ଅନୁସନ୍ଧାନ କରୁଥିବା ବର୍ଗ

Leading

ଫେବ୍ରୁ୍ଆରିରୁ ତାତିଲାଣି, ତାପମାତ୍ରା ୩୯ଂ ଡେଇଁଯିବ

ଭୁବନେଶ୍ବର : ଫେବ୍ରୁ୍ଆରିରୁ ତାତିଲାଣି ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ ହେଉ କି ଅଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ଉପରମୁହାଁ। ମଙ୍ଗଳବାର ଦିନ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା ବେଳେ ବୁଧବାର ଦିନ ସୋନପୁର ତାକୁ ଟପିଯାଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲା: ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ରାଜନୀତି କରନ୍ତୁନି

ଭୁବନେଶ୍ବର : ତତ୍‌କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା। ଏହାର ପୁଙ୍ଖାନୁପୁଙ୍ଖ ଓ ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଉଦ୍ୟମ ଜାରି ରଖିଛି। ‌ଦେଶର ଶ୍ରେଷ୍ଠ ଫୋରେନ୍‌ସିକ୍ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ନିରପେକ୍ଷ ଓ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି: ଜୟନାରାୟଣ

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡର ୨୪ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। ମୁଖ୍ୟମନ୍ତ୍ରୀଙ୍କର ଲୋକ ଯେଉଁ କାଗଜ ଦେଲେ ତାକୁ ସେ ପଢ଼ିଦେଲେ। ତା’ଭିତରେ କ’ଣ ଅଛି ପଚାରିଲେ କହିପାରିବେନି। ମୁଖ୍ୟମନ୍ତ୍ରୀ ଆଜି ଯାହା କହିଲେ ସେଥିରେ…
ଅଧିକ ଖବର ଦେଖନ୍ତୁ...

ଗୋପାଳକୁ ପାଗଳ ପ୍ରମାଣ କରିବା ପାଇଁ ବିକଳ: ନରସିଂହ

ଭୁବନେଶ୍ବର : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ‌ର ଷଡ଼ଯନ୍ତ୍ର ଦିଗକୁ ଏ ଯାଏ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ନବ ହତ୍ୟା ପ୍ରସଙ୍ଗରେ ଅଟକିଛି ଗୃହ କାର୍ଯ୍ୟ

ଭୁବନେଶ୍ବର : ବିଜେପିର ଦାବି ଯେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ। କଂଗ୍ରେସର ଦାବି, ଏସ୍‌ଆଇଟି ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା, କେନ୍ଦ୍ରର ଚାଷୀ ଓ ଗରିବ ମାରଣ ନୀତି ଚଳିବ ନାହିଁ। ତିନି ଦଳ ଏମିତି ଦାବି କରି ଆଜି ବିଧାନସଭା ଗୃହକୁ ଅଚଳ କରି ଦେଇଥିଲେ। ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ଏବେ କାଠଗଡ଼ା ଭିତରେ କର୍ଣ୍ଣାଟକର ୨ ବରିଷ୍ଠ ମହିଳା ଆଇପିଏସ୍‌- ଆଇଏଏସ୍‌ ଅଧିକାରୀଙ୍କ ଲଢ଼େଇ

ବେଙ୍ଗାଲୁରୁ: ଆଇପିଏସ୍‌ ଅଫିସର ଡି ରୂପା ମୌଦଗିଲଙ୍କ ସମେତ ୬୦ ଜଣଙ୍କ ବିରୋଧରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରି ମାମଲା ଦାୟର କରିବା ପରେ ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ବିବାଦ ସିଟି ସିଭିଲ୍‌ ଆଣ୍ଡ ସେସନ୍‌ସ କୋର୍ଟରେ ପହଞ୍ଚିଛି। ଫେବ୍ରୁଆରି ୨୧ ତାରିଖରେ ସିନ୍ଧୁରି ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲା  ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାରବାଙ୍କ ଘାଟି ରାସ୍ତା…
ଅଧିକ ଖବର ଦେଖନ୍ତୁ...

ମାସକ ମଧ୍ୟରେ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ;…

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ଓ ତଦନ୍ତକାରୀ ଏଜେନ୍‌ସି କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ ଭାବେ ଏକ ମାସ ମଧ୍ୟରେ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବିଆର୍‌ ଗଭାଇଙ୍କ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ମାରିଲା, ନିଜେ ମରିବାକୁ ଉଦ୍ୟମ କରି ଗୁରୁତର ହେଲା

କାଶୀପୁର: କାଶୀପୁର ବ୍ଲକ ଟିକିରି ଥାନା ଖଡ଼ିକା ଯୋଡ଼ି ଗ୍ରାମରେ ବୁଧବାର ଅପରାହ୍ନରେ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ପତ୍ନୀର ଗଳାକାଟି ସ୍ବାମୀ ମାରିଦେଇଛି। ପରେ ନିଜେ ଜୀବନ ହାରିବାକୁ ଉଦ୍ୟମ କରି ଗୁରୁତର ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳା ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ୨.୪୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି। ପୂର୍ବତନ ବିଚାରପତିଙ୍କ ବିରୋଧରେ ଏହା ହେଉଛି…
ଅଧିକ ଖବର ଦେଖନ୍ତୁ...