ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଅଘୋଷିତ ବିଦ୍ୟୁତକାଟ୍‌ ପ୍ରତିବାଦରେ ବିଜେପିର ଘେରାଉ

କୋମନା: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ନୂଆପଡ଼ା ଜିଲ୍ଲା କୋମନା ପୁରୁଣା ବ୍ଲକ୍‌ ଛକ ପାଖରୁ ଏକ ଶୋଭାଯାତ୍ରା ବାହାରି ବିଭାଗୀୟ କନିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଶୁଣିଲାନି ପ୍ରଶାସନ, ଚାନ୍ଦା କରି ରାସ୍ତା ମରାମତି କଲେ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମର ବରପଦରପଡ଼ାରୁ ୩୫୩ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ରହିଥିଲା। ବର୍ଷା ମାସରେ ରାସ୍ତାରେ ସାଇକଲ, ବାଇକ୍‌ ସହ ଚାଲିକି ଯିବା ମଧ୍ୟ ସମ୍ଭବ ହେଉନଥିଲା। ଗୁରୁତର ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚହଲା କାମର ମଜୁରି ମିଳିଲାନି: ମୃତ୍ତିକା ସଂରକ୍ଷଣ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ହୋଇଥିବା ଜଳ ବିଭାଜିକା ପ୍ରକଳ୍ପର ଚହଲା କାର୍ଯ୍ୟ କରି ମଜୁରି ପାଇନଥିବା ଅଭିଯୋଗ କରି ଖଡ଼ିଆଳ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଜି ଘେରାଉ କରିଥିଲେ। ଶୁକ୍ରବାର ଦଳିତ ଅଧିକାର ମଞ୍ଚ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଧାନ ଚୋରି ଅଭିଯୋଗରେ ଯୁବକ ଗିରଫ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବରଗାଁ ମଣ୍ଡିରୁ ଧାନ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ବୁଧବାର ଭୋର୍‌ରେ ବେନ୍ଦ୍ରାବାହାଲ ଗ୍ରାମର ଗଷ୍ଟି ଶବର ବରଗାଁ ମଣ୍ଡିରୁ ଗୋଟିଏ ବସ୍ତା ଧାନ ବାଇକ୍‌ (ଓଡ଼ି ୨୬ଏଫ୍‌ ୧୬୬୪)ରେ ଚୋରି କରୁଥିଲେ। ଏହି ସମୟରେ ଜଗୁଆଳି ହାତରେ…
ଅଧିକ ଖବର ଦେଖନ୍ତୁ...

ଲୋକକଳା ଦିବସ ପାଳିତ

ସିନାପାଲି: ନୂଆପଡ଼ା ସିନାପାଲି ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଡିଓ ସର୍ବେଶ୍ୱର ଜାଲ ଏବଂ ସମ୍ମାନିତ ଅତିଥି ଭାବେ ସଦର…
ଅଧିକ ଖବର ଦେଖନ୍ତୁ...

ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ନୂଆପଡ଼ା: ଦିନକିଆ ନୂଆପଡ଼ା ଜିଲ୍ଲା  ଗସ୍ତରେ କେନ୍ଦ୍ର  ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡୁ।। ପ୍ରଥମେ ସେ ଖରିଆର ରୋଡ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଖରିଆର ରୋଡ ଅଗ୍ରସେନ ଭବନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗଠିତ ସରକାରର ନବମ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ, କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) କୋମନା ଶାଖା ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳେ ଭିଜିଲାନ୍ସ ଟିମ୍ ଶ୍ରୀ ଚନ୍ଦ୍ରକରଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ଉ ଜାରି…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖରିଆର ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ। ସେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ପରେ ସମାପ୍ତି ପ୍ରମାଣପତ୍ର ଦାଖଲ କରିବା ଏବଂ ହିତାଧିକାରୀଙ୍କୁ ଚୂଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ଜଣେ ହିତାଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଚଢଉ

ନୂଆପଡ଼ା: ଓଡ଼ିଶା ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକର। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ  ନୂଆପଡ଼ା ଜିଲ୍ଲା କୋମନା ଶାଖାର ବ୍ୟାଙ୍କିଙ୍ଗ…
ଅଧିକ ଖବର ଦେଖନ୍ତୁ...

ବାଘ ମୃତ୍ୟୁ ଘଟଣା: ଓଡ଼ିଶା ସୀମାନ୍ତରେ ହୋଇଛି ମହାବଳ ଶିକାର

ନୂଆପଡ଼ା : ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର କରାଯାଇଥିଲା। ଖଡ଼ିଆଳ ବନ ବିଭାଗ ମୃତ ବାଘଟି ଛତିଶଗଡ଼ ଅ‌ଞ୍ଚଳର ବୋଲି କହୁଥିବା ବେଳେ ଛତିଶଗଡ଼ ବନ ବିଭାଗ ଓଡ଼ିଶାର ବାଘ ବୋଲି କହୁଥିଲା। ଅନ୍ୟପକ୍ଷରେ ଶୁକ୍ରବାର ଉଭୟ ରାଜ୍ୟର ବନ ବିଭାଗ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...