ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଖୋର୍ଦ୍ଧା: ଦୁର୍ଘଟଣାରେ ଯୁବକ ମୃତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣାରେ ଦେବ ଜେନା(୪୪ ବର୍ଷ) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ଜେନା ମୋଟର ସାଇକେଲରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲାଓ ସେ ତଳେ ପଡ଼ିଯାଇ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଧରାପଡ଼ିଲେ ବୁଗୁଡ଼ା ମେଡିକାଲ ଅଫିସର

ବୁଗୁଡ଼ା : ହାର୍ନିଆ ଅସ୍ତ୍ରୋପଚାର ପାଇଁ ଗରିବ ରୋଗୀଙ୍କଠୁ ଲାଞ୍ଚ ମାଗି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା.ଗୋପାଳ ଚନ୍ଦ୍ର ରାଓ। ବୁଗୁଡ଼ା ବ୍ଲକ ଘୋଡ଼ାପଡ଼ା ଗ୍ରାମର ନିରଞ୍ଜନ ଗୌଡ଼ଙ୍କଠୁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ଟି-୨୦ ପାଇଁ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି

କଟକ : ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟି-୨୦ କ୍ରିକେଟ ମ୍ୟାଚ ପାଇଁ ସୋମବାରଠୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। www.get2thegames.com େଓ୍ଵବସାଇଟ୍‌ରେ ଏଥର ୯୧୩୦ ଟିକେଟ ବିକ୍ରି ପାଇଁ ଛଡ଼ାଯାଇଥିବା ଓସିଏ ପରିଚାଳନା…
ଅଧିକ ଖବର ଦେଖନ୍ତୁ...

ରାଜକୋଟରେ ଗୋଷ୍ଠୀ ସଂଘର୍ଷ : ଥାନାରେ ଆଶ୍ରୟ ନେଇଛନ୍ତି ଶତାଧିକ ଲୋକ

ଚନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ରାଜକୋଟ ଗ୍ରାମରେ ଗତ ଶୁକ୍ରବାର ଦିନ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଖବର ପାଇ ପୁଲିସ ରାଜକୋଟ ଗ୍ରାମରେ ପହଞ୍ଚି ଗୋଟିଏ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷଙ୍କୁ ଥାନାରେ ଆଣି ଆଶ୍ରୟ ଦେଇଛି। ଏହାସତ୍ୱେ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷା ହେଲା କାଳ : ବାଲିଆପାଳରେ ଆତ୍ମହତ୍ୟା କଲେ ଚାଷୀ

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ରତାଇ ପଞ୍ଚାୟତ ଅନ୍ତର୍ଗତ ଭାନପୁର ଗାଁର ଚାଷୀ ଯତୀନ୍ଦ୍ର ବିଶ୍ୱାଳ (୫୨) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷ କ୍ଷତିଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ଅନିୟମିତ ମୌସୁମୀ ଓ…
ଅଧିକ ଖବର ଦେଖନ୍ତୁ...

ଅଟକିଲା ବାଲ୍ୟ ବିବାହ

କଟକ-ମହାନଦୀବିହାର : ବର-କନ୍ୟାଙ୍କ ହାତଗଣ୍ଠି ପଡ଼ି ସାରିଥିଲା। ସଂପର୍କୀୟମାନେ ବନ୍ଦାପନା କରୁଥିଲେ। ଶଂଖ ହୁଳହୁଳିରେ କମ୍ପିଉଠୁଥିଲା ବାହାବେଦି। ବନ୍ଧୁବାନ୍ଧବମାନେ ମାତିଥିଲେ ଭୋଜିଭାତରେ। ହଠାତ ସିଡବ୍ଲ୍ୟୁସି ସହ ପୁଲିସ ବିବାହ ମଣ୍ଡପରେ ପହଞ୍ଚି ଏହି ବିବାହକୁ ବନ୍ଦ କରିଥିଲେ। ଉଭୟ…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ଦ୍ୱାରା ଅଟକ ଯୁବକଙ୍କ ମୃତ୍ୟୁ ମାମଲା : ଥାନା ଘେରିଲା ଆଦିବାସୀ ସଂଘ

ସିନାପାଲି : ଛତିଶଗଡ଼ ସୀମାନ୍ତ ଧରୁଆଗୁଡ଼ି ରେଂଜ ଅଫିସରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ତାଲାକୋଟ ଭାନସିପଡ଼ା ଗାଁର ଲବକୁମାର ମାଝୀଙ୍କ ମୃତ୍ୟୁକୁ ନେଇ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ରବିବାର ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଦୋଷୀ ବିରୋଧରେ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ନାଳଖୋଳାରେ ୫୦୦ କୋଟି ଘୋଟାଲା!

ଯାଜପୁର (ସଂଗ୍ରାମ ସିଂହ): ଡ୍ରେନେଜ୍‌ ନାମରେ ୫୦୦ କୋଟିର ମହାଘୋଟାଲା। ଜିଲ୍ଲାର ଲକ୍ଷାଧିକ ଚାଷୀ ଏଥିପାଇଁ ହୋଇଛନ୍ତି ତଳିତଳାନ୍ତ। ଖାଲୁଆ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ସରକାରଙ୍କ ଜଳ ସଂପଦ ମନ୍ତ୍ରଣାଳୟ ଅଧୀନରେ ଡ୍ରେନେଜ୍‌ ଡିଭିଜନ୍‌ ଦୀର୍ଘ ଦିନରୁ କାମ କରୁଛି। ଚଣ୍ଡିଖୋଲ…
ଅଧିକ ଖବର ଦେଖନ୍ତୁ...

ଫେରାର ବେଳେ ଅଭିଯୁକ୍ତ ଓକିଲ ଗିରଫ

ଦେବଗଡ଼ : ରେଙ୍ଗାଳୀ ନଦୀ ବନ୍ଧ ଯୋଜନାରେ ଜୈନକ ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ବାରକୋଟ ପୁଲିସ୍‌ ରବିବାର ବରିଷ୍ଠ ଓକିଲ ବିଜୟ ପ୍ରଧାନଙ୍କୁ ଗିରଫ କରିଛି। ସେ ଫେରାର୍‌ ହୋଇ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବେଲମୁଣ୍ଡା ଗାଁ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ୍‌ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ

ଭୋଗରାଇ : ସରକାର ପଞ୍ଚାୟତସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦୀର୍ଘଦିନ ବିତିବା ପରେ ଜନମାନସରୁ ଲିଭିଯାଉଛି। ପ୍ରତିଟି ଜନକଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ ପ୍ରସ୍ତୁତି ଭବିଷ୍ୟତ ପିଢି ଏବଂ ଜନ ପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ…
ଅଧିକ ଖବର ଦେଖନ୍ତୁ...