ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ବିଚିତ୍ରା

ମୋଦିଙ୍କ ଉପରେ ନିର୍ମିତ ୱେଵ ସିରିଜର ପ୍ରସାରଣ ଉପରେ ରୋକ ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଆପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସାରଣ ହେଉଥିବା ୱେଵ ସିରିଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏକ ଆଦେଶ ଜାରି କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ମୋଦି ନିଜେ ଚଳିତ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଏକାମ୍ର ମହାସମର; ମହତାବ ବନାମ ବିଜୁ

ହରପାର୍ବତୀ ଆକାଶ ପଥରେ ଉଡ଼ି ଯାଉଯାଉ ଛାୟାପ୍ରଦ ଆମ୍ବଗଛଟିଏ ଦେଖି ଯେଉଁ ରମଣୀୟ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ, ତାହା ଆଜି ଏକାମ୍ରକ୍ଷେତ୍ର ନାମରେ ପରିଚିତ ବୋଲି ପୌରାଣିକ କିଂବଦନ୍ତୀ କହେ। ଏହି ପ୍ରସିଦ୍ଧ ଶୈବପୀଠ, ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ପରବର୍ତ୍ତୀ କାଳରେ ଆଧୁନିକ ଓଡ଼ିଶାର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

‘ଶପଥ ନେଇଥିଲି ଦିନେ ୟା’କୁ ସର୍ବସମ୍ମୁଖରେ ଚାପୁଡ଼ା ମାରି ପଚାରିବି, ତୁ କ’ଣ ଗୁଜୁରାଟର ହିଟଲର?’… ଯାହାକୁ ଆଜି…

ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆଜି ଏକ ସାଧାରଣ ସଭାରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଘଟଣା ଯେତେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ନ କରିଛି, ତା’ଠାରୁ ଅଧିକ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିଛି ତାଙ୍କୁ ଚାପୁଡ଼ା ମାରିଥିବା ତରୁଣ ଗଜ୍ଜରଙ୍କ ବୟାନ। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଇଲେକ୍‌ସନ୍‌ ଡିୟୁଟିରେ ଥାଇ ବି ଭୋଟ୍‌ ଦେଲେ ନାହିଁ ୨୦୧୭ରେ ଆର୍ମି ଜିପ୍‌ରେ ବନ୍ଧା ହୋଇଥିବା ଫାରୁକ୍‌ ଦର୍‌

ଚିଲ୍‌: ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସମୟରେ ୨୦୧୭ରେ ଜମ୍ମୁ ଓ କଶ୍ମୀରରେ ଉପନିର୍ବାଚନ ସମୟରେ ସେନା ଜିପ୍‌ର ବନେଟ୍‌ରେ ବନ୍ଧା ହୋଇଥିବା କଶ୍ମୀରୀ ବ୍ୟକ୍ତି ଫାରୁକ୍‌ ଅହମଦ୍‌ ଦର୍‌ ନିର୍ବାଚନ ଡିୟୁଟିରେ ଥାଇ ବି ଭୋଟ୍‌ ଦେଇ ନାହାନ୍ତି। ବଡ଼ଗାମର ଚିଫ୍‌ ମେଡିକାଲ୍‌…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ରେ ବିଜେପିକୁ ଭୋଟ୍‌ ଦେବା ପରେ ନିଜ ଆଙ୍ଗୁଠି କାଟି ପକାଇଲେ ବିଏସ୍‌ପି ସମର୍ଥକ

ମିରଟ: ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଦାନ ବେଳେ ବୁଲନ୍ଦସର ଅଞ୍ଚଳର ଶିକରପୁରର ଗୋଟାଏ ବୁଥ୍‌ରେ ଜଣେ ଦଳିତ ଭୋଟଦାତା ଇଭିଏମ୍‌ରେ ବହୁଜନ ସମାଜ ପାର୍ଟିର (ବିଏସ୍‌ପି) ସଙ୍କେତ ଥିବା ବଟନ୍‌ ନ ଟିପି ଭୁଲ୍‌କ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି) ସଙ୍କେତ ଥିବା…
ଅଧିକ ଖବର ଦେଖନ୍ତୁ...

“ସବୁ ମୋଦି ସାଙ୍ଗିଆଧାରୀ ଚୋର” କହି ଫସିଲେ ରାହୁଲ, ମାନହାନୀ ମକଦ୍ଦମା କଲେ ସୁଶୀଲ ମୋଦି

ପାଟନା: “ସବୁ ମୋଦି ସାଙ୍ଗିଆଧାରୀ ଲୋକମାନେ ଚୋର” ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହରଡ଼ଘଣାରେ ଫସିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ବିହାରର ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ପାଟନାର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଆସିକା କବିରାଜ

ଚିକିତ୍ସାସେବା ହେଉ କି ମନୋରଂଜନ ବା ରାଜନୀତି, ଏ ସବୁ କ୍ଷେତ୍ରର ଏକ ବିଶେଷତ୍ଵ ହେଲା ଯେ ଏ କ୍ଷେତ୍ରରେ ଥରେ ସଫଳ ହେଲେ ଜନସାଧାରଣଙ୍କର ଶ୍ରଦ୍ଧା ଅଜାଡ଼ି ହୋଇପଡ଼େ ଅଯାଚିତ ଭାବରେ। ସାଧାରଣ ମଣିଷର ସୁଖଦୁଃଖ ସହ ଯୋଡ଼ିହୋଇ ରହିବାର ଏସବୁ ପ୍ରକୃଷ୍ଟ କ୍ଷେତ୍ର। ତେବେ ଏହି ତିନୋଟିଯାକ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ତାମିଲ୍‌ନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଓଡ଼ିଆ ପୁଅ, କଡ଼ାକଡ଼ି ବ୍ୟବସ୍ଥା କରି ଚର୍ଚ୍ଚାରେ…

ଭୁବନେଶ୍ବର (ବନ୍ଦନା ମିଶ୍ର): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଯାଇଛି। ଅନ୍ୟ ସମସ୍ତ ରାଜ୍ୟମାନଙ୍କ ଅପେକ୍ଷା ଚର୍ଚ୍ଚାରେ ରହିଛି ତାମିଲ୍‌ନାଡୁ। ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ତାମିଲନାଡୁର ବହୁ  ଅଭିନେତା ଓ ରାଜନେତା…
ଅଧିକ ଖବର ଦେଖନ୍ତୁ...

ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଦ ଛୁଇଁ ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ମହଙ୍ଗା ପଡ଼ିଲା; ଭିଡିଓ ଭାଇରାଲ ହେବାପରେ…

ବୁଲନ୍ଦସର: ଉତ୍ତରପ୍ରଦେଶର ବୁଲନ୍ଦସର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୋଲା ସିଂହ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣ କାଳରେ ଏକ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ସହ ସେଠାରେ ଭୋଟ ଦେଉଥିବା ମତଦାତାମାନଙ୍କର ପାଦକୁ ଛୁଇଁ ମୁଣ୍ଡିଆ ମାରିବା ସହ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଆଙ୍ଗୁଠିରେ ଲାଗିଥିବା ଇଣ୍ଡେକ୍ସ କାଳି ଦେଖାଇ ଏହି ସବୁ କମ୍ପାନିଠାରୁ ୩୦ ପ୍ରତିଶତ ରିହାତିରେ ପାଇପାରିବେ ସାମଗ୍ରୀ

ନୂଆଦିଲ୍ଳୀ: ସରକାରଙ୍କଠାରୁ ନେଇ ବିଭିନ୍ନ ରାଜେନତିକ ଦଳଗୁଡ଼ିକ ମତଦାତାମାନଙ୍କୁ ମତଦାନ ସକାଶେ ପ୍ରୋତ୍ସାହିତ କରିବା ପାଇଁ ଭିନ୍ନ ଶୈଳୀରେ ପ୍ରଚାର ଚଳାଇଛନ୍ତି। ବିପୁଳ ସଂଖ୍ୟାକ ଲୋକଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବାକୁ ‘ମୋଟୋକର୍ପ’, ‘ସବ୍‌ଓଏ’, ‘ମ୍ୟାକ୍‌ଡୋନାଲ୍ଡ’, ‘ଫିଉଚର୍‌…
ଅଧିକ ଖବର ଦେଖନ୍ତୁ...