ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପୁଣି ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ସମ୍ବଲପୁର : ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ୫୩୪ ଗାଁର ୫୬୫୮ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧନକଉଡ଼ା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ୧୯ଟି ପଞ୍ଚାୟତ ୮୩ ଗାଁର ୩୪୬୮ ଜମି ଏଥିରେ ଆକ୍ରାନ୍ତ ହୋଇଛି। ଅପରପକ୍ଷରେ ଚକଡ଼ା ଚଡ଼କ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

ବିରୋଧ: ଜିଲ୍ଲାରେ ଧାନ ସଂଗ୍ରହ, ଭୁବନେଶ୍ୱରରେ ନିଷ୍ପତ୍ତି:୧୫ରୁ ସମ୍ବଲପୁର, ୨୩ରୁ କୁଚିଣ୍ଡା ଓ ୨୭ରୁ ରେଢ଼ାଖୋଲରୁ ଉଠିବ

ସମ୍ବଲପୁର: ଜିଲ୍ଲାରେ ଧାନ ସଂଗ୍ରହ, ଭୁବନେଶ୍ୱରରେ ନିଷ୍ପତ୍ତି। ଧାନ ସଂଗ୍ରହ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏ ନେଇ ସ୍ୱର ଉତ୍ତୋଳନ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ସମ୍ବଲପୁର, ୨୩ ତାରିଖରୁ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ପରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଧାନ ବିଲରେ ଚାଷୀ ଲଗାଇଲେ ନିଆଁ

ସମ୍ବଲପୁର/ଝାରସୁଗୁଡ଼ା: ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖା ଯାଉଛନ୍ତି। ପୋକ ଲାଗିି ଫସଲ ଉଜୁଡି ଯିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷିତ ହେବ ବେଜବରୁଆ ଘର, କାର୍ଯ୍ୟାଳୟ

ସମ୍ବଲପୁର:ଅହମିୟା କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟକୁ ସଂରକ୍ଷିତ କରିବା ପାଇଁ ନେଲସନ ମଣ୍ଡେଲା ଛକ ସମ୍ପ୍ରସାରଣର ଡିପିଆର ଏବଂ ଲେଆଉଟ ପରିବର୍ତ୍ତନ ପାଇଁ ପୂର୍ତ୍ତ ବିଭାଗକୁ କୁହାଯିବ। ଏଥିସହିତ ଓଡ଼ିଶା ଏବଂ ଆସାମ ସରକାରଙ୍କ ମିଳିତ ଉଦ୍ୟମରେ କଳା ଏବଂ ସଂସ୍କୃତି…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାର୍‌ରେ ଯନ୍ତ୍ରପାତି ସଂକଟ: ଘରୋଇ କ୍ଲିନିକରେ ୯୦% ପରୀକ୍ଷା

ସମ୍ବଲପୁର: ଭିମ୍‌ସାର୍‌ରେ ରୋଗୀଙ୍କ ପରୀକ୍ଷା ପାଇଁ ବିଭିନ୍ନ ଉପକରଣର ଅଭାବରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ପାଇଁ ଅନୁଷ୍ଠାନକୁ ଓ ଏହାର ପ୍ରବନ୍ଧନକୁ ମଧ୍ୟ ଲଜ୍ଜାକର ଓ ବେଳେବେଳେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ୁଛି। ତେଣୁ ବିଭିନ୍ନ ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ବେଜବରୁଆ ବାସଭବନକୁ କରାଯିବ ସାଂସ୍କୃତିକ ପରିସର

ସମ୍ବଲପୁର : ବେଜବରୁଆଙ୍କ ବାସଭବନ ରକ୍ଷା ପାଇଁ ପହଞ୍ଚିଛନ୍ତି ସଂସ୍କୃତି-ଯୁବ ବ୍ୟାପାର ମନ୍ତ୍ରୀ ନବକୁମାର ଡୋଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ହୃଷୀକେଶ ଗୋସ୍ୱାମୀ। ସୋମବାର ଦିନ ଉଭୟେ ବେଜବରୁଆ ବାସଭବନର ଜମି ମାମଲା ନେଇ ଜିଲ୍ଲାପାଳ ସମର୍ଥ ବର୍ମା, ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ସତ୍‌କର୍ମରୁ ହିଁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ: ଦାଦି ଜାନକୀ

ସମ୍ବଲପୁର : ମଣିଷ ନିମିତ୍ତ ମାତ୍ର। କାମ କରାଇବା ବାଲା ଅନ୍ୟ ଜଣେ। ସତ୍‌ କର୍ମ ହିଁ ଶ୍ରେଷ୍ଠ ଧର୍ମ। ସତ୍‌କର୍ମରୁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ। ସତ୍ୟତା, ଧୈର୍ଯ୍ୟ, ପ୍ରେମ, ଭକ୍ତି, ମାନବବାଦ ଭଳି ସଦ୍‌ଗୁଣଗୁଡ଼ିକ ପରମାତ୍ମା ଆମକୁ ପ୍ରଦାନ କରିଛନ୍ତି। ଏହାକୁ ଜୀବନରେ ପ୍ରତିଫଳନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସଦର ଡାକ୍ତରଖାନାରୁ ପିଲା ଚୋରି ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ମାଝୀ ଦମ୍ପତି

ସମ୍ବଲପୁର: ପୁଲିସ୍‌ ଉପରେ ଆଉ ଆମର ଭରସା ପାଉ ନାହିଁ। ସଦର ଡାକ୍ତରଖାନାରୁ ହେବାର ୭ ମାସ ପରେ ମଧ୍ୟ ସମ୍ବଲପୁର ପୁଲିସ୍‌ ଆମ କୋଳକୁ ଆମ ପୁଅ ଫେରାଇ ନାହିଁ। ଏଣୁ ସମଗ୍ର ଘଟଣାର କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ କରିବାକୁ ସଦର ଡାକ୍ତରଖାନାରୁ ଚୋରି ହୋଇଥିବା ପିଲାର ପିତା ଅନିରୁଦ୍ଧ ମାଝୀ ଓ ମାତା…
ଅଧିକ ଖବର ଦେଖନ୍ତୁ...

ସଂଜୀବଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର : ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମାନ୍ୟବର ସମ୍ବଲପୁର ଜିଲ୍ଲା ଦୌରା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜାମିନ ଖାରଜ ହେବା ପରେ ଏବେ ଜେଲ ହାଜତରୁ ଶିଘ୍ର ବାହାରିବା ଆଶା ମଉଳି ଯାଉଛି। ଜାମିନ ପାଇଁ ସେ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ଲଗାମ ପାଇଁ ନିର୍ଦେଶ

ସମ୍ବଲପୁର: ରକ୍ତ ନଷ୍ଟ କରୁଥିବା ନର୍ସିଂହୋମ ଉପରେ ନିୟନ୍ତ୍ରଣ ଲଗାଯାଇ ପାରୁ ନାହିଁ। ସେମାନଙ୍କ ମଧ୍ୟରେ ଏ ନେଇ ଲଗାମ ଲଗାଯିବା ନେଇ ନର୍ସିଂହୋମଗୁଡ଼ିକ ସହିତ ସିଡିଏମଓଙ୍କୁ ବୈଠକ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ରେଡକ୍ରସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...