ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଥାନାରୁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

ଜୟପୁର : ଜୟପୁର ଟାଉନ ଥାନା କାନ୍ଥ ଡେଇଁ ଜଣେ ଅପରାଧୀ ଚମ୍ପଟ ମାରିଛି। ଆଉ ସେ ଚମ୍ପଟ ମାରିବାର ଅଳ୍ପ ସମୟ ମଧ୍ୟରେ ସହରର ଜୟନଗର ଅଞ୍ଚଳରୁ ୩ଯୁବକଙ୍କ ଠାରୁ ଲୁଟ ହୋଇଛି। ଖଣ୍ଡା କାତି ଦେଖାଇ ୩ଯୁବକଙ୍କ ଠାରୁ ୩୨ହଜାର ଓ ଗୋଟିଏ ମୋବାଇଲ ଲୁଟ ନେଇଛି ଏହି ଅପରାଧୀ। ଏ ନେଇ ଥାନାରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

କୋରାପୁଟ : ଆରପିଏଫ୍‌ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେଲେ। ବିନା ଦୋଷରେ ପଙ୍ଗୁ ବନିଗଲେ। ଏହି କଥା କାହା ଆଗରେ କହିବା ପାଇଁ ଯିବାକୁ ମଧ୍ୟ ସେ ଅସମର୍ଥ। ଏହି ସମୟରେ ସାହାରା ପାଲଟିଛି ପତ୍ନୀଙ୍କ କାନ୍ଧ। ପତ୍ନୀଙ୍କ କାନ୍ଧରେ ବସି ନ୍ୟାୟର ଲଢେଇ ପାଇଁ ଆଗକୁ ବାହାରିଛନ୍ତି ଶ୍ୟାମ ସୁନ୍ଦର।…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ଲିକ ହେବାରୁ ଗୋଟିଏ ପରିବାର ୪ ଆହତ

କୋରାପୁଟ: ରୋଷେଇ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗ୍ୟାସ ଲିକ୍‌ ହେବାରୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡ଼ା ଗ୍ରାମରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ କୋରାପୁଟ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ରାମାରାଓ…
ଅଧିକ ଖବର ଦେଖନ୍ତୁ...

୩ ଜୁଆ ଆଡ୍ଡା ଉପରେ ଚଢାଉ,୨୩ ଗିରଫ

ଜୟପୁର: ଜୟପୁର ସଦର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୩ଜଣ ଜୁଆଡିକୁ ଗିରଫ କରିଛି। ଆମ୍ବାଗୁଡା, ପାଞ୍ଜିଆଗୁଡା ଓ କୁମ୍ଭାରପୁଟରେ ଚାଲିଥିବା ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇଥିଲା। ଏଠାରୁ ପୁଲିସ ୭୭ ହଜାର ଟଙ୍କା, ୯ଟି ବାଇକ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ଜୟପୁର:୨ଟି ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ

ଜୟପୁର: ଜୟପୁର ଟାଉନ୍‌ଥାନା ଅନ୍ତର୍ଗତ ସୂର୍ଯ୍ୟମହଲ ଓ ଗଡ଼ିଆଧୋବା ସାହିରେ ଗତକାଲି ରାତିରେ ୨ଟି ସ୍ଥାନରେ ଖେଳା ଯାଉଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ପୃଥକ ଭାବେ ଚଢ଼ାଉ କରିଛି। ସୂର୍ଯ୍ୟମହଲରୁ ୧୮ ଜଣ ଗିରଫ ହୋଇଥିବା ବେଳେ ଗଡ଼ିଆଧୋବାରୁ ୭ ଜଣ ଗିରଫ ହୋଇଛନ୍ତି। ସୂର୍ଯ୍ୟମହଲର ଜୁଆଡ଼ିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ

ଜୟପୁର/ବୋରିଗୁମା : ବୋରିଗୁମା କୋଟପାଡ଼ ରୋଡରେ ଥିବା ଦୋରା କମ୍ପ୍ଲେକ୍ସ ପରିସରରୁ କିଛି ଦୁର୍ବୃତ୍ତ ବ୍ୟାଙ୍କ୍‌ ଲୁଟ ଉଦ୍ୟମ କରିଛନ୍ତି। ଦୋରା କମ୍ପ୍ଲେକ୍ସ ପରିସରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ଏଟିଏମ୍‌କୁ ଏକାଧିକ ଦୁର୍ବୃତ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ରାତି…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗିରଫ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଦୁ ଭୂଷଣ ନାୟକଙ୍କୁ ଗିରଫ କରିଥିଲେ ହେଁ କୋର୍ଟ ଚାଲାଣ କରିନାହିଁ। ତେବେ ଆଜି ପାଡୁଆ ଡାକ୍ତରଖାନାରେ ଶ୍ରୀ ନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ପାଓ୍ଵାର ଟିଲ୍‌ରରେ କଟି ଚାଷୀ ମୃତ

ଜୟପୁର : ଚାଷ ନେଲା ଚାଷୀର ଜୀବନ। ବିରି ବୁଣିବା ପାଇଁ ଜମିକୁ ଯାଇଥିବା ଜଣେ ଚାଷୀଙ୍କ ପାଓ୍ଵାର ଟିଲର୍‌ରେ କଟି ମୃତ୍ୟୁ ଘଟିଛି। ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ସାନକାଉଡି ଗ୍ରାମରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।  ମୃତ ଚାଷୀ ଜଣକ ହେଉଛନ୍ତି ପଦ୍ମନ ହାଲଓ୍ଵା (୪୭)। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

କନ୍ୟାଶ୍ରମରେ କେଳେଙ୍କାରୀ : ବନ୍ଦ କୋଠରିରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର

ନନ୍ଦପୁର : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମରେ ଯୌନ କେଳେଙ୍କାରୀ। ୫ଦିନ ହେଲା ଗୋଟିଏ କୋଠରିରେ ବନ୍ଦୀ ହୋଇ ରହିଥିବା ୯ମ ଶ୍ରେଣୀର ଜଣେ ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହିଁ ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରୁ ବର୍ତ୍ତିଲା ପାନ ଦୋକାନ

କାଲିମେଳା: ଗତକାଲି ଅଗ୍ନିକାଣ୍ଡରୁ ଗୋଟିଏ ପାନ ଦୋକାନ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନରେ କାଲିମେଳା ମୁଖ୍ୟ ବଜାର ମଧ୍ୟରେ ଥିବା କୃଷ୍ଣଚନ୍ଦ୍ର ପ୍ରଧାନ ନିଜ ପାନ ଦୋକାନରେ ବିକ୍ରି କରୁଥିବା ପେଟ୍ରୋଲରେ ନିଆଁ ଲାଗି ଯାଇଥିଲା। ପେଟ୍ରୋଲ ଜାରକିନରୁ ବୋତଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...