ଅନୁସନ୍ଧାନ କରୁଥିବା ବର୍ଗ

Leading

ରାତି ଅଧରେ ‘ଏମ୍‌ସିଡି ହାଉସ୍‌’ରେ ତୁମୁଳ କାଣ୍ଡ: ବୋତଲ ଫିଙ୍ଗାଫିଙ୍ଗି ହେଲେ ‘ବିଜେପି’ ଓ ‘ଆପ୍‌’ କାଉନ୍‌ସିଲର୍‌

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ୬ ସଦସ୍ୟବିଶିଷ୍ଟ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନିର୍ବାଚନ ସମୟର ତୁମୁଳକାଣ୍ଡ ଘଟିବାରୁ ‘ଦିଲ୍ଲୀ ନଗର ନିଗମ’ ଗୃହ ପୁଣି ଥରେ ମୁଲତବୀ ରଖାଯାଇଛି। ପରିସ୍ଥିତି ଏଭଳି ହେଲା ଯେ, ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ପୂର୍ବାଞ୍ଚଳ ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁ.ଏସ୍‌. ଜିଓଲୋଜିକାଲ୍‌ ସର୍ଭେ (ୟୁଏସ୍‌ଜିଏସ୍) କହିଛି। ସକାଳ ପ୍ରାୟ ୫.୩୭ରେ ଭୂଗର୍ଭର ପାଖାପାଖି ୨୦.୫ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚବର୍ଷ ପରେ ବି ନ୍ୟାୟ ପାଇଲାନି ଓଡ଼ିଶା

ନୂଆଦିଲ୍ଲୀ : ମହାନଦୀ ଟ୍ରିବ୍ୟୁନାଲର ସମାଧାନର ବାଟ ବର୍ତ୍ତମାନ ସୁଦ୍ଧା ଫିଟିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ୩୫ ଟି ଶୁଣାଣି କରିସାରିଥିଲେ ହେଁ ଏଯାଏ ନା ଅନ୍ତରୀଣ ଆଦେଶ ଆସିଛି ନା ଚୂଡ଼ାନ୍ତ। ଓଡ଼ିଶାର କୌଣସି ଦାବିକୁ ଏଯାଏ ନ୍ୟାୟ ମିଳିପାରିଲା ନାହିଁ। ଅନ୍ୟପଟରେ ଆସନ୍ତା ମାସ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁ୍ଆରିରୁ ତାତିଲାଣି, ତାପମାତ୍ରା ୩୯ଂ ଡେଇଁଯିବ

ଭୁବନେଶ୍ବର : ଫେବ୍ରୁ୍ଆରିରୁ ତାତିଲାଣି ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ ହେଉ କି ଅଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ଉପରମୁହାଁ। ମଙ୍ଗଳବାର ଦିନ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା ବେଳେ ବୁଧବାର ଦିନ ସୋନପୁର ତାକୁ ଟପିଯାଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲା: ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ରାଜନୀତି କରନ୍ତୁନି

ଭୁବନେଶ୍ବର : ତତ୍‌କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା। ଏହାର ପୁଙ୍ଖାନୁପୁଙ୍ଖ ଓ ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଉଦ୍ୟମ ଜାରି ରଖିଛି। ‌ଦେଶର ଶ୍ରେଷ୍ଠ ଫୋରେନ୍‌ସିକ୍ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ନିରପେକ୍ଷ ଓ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି: ଜୟନାରାୟଣ

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡର ୨୪ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। ମୁଖ୍ୟମନ୍ତ୍ରୀଙ୍କର ଲୋକ ଯେଉଁ କାଗଜ ଦେଲେ ତାକୁ ସେ ପଢ଼ିଦେଲେ। ତା’ଭିତରେ କ’ଣ ଅଛି ପଚାରିଲେ କହିପାରିବେନି। ମୁଖ୍ୟମନ୍ତ୍ରୀ ଆଜି ଯାହା କହିଲେ ସେଥିରେ…
ଅଧିକ ଖବର ଦେଖନ୍ତୁ...

ଗୋପାଳକୁ ପାଗଳ ପ୍ରମାଣ କରିବା ପାଇଁ ବିକଳ: ନରସିଂହ

ଭୁବନେଶ୍ବର : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ‌ର ଷଡ଼ଯନ୍ତ୍ର ଦିଗକୁ ଏ ଯାଏ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ନବ ହତ୍ୟା ପ୍ରସଙ୍ଗରେ ଅଟକିଛି ଗୃହ କାର୍ଯ୍ୟ

ଭୁବନେଶ୍ବର : ବିଜେପିର ଦାବି ଯେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ। କଂଗ୍ରେସର ଦାବି, ଏସ୍‌ଆଇଟି ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା, କେନ୍ଦ୍ରର ଚାଷୀ ଓ ଗରିବ ମାରଣ ନୀତି ଚଳିବ ନାହିଁ। ତିନି ଦଳ ଏମିତି ଦାବି କରି ଆଜି ବିଧାନସଭା ଗୃହକୁ ଅଚଳ କରି ଦେଇଥିଲେ। ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ଏବେ କାଠଗଡ଼ା ଭିତରେ କର୍ଣ୍ଣାଟକର ୨ ବରିଷ୍ଠ ମହିଳା ଆଇପିଏସ୍‌- ଆଇଏଏସ୍‌ ଅଧିକାରୀଙ୍କ ଲଢ଼େଇ

ବେଙ୍ଗାଲୁରୁ: ଆଇପିଏସ୍‌ ଅଫିସର ଡି ରୂପା ମୌଦଗିଲଙ୍କ ସମେତ ୬୦ ଜଣଙ୍କ ବିରୋଧରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରି ମାମଲା ଦାୟର କରିବା ପରେ ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ବିବାଦ ସିଟି ସିଭିଲ୍‌ ଆଣ୍ଡ ସେସନ୍‌ସ କୋର୍ଟରେ ପହଞ୍ଚିଛି। ଫେବ୍ରୁଆରି ୨୧ ତାରିଖରେ ସିନ୍ଧୁରି ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

ଯୋଡା: କେନ୍ଦୁଝର ଜିଲ୍ଲା  ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାରବାଙ୍କ ଘାଟି ରାସ୍ତା…
ଅଧିକ ଖବର ଦେଖନ୍ତୁ...