ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଧମକ, ଶୂନ କରିଦେବୁ

ସମ୍ବଲପୁର : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ପଶ୍ଚିମ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ(ଏନ୍‌ପିଏସ୍‌) ବ୍ୟାନରରେ ସମ୍ବଲପୁର ନେଲ୍‌ସନ ମଣ୍ଡେଲା ଛକ ପାଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଛେଳି ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍‌

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ରବଗା ପଞ୍ଚାୟତର ଜୁରାପାଲି ଗାଁରେ ଛେଳି ଚୋରିକୁ କେନ୍ଦ୍ର କରି ରାଜକୁମାର ନାଏକ (୪୫) ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଛି। ମୃତକଙ୍କ ପତ୍ନୀ ମଲ୍ଲୀ ନାଏକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ ମିଳିବା ଘଟଣାରେ ଗୋଦାମ ସିଲ୍‌

ସମ୍ବଲପୁର: କ୍ଷେତରାଜପୁରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ ମିଳିବା ଅଭିଯୋଗ ଘଟଣାରେ ଶନିବାର ଗୋଦାମ ସିଲ୍‌ ହୋଇଛି। ଜିଲ୍ଲା ପ୍ରଶାସନ ଠାରୁ ଆଦେଶ ମିଳିବା ପରେ ଏସ୍‌ପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ମିଳିଥିବା ସଚୂନା ଅନୁସାରେ କ୍ଷେତରାଜପୁରସ୍ଥିତ ତିଓ୍ଵାରୀ…
ଅଧିକ ଖବର ଦେଖନ୍ତୁ...

ନିୟମିତ ଚାଲିଛି ମଦ ଆସର

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ନାକ୍‌ଟିଦେଉଳ ବ୍ଲକ୍‌ର ଶିମିଳିପାଲ ପଞ୍ଚାୟତ କାର୍ଯ୍ୟାଳୟରେ ଅତ୍ୟନ୍ତ ଖାମଖିଆଲି ଓ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ନିୟମିତ ମଦର ଆସର ବସୁଥିବା ବେଳେ ମଦ୍ୟପମାନେ ଆଡ୍ଡା ଜମାଇ ଆସାମାଜିକ ପରିବେଶ ସୃଷ୍ଟି କରୁଛନ୍ତି। ସରକାରୀ କାମ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ସମ୍ବଲପୁର: କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ଏବେ ବଜାରକୁ ଅାସିଛି ପ୍ଲାଷ୍ଟିକ ଚାଉଳ। ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଅାଲୋଚନା ଥମି ନ ଥିବା ବେଳେ, ପ୍ଲାଷ୍ଟିକ ଚାଉଳ ଘଟଣା ଏବେ ସତ ହୋଇଛି। ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା କଲ୍‌ମାର ୨୦ଟି ଗେଟ୍‌ 

ସମ୍ବଲପୁର : ଗୁରୁବାର ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୨୦ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏତିକି ଗେଟ୍‌ ବନ୍ଦ କରିଥିବା ବେଳେ ଆଗକୁ ଆହୁରି ଗେଟ୍‌ ବନ୍ଦ କରାଯିବ। ମହାନଦୀରେ ଜଳପ୍ରବେଶ ହ୍ରାସ ପାଇବା କାରଣରୁ କଲ୍‌ମାର ଗେଟ୍‌ ବନ୍ଦ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ସପ୍ତାହରେ ଗୋଟିଏ ଦିନ ସମ୍ବଲପୁର ଦେଇ ଯିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ଖୁସିର ଖବର ଆଣିଛି ଭାରତୀୟ ରେଳବାଇ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଦିଲ୍ଲୀରେ ପହଞ୍ଚିବ। ସପ୍ତାହରେ ଗୋଟିଏ ଦିନ ପାଇଁ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଦିଲ୍ଲୀରେ ପହଞ୍ଚିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୨ ମୃତ, ୨ ପର୍ଯ୍ୟଟକ ଓ ଶିଶୁ ସମେତ ୫ ଆହତ

ଭୁବନେଶ୍ୱର/କୁଚିଣ୍ଡା: ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବଜ୍ରପାତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ନାଗଡ଼ିହିରେ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି। କୁଚିଣ୍ଡାର ରଜନୀକାନ୍ତ ସାହୁ(୩୩) ଓ ଅଗସ୍ତି ନାଏକ(୨୫)…
ଅଧିକ ଖବର ଦେଖନ୍ତୁ...

ମିନିଟ୍ରକ ଧକ୍କାରେ ୧ ମୃତ, ଜଣେ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ଥାନା ସରକାରୀ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଏକ ୪୦୭ (ମିନି ଟ୍ରକ) ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲ…
ଅଧିକ ଖବର ଦେଖନ୍ତୁ...