ଅନୁସନ୍ଧାନ କରୁଥିବା ବର୍ଗ

Leading

ଲୋପ ପାଇଯିବେ ବନ୍ୟପ୍ରାଣୀ! ୧୦ବର୍ଷରେ ୭୮୪ ହାତୀ ମୃତ୍ୟୁ

ରାଜ୍ୟରେ କିଛିଦିନ ମଧ୍ୟରେ ନିୟମିତ ବ୍ୟବଧାନରେ ମରିଚାଲିଛନ୍ତି ହାତୀ। କେବେ ଶିକାର ତ ଆଉ କେବେ ବିଦ୍ୟୁତ୍‌ ଆଘାତ। ଏମିତି ଲାଗୁଛି ଯେ, ହାତୀ ମରିଗଲେ ଯେମିତି କାହାର କିଛି ଯାଏଆସେ ନାହିଁ। କେବଳ ହାତୀ କାହିଁକି, ଅନ୍ୟ ବନ୍ୟପ୍ରାଣୀଙ୍କୁ ମଧ୍ୟ ଅବାଧରେ ଶିକାର ଚାଲିଛି। ମୋଟାମୋଟି ଭାବେ…
ଅଧିକ ଖବର ଦେଖନ୍ତୁ...

ବର୍ଷା: ଖୁସିରେ ନାଚିଲେ ବନ କର୍ମଚାରୀ

ନବରଙ୍ଗପୁର/ବାରିପଦା : ବର୍ଷା ପାଇଁ ଖୁସିରେ ନାଚିଛନ୍ତି ବନ କର୍ମଚାରୀ। ଶିମିଳିପାଳ ଅଭୟାରଣ୍ୟରେ ବର୍ଷାରେ ଭିଜିଭିଜି ନାଚିଥିବା ବେଳେ ନବରଙ୍ଗପୁର ଝରିଗାଁରେ ଢେମ୍‌ସା ନୃତ୍ୟ‌ କରିଛନ୍ତି। ବର୍ଷା ଯୋଗୁ କିଛିଦିନ ଧରି ଲାଗିଥିବା ଜଙ୍ଗଲ ନିଅଁା ପ୍ରଶମିତ ହେବାପରେ ଏହିଭଳି ଭାବେ ବର୍ଷାକୁ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା, କୋଇଡ଼ାରୁ ସାଂଘାତିକ ସତ୍ୟ: ଅଧିକାରୀଙ୍କ ଅହଙ୍କାର ସୀମା ଲଂଘୁଛି

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଅନୁସୂଚିତ ଜାତିର ଭିନ୍ନକ୍ଷମ ଯୁବକଟି ଋଣ ଶୁଝିବା ପାଇଁ ଜମି ବିକିବାକୁ ଚାହିଲା। କିନ୍ତୁ, ପ୍ରଶାସନିକ ଅଧିକାରୀମାନେ ତାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଦଉଡ଼ାଇଲେ। ବୁଢ଼ୀ ମା’ ସହ ଯୁବକଟି ନୂଆପଡ଼ା ତହସିଲ୍ ଅଫିସ୍ ଦୌଡ଼ିଦୌଡ଼ି ନୟାନ୍ତ ହୋଇପଡ଼ିଲା।…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ସଙ୍କଟ ପ୍ରଭାବ: ୫ ହଜାର ବଢ଼ିଲା ସୁନା

ଭୁବନେଶ୍ବର : ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ସୁନା ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସୁନା ଓ ରୁପା ମୂଲ୍ୟରେ ନିଆଁ ଲାଗିଯାଇଛି। ପ୍ରତିଦିନ ଦାମ୍‌ରେ ବୃଦ୍ଧି ହେଉଛି। ଗତ ୧୦ ଦିନ ଭିତରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୪,୯୦୦…
ଅଧିକ ଖବର ଦେଖନ୍ତୁ...

ଯୌନ ନିର୍ଯାତନା ଟିପ୍ପଣୀ: ରାହୁଲଙ୍କ ଘରେ ପୁଲିସ ପଶିଲା

ନୂଆଦିଲ୍ଲୀ : ଶ୍ରୀନଗରରେ ଗତ ଜାନୁଆରି ୩୦ରେ ଦେଶରେ ମହିଳା ଯୌନ ନିର୍ଯାତତାର ଶିକାର ହେଉଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ଟିପ୍ପଣୀ ମାମଲାରେ ଦିଲ୍ଲୀ ପୁଲିସ ଆଜି ତାଙ୍କ ଘରେ ପଶିଛି। ଦିଲ୍ଲୀର ୧୨, ତୋଗଲକ ଲେନ୍‌ ବାସଭବନରେ ରବିବାର ଦିନ ଦିଲ୍ଲୀ ପୁଲିସ ପ୍ରବେଶ କରିଛି।…
ଅଧିକ ଖବର ଦେଖନ୍ତୁ...

ବଢୁଛି ସୁନା ଦର: ୭୦ ହଜାର ଛୁଇଁବା ଆଶଙ୍କା, ଚିନ୍ତାରେ ବ୍ୟବସାୟୀ ଓ ଗ୍ରାହକ

ଭୁବନେଶ୍ବର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିଚାଲିଛି। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି। ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ବିଜୟୀ; ୧-୧ରେ ଶୃଙ୍ଖଳା, ୨୨ରେ ନିର୍ଣ୍ଣାୟକ…

ବିଶାଖାପାଟଣା: ଅଷ୍ଟ୍ରେଲିଆ ଟିମ୍‌ ରବିବାର ଭାରତ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛି। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବୋଲିଂ କରିଥିଲା। ଭାରତୀୟ ଟିମ୍‌କୁ ୧୧୭ ରନ୍‌ରେ ଅଲ୍‌ଆଉଟ୍‌ କଲା ପରେ ବ୍ୟାଟିଂ ପାଳିରେ କୌଣସି ୱିକେଟ ନହରାଇ ମ୍ୟାଚ୍‌ ଜିତିଛି। ଅଷ୍ଟ୍ରେଲିଆ ଟିମ୍‌ ୧୧ ଓଭରରେ…
ଅଧିକ ଖବର ଦେଖନ୍ତୁ...

୬୫ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ୟୁପି ବିଦ୍ୟୁତ୍ କର୍ମଚାରୀ

ଲକ୍ଷ୍ନୌ: ୬୫ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଉତ୍ତରପ୍ରଦେଶ(ୟୁପି)ର ବିଦ୍ୟୁତ୍ କର୍ମଚାରୀ। ଶକ୍ତି ମନ୍ତ୍ରୀ ଏକେ ଶର୍ମାଙ୍କ ସହ ତୃତୀୟ ରାଉଣ୍ଡ ଆଲୋଚନା ପରେ ବିଦ୍ୟୁତ୍ କର୍ମଚାରୀ ଆନ୍ଦୋଳନରୁ ଓହରିଛନ୍ତି। ସଂଘର୍ଷ ସମିତି ସଂଯୋଜକ ଶୈଳେନ୍ଦ୍ର ଦୁବେ ଏହି ଘୋଷଣା କରିବା ସହ ବିଦ୍ୟୁତ୍…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଉମେଶ ପାଲ ହତ୍ୟା ମାମଲାର ଆଉ ଏକ ଲୋମଟାଙ୍କୁରା ଭିଡିଓ, ଜୀବନ ବିକଳରେ ଦୌଡ଼ୁଥିବା କନଷ୍ଟେବଳଙ୍କ…

ନୂଆଦିଲ୍ଲୀ: ଫେବୃଆରି ୨୪ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା। ସେ କୋର୍ଟରୁ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ମାଟିରେ ଭାରତର ଛୋଟ ସ୍କୋର, ଗିଲ୍‌-ସୂର୍ଯ୍ୟଙ୍କ ସମେତ ୪ ବ୍ୟାଟର ଶୂନ୍ୟ ରନ୍‌ରେ ଆଉଟ୍‌

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ରବିବାର ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ପ୍ରଶଂସକମା‌ନଙ୍କୁ ହତାଶ କରିଛି। ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଛୋଟ ସ୍କୋର କରିଛି। ଶୁବମନ୍‌…
ଅଧିକ ଖବର ଦେଖନ୍ତୁ...