ନୌସେନାରେ ସାମିଲ ହେବ ୫୬ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଧିକ ଶକ୍ତିଶାଳୀ ହେବ। ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ ନିଜର ଦାଦାଗିରି ଦେଖାଇ ଅଧିକରୁ ଅଧିକ ଯୁଦ୍ଧଜାହାଜ ମୁତୟନ କରିବାରେ ଲାଗିଛି। ତେଣୁ ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବାପାଇଁ ଏବେ ନୌସେନାରେ ୫୬ଟି ଯୁଦ୍ଧ ଜାହାଜ, ସାମୁଦ୍ରିକ ଜାହାଜ ଏବଂ ଏକ ଏୟାରକ୍ରାଫ୍ଟ୍‌ କ୍ୟାରିୟର ସାମିଲ ହେବ।

ସମ୍ବନ୍ଧିତ ଖବର