ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଅସଦାଚରଣ ମାମଲାରେ ବର୍ଷେ ଜେଲ୍‌

କେନ୍ଦ୍ରାପଡା: ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ମାମଲାରେ  ସ୍ପେସାଲ କୋର୍ଟର ଜଜ ହୃଷୀକେଶ ଆଚାର୍ଯ୍ୟ ଅଭିଯୁକ୍ତକୁ ଏକବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରଘୁନାଥ ନାୟକ(୪୧) ସେହି ଗ୍ରାମର ଜନୈକ ମହିଳାଙ୍କୁ ଗତ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ସ୍କୁଟିରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ୍‌ ଛକରୁ ଗଣ୍ଡାକିଆ ରାସ୍ତାରେ ଆଜି ସକାଳେ ଏକ ଚଳନ୍ତା ସ୍କୁଟିରେ ନିଆଁ ଲାଗିଯାଇଥିଲା। ତେବେ ନିଅାଁ ଲାଗିଯିବା ପରେ ଏଥିରେ ଯାଉଥିବା ଦମ୍ପତ୍ତି ସ୍କୁଟିକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଥିଲେ। ପରେ ପରେ ସ୍କୁଟିଟି ହୁତୁହୁତୁ ହୋଇ…
ଅଧିକ ଖବର ଦେଖନ୍ତୁ...

ଆର୍‌ଆଇଙ୍କ ସେକ୍ସ ଭିଡିଓ ଭାଇରାଲ୍‌; ଅଭିଯୁକ୍ତ କହିଲେ ସମ୍ପୂର୍ଣ୍ଣ ମିଛ

ରାଜନଗର: ରାଜନଗର ତହସିଲ ଅଧୀନ ରଙ୍ଗଣୀ ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ସେକ୍ସ ଭିଡିଓ ଭାଇରାଲ୍‌ ହୋଇଛି। ଫେସ୍‌ବୁକ୍‌ ଓ ହ୍ଵାଟ୍‌ସଆପ୍‌ରେ ଏହି ଭିଡିଓ ଘୂରି ବୁଲୁୁଛି। ୨ ଦିନ ହେଲା ରଙ୍ଗଣୀ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ ମାଝୀଙ୍କ ୪୧ସେକେଣ୍ଡ୍‌ର ଏକ…
ଅଧିକ ଖବର ଦେଖନ୍ତୁ...

ବଡ଼ଦିନ ପାଳନ ପାଇଁ ପେଣ୍ଠ ବେଳାଭୂମିରେ ପ୍ରବଳ ଭିଡ଼

ରାଜନଗର: ଆଜି ବିଶ୍ୱପ୍ରସିଦ୍ଧ ଭିତରକନିକା ଓ ପେଣ୍ଠ ବେଳାଭୂମିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୭ ହଜାର ପର୍ଯ୍ୟଟକ ଏଠାକୁ ଆସିଥିଲେ। ଗୋଟିଏ ଦିନରେ ଭିତରକନିକାରେ ୨,୯୯୪ ଜଣ ପର୍ଯ୍ୟଟକ ଆସିଥିଲେ। ପେଣ୍ଠ ବେଳାଭୂମିରେ ୪ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

କଟୁରି ଚୋଟରେ ବାପା ମୁଣ୍ଡ ଦି’ଫାଳ, ପୁଅ ଥାନାରେ ଅଟକ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଚାହାପଡ଼ା ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ପୁଅ ତାର ବାପାଙ୍କୁ ଅତି ବୀଭତ୍ସ ଭାବରେ ହତ୍ୟା କରିଛି। ପୁଅର କଟୁରି ଚୋଟରେ ବାପର ମୁଣ୍ଡ ଦି’ଫାଳ ହୋଇଯାଇଛି। ପୁଲିସ ପୁଅକୁ ନେଇ ଥାନାରେ ଅଟକ ରଖିଛି। ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରେ ମାଛ ହାଟ: ବେପାର ମେଲାଇଛି ବନବିଭାଗ!

ରାଜନଗର: ମଝି ସମୁଦ୍ରରେ ଚାଲିଛି ମାଛହାଟ। ଯେଉଁଠି ସମୁଦ୍ର ପାଣି ଭିତରକୁ ପଶିବା ଏକ ଧର୍ତ୍ତବ୍ୟ ଅପରାଧ, ସେହି ନିଷିଦ୍ଧାଞ୍ଚଳରେ ଏହି ହାଟ ଖୋଲିଛି। ସେଠାରେ ଦୈନିକ ପ୍ରାୟ ୨୦ ଲକ୍ଷ ଟଙ୍କାର ବେପାର କରାଯାଉଛି। ଅନୁସନ୍ଧାନ ପରେ ‘ସମ୍ବାଦ’କୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବିରଳ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କମିଟିରୁ ବିଜୟଙ୍କୁ ବହିଷ୍କାର ଘଟଣା: କୁଶପୁତ୍ତଳିକା ଦାହ ରାଜନୀତି ତୀବ୍ର

କେନ୍ଦ୍ରାପଡା: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଆଜି ମଧ୍ୟ କେନ୍ଦ୍ରାପଡା ରାଜନୀତି ଉଷ୍ମ ରହିଛି। ତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ପକ୍ଷରୁ କୁଶପୁତ୍ତଳିକା ଦାହ ପ୍ରତିଯୋଗିତା ଚାଲିଛି। ଏପରିସ୍ଥଳେ ଆସନ୍ତାକାଲି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁରାଗ ଠାକୁର ଏଠାକୁ…
ଅଧିକ ଖବର ଦେଖନ୍ତୁ...

୨ ହଜାର ପାଇଁ ଯନ୍ତ୍ରୀଙ୍କୁ ହତ୍ୟା

କେନ୍ଦ୍ରାପଡ଼ା : ମାତ୍ର ୨ ହଜାର ଟଙ୍କା ନେଇ ଗୁପ୍ତା ପାଓ୍ଵାର ଇନ୍‌ଫ୍ରାଷ୍ଟ୍ରକଚର୍‌ କମ୍ପାନିର ଯୁବ ଇଞ୍ଜିିନିୟର ଦେବାଶିଷ ସାହୁ(୨୭)ଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

ବିଲ ହାଣି ପାଣି କାଢିଲେ ଚାଷୀ:ଶୁଣିଲାନି ପ୍ରଶାସନ

କରିଲୋପାଟଣା: ଲଘୁଚାପଜନିତ ଲଗାଣ ବର୍ଷାରେ ମାର୍ଶାଘାଇ ବ୍ଲକ କରିଲୋପାଟଣା ପଞ୍ଚାୟତର ଶହଶହ ଏକର ଜମି ଜଳମଗ୍ନ ହୋଇ ପଡ଼ିଥିଲା। ଆଜିଯାଏଁ ଜମିରେ ପାଣି ଜମି ରହିଛି। ଚାଷୀମାନେ ଧାନ କାଟି ପାରିନାହାନ୍ତି। ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ଧାନ କାଟିବା ଦିନ ଗଡ଼ି ଯାଉଥିବାରୁ ଶେଷରେ…
ଅଧିକ ଖବର ଦେଖନ୍ତୁ...

ଶକ୍ତି ପ୍ରଦର୍ଶନ କଲେ ବିଜୟଙ୍କ ସମର୍ଥକ

ସଭାସ୍ଥଳରେ ଭଙ୍ଗାରୁଜା, ପୁଲିସ୍‌ ଉପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ଗରଦପୁର : ବିଜେପିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଅଣଦେଖା କରିବା ଘଟଣା ଶେଷରେ ଭୟଙ୍କର ରୂପ ଧାରଣ କରିଛି। ଦୀର୍ଘ ଦିନ ନିରବରେ ସବୁ କିଛି ସହିଯିବା ପରେ ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ ତାଙ୍କ ସମର୍ଥକ ଓ…
ଅଧିକ ଖବର ଦେଖନ୍ତୁ...