ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ସୋନପୁରରେ ସଶସ୍ତ୍ର ଡକାୟତି, ୫ ଆହତ

ସୁବର୍ଣ୍ଣପୁର: ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ୭ରୁ ଊର୍ଧ୍ୱ ଡକାୟତ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମରେ ସଶସ୍ତ୍ର ଡକାୟତି କରିଛନ୍ତି। ଡକାୟତମାନେ ଗ୍ରାମର ଗୁଣସାଗର ନାୟକଙ୍କ ଘରର କବାଟ ଭାଙ୍ଗି ଭିତରେ ପଶିବା ସହିତ ଶ୍ରୀ ନାୟକଙ୍କ ସହିତ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୧୫ ମାସ ପରେ ବି ହଟାଇ ପାରିଲାନି ପ୍ରଶାସନ

ସୋନପୁର: ସୋନପୁର ବ୍ଲକ ହରଡ଼ଖୋଲ ପଞ୍ଚାୟତର ଲକର୍ମା ଗ୍ରାମରେ ଏକ ବେସରକାରୀ ଜମିରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କୋଠା ନିର୍ମାଣ କରି ଫସିଛି ବ୍ଲକ ପ୍ରଶାସନ। ଏହି କୋଠା ନିର୍ମାଣ ପରେ ଜମି ମାଲିକ ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ ତେବେ ଇତି ମଧ୍ୟରେ ୧୫ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଭୁଲ…
ଅଧିକ ଖବର ଦେଖନ୍ତୁ...

ପଥର ଖାଦାନ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ, ୧୦ ଗିରଫ

ତରଭା: ତରଭା ତହସିଲ ଅନ୍ତର୍ଗତ ନକଟିକନା ମୌଜାରେ ଥିବା ଟୁନ୍‌କୀ ପଥର କ୍ୱାରିରୁ ପଥର ନେବା ବନ୍ଦ କରିବା ଦାବିରେ ରାସ୍ତାରୋକ ଚଳାଇଥିବା ଗ୍ରାମବାସୀ ଗୋଟିଏ ଟାଟା ଟିପର୍‌କୁ ଟେକା ମାଡ଼ କରି କାଚ ଭାଙ୍ଗି ଦେବା ସହ ଡ୍ରାଇଭରକୁ ଗାଳି ଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ତରଭା…
ଅଧିକ ଖବର ଦେଖନ୍ତୁ...

୧.୭୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଯୁବତୀ

ସୋନପୁର: ସୋନପୁର ଘୋଡାଘାଟପଡ଼ାର ଜଣେ ଶିକ୍ଷିତା ଯୁବତୀ ୧ଲକ୍ଷ ୭୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ସୋନପୁର ଘୋଡାଘାଟପଡାର ନିମାଇଁ ଚରଣ ଗିରିଙ୍କ ଝିଅ ସୁଜାତା ଗିରି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହି ଅନଲାଇନରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସୋନପୁର: ଜଣେ ନାବାଳିକାକୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ସୋନପୁର ପୁଲିସ ସୋନପୁର ଥନାପତିପଡାର ଚନ୍ଦ୍ରଶେଖର ଭୋଇ(୨୦)ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଚନ୍ଦ୍ରଶେଖର ଗତ ୧୪ ତାରିଖ ଦିନ ଜଣେ ୧୬ ବର୍ଷିଆ ନାବାଳିକାକୁ ମିଥ୍ୟା ପ୍ରତିଶୃତି ଦେଇ…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ଫେରାଇ ଆଣିବାକୁ ବୈଠକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରିଠାରେ ସେପ୍ଟେମ୍ବର ୨୨ ତାରିଖ ଠାରେ ଗ୍ରାମବାସୀଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରି ୬ ପରିବାରର ୧୫ ବଖରା ଘର ଭାଙ୍ଗି ଦିଆଯାଇଥିଲା। ଏଥିରେ ୫ଟି ପରିବାର ଅସବର୍ଣ୍ଣ ସଂପ୍ରଦାୟ ଥିବା ବେଳେ ଜଣେ…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକ ସପ୍ତାହ ଉଦ୍‌ଯାପିତ

ସୋନପୁର,: ଗତ ୯ ତାରିଖରୁ ଭୀମଭୋଇ କଳା ମଣ୍ଡପଠାରେ ଚାଲିଥିବା ବରିଷ୍ଠ ନାଗରିକ ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରତିମା ପଣ୍ଡା, ପିଡି ଡିଆରଡିଏ ବିଶ୍ୱନାଥ ସାହୁ, ସୋନପୁର…
ଅଧିକ ଖବର ଦେଖନ୍ତୁ...

ପେଷି ହେଉଛନ୍ତି ଗରିବ ଲୋକେ, ନେତାଏ ଚୁପ୍‌

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ ଲୋକ କେତେବେଳେ ଠକେଇର ଶିକାର ତ କେତେବେଳେ ସରକାରୀ ଯୋଜାନରେ ସାମିଲ ନହେବା ଏକ ନିତିଦିନିଆ ଘଟଣା। ବିଭିନ୍ନ ସରକାରୀ ଯୋଜାନରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଗରିବ ଲୋକେ ବାଦ ପଡ଼ିବା ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଶେଷ କରି ୬…
ଅଧିକ ଖବର ଦେଖନ୍ତୁ...

୩୭ କେଜି ଗଞ୍ଜେଇ ଓ କାର ଜବତ, ୩ ଗିରଫ

ସୋନପୁର : ସୋନପୁର ପୁଲିସ ଚଢ଼ଉ କରି ୩୭ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଲିସ ସୂତ୍ରରୁ ପ୍ରକାଶ, ମନମୁଣ୍ଡା ପଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...