୦ ବର୍ଷ ଭିତରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରାଯାଇଛି। ମାତ୍ର ଖାଲ ଭରିବାକୁ ନାହିଁ। ଅବସ୍ଥା ଏମିତି ହୋଇଛି…
ଅଧିକ ଖବର ଦେଖନ୍ତୁ...

୪ ଟ୍ରଲର ଜବତ, ୩୯ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ କୋଷ୍ଟଗାର୍ଡ ୪ଟି ଟ୍ରଲର ଜବତ କରିଛି। ଏଥିରେ ଥିବା ୩୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଗତକାଲି କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ବେଳେ ଗହୀରମଥାର ହୁକିଟେଲା ନିକଟରେ ମାଛ ମାରୁଥିବା…
ଅଧିକ ଖବର ଦେଖନ୍ତୁ...

କୃଷି ପୁରସ୍କାର ନେଇ ପ୍ରଶ୍ନ ଉଠାଇଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କୁ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। କୃଷକମାନଙ୍କ ସମସ୍ୟା ସମ୍ପର୍କରେ କହିବାକୁ ଯାଇ ସେ ପରୋକ୍ଷରେ କୃଷି କର୍ମଣ ପୁରସ୍କାରକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ପୁରସ୍କାର ପାଇଥିଲେ ମଧ୍ୟ କୃଷି ବିକାଶ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ବିପଦରେ ପର୍ଯ୍ୟଟନସ୍ଥଳୀ ହବାଳିଖଟି

ରାଜନଗର : ବଙ୍ଗୋପସାଗର ଏବେ ଉଗ୍ରମୁଖା। କେନ୍ଦ୍ରାପଡାର ସାତଭାୟାରୁ ଏକକୂଳା ୧୨ କିମି ବ୍ୟାପୀ ସମୁଦ୍ର ତାଣ୍ଡବ ରଚୁଛି। ଜନବସତି ଓ ଭିତରକନିକା ଜଙ୍ଗଲମୁହାଁ ହୋଇଛି। ସମୁଦ୍ରର ଏଭଳି ସ୍ଥିତି ଯୋଗୁ ହବାଳିଖଟି ପର୍ଯ୍ୟଟନସ୍ଥଳ ପ୍ରତି ବିପଦ ସୃଷ୍ଟି କରିଛି। ଏଠାରେ ଥିବା ‘ଟୁରିଷ୍ଟ କଟେଜ୍‌’…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ଅଜଣା ଜନ୍ତୁ ଆତଙ୍କ

ରାଜନଗର: ନିଆଳି ଭଳି କେନ୍ଦ୍ରାପଡା ଜିଲ୍ଲାର ରାଜନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି। ଅଜଣା ଜନ୍ତୁଟି ଗୁହାଳ ଭାଙ୍ଗି ମେଣ୍ଢାକୁ ମାରିପକାଉଛି। ୨ ଦିନ ୯ଟି ମେଣ୍ଢା ମରିସାରିଲେଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ, ରାଜନଗର ବ୍ଲକ୍‌ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଗୁହାଳ ଭାଙ୍ଗି ଦୁଇ ଦିନରେ ୯ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ରାଜନଗର: ଗତ ଦୁଇ ଦିନ ମଧ୍ୟରେ ଗୁହାଳ ଭାଙ୍ଗି ଅଜଣା ଜନ୍ତୁ ରାଜନଗର ବ୍ଲକ୍‌ ଅନ୍ତର୍ଗତ ରାଜିଗଡ଼ ଗାଁରେ ୯ଟି ମେଣ୍ଡାଙ୍କୁ ମାରିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜିଗଡ଼ ଗ୍ରାମର ମାଳତୀ ଶତପଥୀଙ୍କ ଗୁହାଳ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଫେରାର ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ରାଜକନିକା ଥାନା ଅନ୍ତର୍ଗତ କୋଠାସାହିରେ ଚଳିତ ମାସର ପ୍ରଥମ ସପ୍ତାହରେ ଜଣେ ୩ ମାସର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଏଠାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଦୟାନିଧୀ ଗୋଚ୍ଛାୟତ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନଭୋଜନ ପୋର୍ଟାଲରେ ଭୁଲ ତଥ୍ୟ: ଖାଇଲେ ୨୮, ଉପସ୍ଥାନରେ ୧୩୦

ମହାକାଳପଡ଼ା: ବିଦ୍ୟାଳୟକୁ ଆସିଥିଲେ ୨୮ ପିଲା। ପ୍ରଧାନଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନ ପୋର୍ଟାଲରେ ୧୩୦ ବୋଲି ଦରଜ କରିଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଜିଲ୍ଲାଶିକ୍ଷାଧିକାରୀଙ୍କ ପାଖରେ ଖବର ପହଞ୍ଚିଥିଲା । ବ୍ଲକ ଶିକ୍ଷାଧିକାରୀ ସ୍ଥାନୀୟ ସିଆରସିସିଙ୍କୁ ତତ୍‌କ୍ଷଣାତ ତଦନ୍ତ କରିବାକୁ…
ଅଧିକ ଖବର ଦେଖନ୍ତୁ...