ଅନୁସନ୍ଧାନ କରୁଥିବା ବର୍ଗ

Leading

ବନ୍ଦ ଲଫାପା କାରବାର ଶେଷ କର: ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଅଦାଲତରେ ବନ୍ଦ ବା ମୁଦା ଲଫାପାରେ ଦଲିଲ ଦାଖଲ ବନ୍ଦ କରାଯାଉ ବୋଲି ଆଜି ‘ୱାନ୍‌ ରାଙ୍କ୍‌ ୱାନ୍‌ ପେନ୍‌ସନ୍‌’ (ଓଆର୍‌ଓପି) ମାମଲାର ଶୁଣାଣି କରିବା ବେଳେ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ପେନ୍‌ସନ୍ ପେମେଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ପ୍ରସଙ୍ଗ: ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ଵର: ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନ୍‌ରେ ତ୍ରିରଙ୍ଗା ଅବତରଣ କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ତ୍ରିରଙ୍ଗାରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଅମୃତପାଲ୍‌ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍‌ସ୍ଥିତ ‘ଇଣ୍ଡିଆ ହାଇକମିସନ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମଦ ନୀତି ମାମଲାରେ ଜେରା ପାଇଁ ‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା ନିମନ୍ତେ ‘ବିଆର୍‌ଏସ୍‌’ ନେତ୍ରୀ କେ. କବିତା  ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ତ‌େଲେଙ୍ଗାନାର…
ଅଧିକ ଖବର ଦେଖନ୍ତୁ...

୨୭ ଘଣ୍ଟିଆ ଗସ୍ତରେ ଆସି ଭାରତରେ ପହଞ୍ଚିଲେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ନୂଆଦିଲ୍ଲୀ: ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲାଗି ଆଜି ସକାଳେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ‘ଜି୨୦’ରେ ଭାରତର ଅଧ୍ୟକ୍ଷତା ଏବଂ ‘ଜି୭’ରେ…
ଅଧିକ ଖବର ଦେଖନ୍ତୁ...

ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପିର ସଦସ୍ୟ। ଏହି ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ। ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ବୋଲି କହି ନାରାବାଜି କରିଥିଲେ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କୁ ଟାଣି ନେଇ ଖାଇଗଲା ମହାବଳ ବାଘ: ଜାଳେଣି କାଠ ଆଣିବାକୁ ଯାଇଥିଲେ ମୃତକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି। ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର…
ଅଧିକ ଖବର ଦେଖନ୍ତୁ...

୪୮୦ ଗ୍ରାମ୍‌ର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କଲେ ଐଶ୍ବର୍ଯ୍ୟା ରଜନୀକାନ୍ତ

ଚେନ୍ନାଇ: ଚେନ୍ନାଇସ୍ଥିତ ବାସଭବନରେ ଥିବା ଲକର୍‌ରୁ ପ୍ରାୟ ୪୮୦ ଗ୍ରାମ୍‌ ଓଜନର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଥିବା କଥା ବିଶିଷ୍ଟ ଅଭିନେତା ରଜନୀକାନ୍ତଙ୍କ ବଡ଼ଝିଅ ଐଶ୍ବର୍ଯ୍ୟା ରଜନୀକାନ୍ତ ତେନାମ୍‌ପେଟ୍‌ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ହୋଇଯାଇଥିବା ମୂଲ୍ୟବାନ…
ଅଧିକ ଖବର ଦେଖନ୍ତୁ...

ସରିଲା ମାଟ୍ରିକ ପରୀକ୍ଷା: ଏପ୍ରିଲ୍ ୩ରୁ ଆରମ୍ଭ ହେବ ଖାତା ମୂଲ୍ୟାୟନ

କଟକ: ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁଯାୟୀ, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବ। ପରୀକ୍ଷା କେନ୍ଦ୍ରରୁ…
ଅଧିକ ଖବର ଦେଖନ୍ତୁ...

ପାଟନା ରେଳ ଷ୍ଟେସନ୍‌‌ ‘ଟିଭି ସ୍କ୍ରିନ୍‌’ରେ ୩ ମିନିଟ୍‌ ଚାଲିଲା ‘ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭିଡିଓ’;…

ପାଟନା: ରବିବାର ସକାଳ ପ୍ରାୟ ୯.୩୦ରେ ବିହାରର ପାଟନା ରେଳ ଷ୍ଟେସନ୍‌ରେ ଲାଗିଥିବା ‘ଟିଭି ସ୍କ୍ରିନ୍‌’ରେ ବିଜ୍ଞାପନ ପରିବର୍ତ୍ତେ ୩ ମିନଟ୍‌ ଧରି ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦୀଷ୍ଟ ଚଳଚ୍ଚିତ୍ର ଦୃଶ୍ୟସମ୍ବଳିତ ଭିଡିଓ କ୍ଲିପ୍‌ ଚାଲିବାରୁ ଶହ ଶହ ଲୋକ ଲାଜରେ ବୁଡ଼ିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...