ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ତୈଳଖଣି ସନ୍ଧାନରେ ଖନନ : ବିସ୍ଫୋରଣକୁ ବିରୋଧ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପର ନିକଟ ଘାଘରା ଗ୍ରାମରେ ବିରୂପା ନଦୀ ପାର୍ଶ୍ୱରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ପକ୍ଷରୁ ତୈଳ ଉତ୍ତୋଳନ ପାଇଁ ତୈଳ ସନ୍ଧାନ କାମର ସର୍ଭେ ଆରମ୍ଭ ହୋଇଛି । ତେବେ ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବା ଫଳରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାକୁ…
ଅଧିକ ଖବର ଦେଖନ୍ତୁ...

୪ ଟ୍ରଲର ଜବତ, ୩୧ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍‌ ଭାବେ ମାଛ ମାରୁଥିବା ୪ଟି ଟ୍ରଲରକୁ ବନବିଭାଗ ପାଟ୍ରୋଲିଂ ଟିମ୍‌ ଗତକାଲି ବାବୁବାଲି ନିକଟରୁ ଜବତ କରିଛି। ଏଥିରେ ଥିବା ୩୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଇଞ୍ଜିନିୟରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା: ଆଜି ପୂର୍ବହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ  କେନ୍ଦ୍ରାପଡ଼ାର ଇଲେକ୍ଟ୍ରିକାଲ ଇଞ୍ଜିିନିୟର  ଦେବାଶିଷ ସାହୁ(୨୭ ବର୍ଷ)ଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଦାଦା ବଟି ଆଦାୟକୁ କେନ୍ଦ୍ର କରି ଶ୍ରୀ ସାହୁଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଚୋରି ଅଭିଯୋଗରେ ୨ ଗିରଫ:୬ ମୋବାଇଲ୍‌ ଜବତ୍‌

ଚାନ୍ଦୋଳ: ମୋବାଇଲ୍‌ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ଡି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରଛି। ସେମାନଙ୍କଠାରୁ ୧୦ଟି ମୋବାଇଲ୍‌ ଜବତ କରାଯାଇଛି। ଏହି ଅଭିଯୁକ୍ତ ଦ୍ୱୟ ହେଉଛନ୍ତି କରିଲୋପାଟଣା ଗ୍ରାମର ସତିଶ କୁମାର ଦଳାଇ (୧୯) ଓ କ୍ଷିତିଶ କୁମାର ଦଳାଇ (୨୦)…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୨ରୁ ଭିତରକନିକା ବନ୍ଦ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଜାନୁଆରି ୨ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଏହାଛଡ଼ା ସୁଦୂର ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ,…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼

ରାଜନଗର : ରବିବାର ଥିବାରୁ ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆଜି ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଜମିଥିଲା। ୧୪୬୮ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଥିଲେ। ବୋଟ୍‌ ନ ପାଇ ୫ଶହରୁ ଉର୍ଦ୍ଧ୍ୱ ଫେରିଯାଇଥିଲେ। ଏହାକୁ ନେଇ ପର୍ଯ୍ୟଟକାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତମାସରୁ…
ଅଧିକ ଖବର ଦେଖନ୍ତୁ...

କେରଳରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

କରିଲୋପାଟଣା : କେରଳରେ ଜଣେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକ ଜଣଙ୍କ ହେଉଛନ୍ତି ସଞ୍ଜିତ କୁମାର ସୂତାର (୨୭)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନଡ଼ିଆବରାଇ ଗ୍ରାମରେ। ପରିବାର ଲୋକେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରେ ବେଧଡ଼କ ମାଛଧରା : ୪ ଟ୍ରଲର୍‌ ଜବତ, ୩୨ ମତ୍ସ୍ୟଜୀବୀ ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଧଡ଼କ ମାଛଧରା ଚାଲିଛି। ବନବିଭାଗ କଟକଣାକୁ ଭ୍ରୂକ୍ଷେପ ନକରି ମତ୍ସ୍ୟଜୀବୀମାନେ ବେଆଇନ୍‌ ଭାବେ ମାଛ ଧରୁଛନ୍ତି। ପୂର୍ବ ଭଳି ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୪ଟି ଟ୍ରଲର୍‌ ଓ ୭…
ଅଧିକ ଖବର ଦେଖନ୍ତୁ...

ବିବାହ ଭୋଜି ଖାଇ ୫୦ ଅସୁସ୍ଥ

କେନ୍ଦ୍ରାପଡ଼ା : ବିବାହ ଭୋଜି ଖାଇ ଗୋଟିଏ ଗାଁର ୫୦ ଜଣ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ନିଜେ ବର ଓ ତାଙ୍କର ସମ୍ପର୍କୀୟ ଅଛନ୍ତି। ଆହୁରି ବି ୨୦ ମହିଳା ଓ ୪ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। …
ଅଧିକ ଖବର ଦେଖନ୍ତୁ...

ଗହୀରମଥାରୁ ୨ ଟ୍ରଲର ଜବତ ୧୯ ମତ୍ସ୍ୟଜୀବୀ ଗିରଫ

ରାଜନଗର: ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଦୁଇଟି ଟ୍ରଲର୍‌କୁ ଆଜି ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଜବତ କରିଛି। ଟ୍ରଲ୍‌ରରୁ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ବନବିଭାଗ ପାଟ୍ରୋଲିଂ…
ଅଧିକ ଖବର ଦେଖନ୍ତୁ...