ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ବିଚିତ୍ରା

୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ନକୁଲ ନାଥ, ଗରିବ ପ୍ରାଥୀଙ୍କ ପାଖରେ ଅଛି ୧,୮ ୨୩ ଟଙ୍କା

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବହୁ ଧନୀ ସାଂସଦ ପ୍ରାର୍ଥୀ ସବୁ ରହିଛନ୍ତି। ତେବେ, ଏହି ଧନୀ ପ୍ରାର୍ଥୀମାନେ ଅଧିକାଂଶ ପରିମାଣର ମଧ୍ୟପ୍ରଦେଶର। ନିକଟରେ ଏହି ପ୍ରାର୍ଥୀମାନଙ୍କ ଉପରେ ଏଡିଆର୍‌ ଏକ ରିପୋର୍ଟ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ମହାଭାରତ ଚରିତ୍ରର ନାମ ଥିବା ୪୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର

ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ଏଥର ମତଦାତା ସୂଚୀରେ ୬.୪୪ ଲକ୍ଷ କୃଷ୍ଣ, ୩୦ ଲକ୍ଷ ଗୀତା, ୨୬ ଲକ୍ଷ୍ୟ ସଞ୍ଜୟ, ୯ ଲକ୍ଷ ଅର୍ଜୁନ, ୨ ଲକ୍ଷ ଭୀମ, ୯୫ ହଜାର ଦ୍ରୌପଦୀ, ୯୧ ହଜାର ଶାନ୍ତ୍ବନୁ, ୬୨ ହଜାର ଦୂର୍ଯୋଧନ, ୨୩ ହଜାର ଭୀଷ୍ମ, ୧୬ ହଜାର ଯୁଧିଷ୍ଟିର, ୧୦ ଗାନ୍ଧାରୀ, ୧୪୦୦…
ଅଧିକ ଖବର ଦେଖନ୍ତୁ...

ପ୍ରଚାରରେ ହାତୀ, ଘୋଡ଼ା ଆଣିବାକୁ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଚାର ପାଇଁ ଏବେ ରାଜନେତାମାନେ ଘୋଡ଼ା ଏବଂ ହାତୀ ଭଡ଼ା‌ରେ ଆଣିବାପାଇଁ ଯୋଜନା କରୁଛନ୍ତି। କିନ୍ତୁ ନିର୍ବାଚନ କମିସନ୍‌ ଏନେଇ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଇସିଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ମୂଲ୍ୟ ଅନୁଯାୟୀ ଗୋଟିଏ ହାତୀକୁ ୫,୦୦୦ ଟଙ୍କାରେ ଭଡ଼ାରେ ଅଣାଯାଇପାରିବ…
ଅଧିକ ଖବର ଦେଖନ୍ତୁ...

କୁଳବୃଦ୍ଧଙ୍କ ଗେହ୍ଲାଝିଅ ରାଜ୍ୟସଭାର ‘ଦାଦି ମା’

କୁଳବୃଦ୍ଧ ମଧୁସୂଦନ ଦାସ ଅନେକ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ। ସେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌ ପୁଣି ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ମନ୍ତ୍ରୀ। ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଦୁଇ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଥିବାରୁ ସେ  ଓଡ଼ିଶାର କୌଣସି ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ସାନଭାଇ ମୁଖ୍ୟମନ୍ତ୍ରୀ, ବଡ଼ଭଉଣୀ ବିଧାୟିକା

ଆଶ୍ଚର୍ଯ୍ୟ ହେଲେ ବି ସତ। ଓଡ଼ିଶା ରାଜନୀତିରେ ଏମିତି ଦୁଇ ଭାଇଭଉଣୀ ଅଛନ୍ତି, ଯେଉଁମାନେ ଏକ ସମୟରେ ଏକାଧିକବାର ବିଧାନସଭାର ସଦସ୍ୟ ରହିଛନ୍ତି। ଥରେ ତ ଏପରି ହୋଇଥିଲା ଯେ ଭାଇ ଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଭଉଣୀ ଥିଲେ ସରକାରୀ ଦଳର ବିଧାୟିକା। ସେମାନେ ଏକା ମା’ ପେଟର ଭାଇଭଉଣୀ। ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, କାହିଁକି ମୋଦୀଙ୍କୁ କଂଗ୍ରେସ କହିଲା; ‘ତୁମ୍‌ସେ ନା ହୋ ପାଏଗା’

ନୂଆଦିଲ୍ଲୀ : ଆଜି ବାରଣାସୀରେ ରୋଡ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବହୁଳ ସଂଖ୍ୟାରେ ଲୋକେ ଏହି ରୋଡ୍‌ ସୋ’ରେ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ମୋଦୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣା ପଡ଼ିଛି । ତେବେ ଗତକାଲି ଟାଇମ୍ସ ନାଓରେ ଏକ ଭୁଲ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ଦେଇ ଜିତି ପାରିବେ ନଗଦ ଟଙ୍କା, ଟି-ସାର୍ଟ, ପେନ୍‌ଡ୍ରାଇଭ୍‌, କେବଳ କରିବାକୁ ହେବ ଏହି ସାମାନ୍ୟ କାମ

ଭୋପାଳ : ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାତାମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରେରିତ କରିବାକୁ ଏକ ନୂଆ ବାଟ ଆପଣାଇଛନ୍ତି । କିଛି ଲୋକ ସୁବିଧା ଥାଇ ମଧ୍ୟ ଭୋଟ୍‌ ଦେବାକୁ ଯାଉ ନଥିବା ଦେଖି ମୁଖ୍ୟ ନିର୍ବାଚନ ଅଧିକାରୀ ଉପହାରର ବ୍ୟବସ୍ଥା କରିଛନ୍ତି । ମତଦାତାମାନେ ଭୋଟ୍‌ ଦେଲେ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ଶ୍ରେଣୀରେ ଭୋଟ୍‌ ଦେଲେ ଆସାମର ପ୍ରଥମ କିନ୍ନର ବିଚାରପତି

ଗୌହ୍ଵାଟୀ: ଚଳିତ ନିର୍ବାଚନରେ ଆସାମରେ ସମୁଦାୟ ୪୧୯ ଜଣ କିନ୍ନରଙ୍କ ନାମ ଭୋଟର୍‌ ତାଲିକାରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଆସାମର ପ୍ରଥମ କିନ୍ନର ବିଚାରପତି ସ୍ୱାତୀ ବିଧାନ ବରୁହା ଅଭିଯୋଗ ଆଣି କହିଛନ୍ତି ଯେ ସେ ସେ ଅନିଚ୍ଛା ସତ୍ତ୍ୱେ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀଙ୍କ ଜେଜେବାପା ମନ୍ତ୍ରୀ

ଜନପ୍ରିୟ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାର ପରମ୍ପରା ଓଡ଼ିଶାରେ ଅନେକ ଦିନ ତଳୁ ଆରମ୍ଭ ହୋଇସାରିଛି। କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅତି ପରିଚିତା ଅଭିନେତ୍ରୀଙ୍କର ଜେଜେବାପା ଓଡ଼ିଶା ବିଧାନସଭାକୁ ନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ହେଲେ, କିନ୍ତୁ ଛାଡ଼ିଲେନି ସାଇକେଲ !

କୋଟିି ଓଡ଼ିଆ ପ୍ରାଣରେ ସ୍ପନ୍ଦନ ଭରି ଦେଇଥିବା ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାରର ଓଡ଼ିଶାର ରାଜନୀତିକୁ ଅବଦାନ କିଛି କମ୍‌ ନୁହେଁ। ତାଙ୍କ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ବିହାର ଓଡ଼ିଶା ବିଧାନ ପରିଷଦର ଉପସଭାପତି(ଆଜିର…
ଅଧିକ ଖବର ଦେଖନ୍ତୁ...