ଅନୁସନ୍ଧାନ କରୁଥିବା ବର୍ଗ

Leading

ଦେଶରୁ ଉଭେଇ ଯାଉଛି ବସନ୍ତ ଋତୁ; ମାର୍ଚ୍ଚରେ ବଢ଼ିବ ଗରମ, ଗହମ ଉତ୍ପାଦନ କମିବା ଆଶଙ୍କା

ଭୁବନେଶ୍ବର : ଉତ୍ତର ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନରେ ପାରଦ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଶୀତ କମିଯାଇଛି ଏବଂ ଫେବୃଆରୀ ମାସରେ ଆମକୁ ମାର୍ଚ୍ଚ/ଏପ୍ରିଲ ଶେଷର ଉଷ୍ଣତାକୁ ଅନୁଭବ କରାଉଛି । ଶୀତ ଓ ଗ୍ରୀଷ୍ମ ମଧ୍ୟରେ ଆସୁଥିବା ବସନ୍ତ ଋତୁ ଧୀରେ ଧୀରେ ଋତୁଚକ୍ରରୁ ଉଭେଇ ଯାଉଛି ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ନିଜର ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି: ପ୍ରକାଶ ମିଶ୍ର

ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ସରକାର ନିଜର ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି । ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ନବ ଦାସଙ୍କ ମୃତ୍ୟୁର ସମୟ କାହିଁକି  ଲୁଚାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଟୋମାଟୋ ୨୦ ଓ ଚିକେନ ୧୫୦ ଟଙ୍କାରେ ମିଳୁଥାନ୍ତା : ଭାଇରାଲ ହେଲା…

ଲାହୋର :  ଉତ୍କଟ ଆର୍ଥିକ ଦୁର୍ଗତିରେ ଫସି ରହିଥିବା ପାକିସ୍ତାନର ଲୋକମାନେ ଏହି ସଂକଟ ପାଇଁ ନିଜ ଦେଶର ରାଜନୈତିକ ନେତାମାନଙ୍କୁ ଦାୟୀ କରୁଛନ୍ତି । ଏହା ସହିତ ସେମାନେ କହୁଛନ୍ତି ଯେ ପାକିସ୍ତାନର ନେତାମାନଙ୍କ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଭଲ । ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ପଓ୍ଵନ ଖେରାଙ୍କୁ ଅନ୍ତରୀଣ ଜାମିନ ସହ ତାଙ୍କ ବିରୋଧରେ ଥିବା ସମସ୍ତ ଏଫଆଇଆରକୁ ଏକାଠି କରିବାକୁ ନିର୍ଦ୍ଦେଶ ଦେଲେ…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପଓ୍ଵନ ଖେରାଙ୍କୁ ଆଜି ସନ୍ଧ୍ୟାରେ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୁଲିସ ପଓ୍ଵନ ଖେରାଙ୍କୁ ଗିରଫ କରିବା ପରେ କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ମୋତେ ଫରକ ପଡ଼େ ନାହିଁ; କଙ୍ଗନାଙ୍କ ପ୍ରଶଂସା ପ‌ରେ ଏଭଳି କହିଲେ ଜାଭେଦ ଅଖତର

ମୁମ୍ବାଇ: ପାକିସ୍ତାନୀଙ୍କୁ ଘରେ ପଶିକି ମାରିଲେ। ଏଭଳି କହି ଗୀତିକାର ଜାଭେଦ ଅଖତରଙ୍କ ପ୍ରଶଂସା କରିଥିଲେ କଙ୍ଗନା ରାଣାୱତ। ବିବାଦ ଥାଇ ବି କଙ୍ଗନା ଏଭଳି ପ୍ରଶଂସା କରିବା ପରେ ଏହା ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋତେ ଫରକ ପଡେ ନାହିଁ ବୋଲି କହିଛନ୍ତି ଜାଭେଦ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଅର୍ଥନୈତିକ ସର୍ଭେ : ସାଧାରଣ ଲୋକଙ୍କ ଜୀବନରେ ପ୍ରତିଫଳିତ ହେଉନାହିଁ ଉଚ୍ଚ ଆର୍ଥିକ ଅଭିବୃଦ୍ଧି; ରାଜ୍ୟର…

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ସେହିପରି ନୂଆ ଆର୍ଥିକ ବର୍ଷ…
ଅଧିକ ଖବର ଦେଖନ୍ତୁ...

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତା ପବନ ଖେରାଙ୍କୁ ଗିରଫ କଲା ଆସାମ ପୁଲିସ; ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ଦଳୀୟ ଅଧିବେଶନରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେରାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯିବା ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି। ପବନ ଖେରାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୯୩: ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୯୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦କୁ ବୃଦ୍ଧି ପାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା…
ଅଧିକ ଖବର ଦେଖନ୍ତୁ...

ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ଅସୁସ୍ଥ ଘଟଣା: ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୂରୁବାଈ କନ୍ୟାଶ୍ରମ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ଅଛି ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ, ଲକ୍ଷଣ ନଥିବା ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...