ଅନୁସନ୍ଧାନ କରୁଥିବା ବର୍ଗ

Leading

ଭୋକ ଲାଗୁଛି? ଫେସ୍‌ବୁକ୍‌ରେ ଭୋଜନ ବରାଦ ଦିଅନ୍ତୁ

ସାନ୍‌ ଫ୍ରାନ୍‌ସିସ୍‌କୋ: ଅନ୍‌ଲାଇନ୍‌ରେ ମନମୁତାବ ଭୋଜନ ବରାଦ ଦେବା ବଡ଼ କଷ୍ଟସାଧ୍ୟ। କାରଣ, ଏଥିପାଇଁ ଆପଣଙ୍କୁ କେତେଗୁଡ଼ିଏ ଆପ୍‌ର ମଧ୍ୟ ଦେଇ ଯିବାକୁ ପଡ଼େ। ଏବେ ଫେସ୍‌ବୁକ୍‌ ଏହାକୁ ସରଳ କରି ଦେଇଛି। ଏହି ଆପ୍‌ ଦ୍ୱାରା ହିଁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନିଜ ମନ ପସନ୍ଦର ସ୍ନାକ୍‌…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ନଈରେ ବୁଡ଼ି ବାଳକ ମୃତ

ଯାଜପୁର (ଦଶରଥପୁର): ବୈତରଣୀ ନଈରେ ଗାଧାଉଥିବାବେଳେ ବୁଡ଼ି ଯିବା ଯୋଗୁଁ ଜଣେ ବାଳକଙ୍କର ମୃତ୍ୟୁ ଘଟିଛି। ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ତରପଦା ପଞ୍ଚାୟତ ଅଞ୍ଚଳର ଦୋବାବିଲ ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ପୁଅ ୧୩ ବର୍ଷିୟ ମନୋଜ ବୈତରଣୀରେ ଗାଧୋଇବାବେଳେ ନିଖୋଜ ହୋଇଯାଇଥିଲେ। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

ଯାଜପୁର (ଦାନଗଦି): ସୋଲେର ଗ୍ରାମରେ ରବିବାର ସକାଳେ ଜଣେ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ୩୨ ବର୍ଷିୟ କୁନୁ ମହାନ୍ତି। ତାଙ୍କ ସ୍ୱାମୀ ରାଜେଶ ମହାନ୍ତିଙ୍କ ସହ ସେ ଦାନଗଦି ବ୍ଲକ୍‌ ଅନ୍ତର୍ଗତ ତ୍ରୀଜଙ୍ଗା ପଞ୍ଚାୟତ ଅଞ୍ଚଳର ସୋଲେର ଗ୍ରାମରେ ଘରଭଡ଼ା ନେଇ…
ଅଧିକ ଖବର ଦେଖନ୍ତୁ...

ଆଇଜିଆଇରେ ଏୟାର୍‌ ଇଣ୍ଡିଆ ବିମାନରେ ଧକ୍କା ଖାଇଲା ବ୍ୟାଗେଜ୍‌ ବୁହା ଟ୍ରାକ୍‌ଟର୍‌

ନୂଆଦିଲ୍ଲୀ: ଶନିବାର ଦିନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ବ୍ୟାଗେଜ୍‌ ବୁହା ଇଲେକ୍‌ଟ୍ରୋନିକ୍‌ ଟ୍ରାକ୍‌ଟର୍‌ ଏୟାର୍‌ ଇଣ୍ଡିଆର ଏକ ବିମାନ ଉପରେ ଧକ୍କା ଖାଇବାରୁ ସଙ୍ଘାଇ ଅଭିମୁଖେ ଯାଉଥିବା ସେ ବିମାନଟି ୪୫ ମିନିଟ୍‌ ବିଳମ୍ବରେ ଛାଡ଼ିଥିଲା। ଘଟଣା ସମ୍ବନ୍ଧରେ ଏୟାର୍‌…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେଇ ତିରୁମାଲା ମନ୍ଦିରରୁ ୨୪୩ ବାରିକ ବହିଷ୍କୃତ

ତିରୁବନନ୍ତପୁରମ୍‌: ଲଣ୍ଡିତ ହେଉଥିବା ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେବା କାରଣରୁ ଅନ୍ୟୂନ ୨୪୩ ବାରିକଙ୍କୁ ତିରୁମାଲା ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ ବହିଷ୍କାର କରିଛି। ଫଳତଃ, ସେ ବାରିକମାନଙ୍କୁ ପୁଣି ସେମାନଙ୍କ କର୍ମସ୍ଥଳରେ ଅବସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଫ୍ରିଜ୍‌ ଭିତରୁ ମିଳିଲା ବାର୍‌ ଆଟେଣ୍ଡର୍‌ଙ୍କ ଖଣ୍ଡିତ ଶବ; ନିଖୋଜ ବନ୍ଧୁଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ସାକେତ ଅଞ୍ଚଳର ଏକ ଆଧୁନିକତର ଗ୍ରାମ ସୈଦୁଲାଜାବ୍‌ସ୍ଥିତ ଜଣେ ସହକର୍ମୀଙ୍କ ଘରେ ଥିବା ଫ୍ରିଜ୍‌ରୁ ଜଣେ ୨୯ ବର୍ଷୀୟ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ଶବ ମିଳିଛି ବୋଲି ଶନିବାର ଦିନ ପୁଲିସ କହିଛି। ପୀଡ଼ିତ ବିପିନ ଯୋଶୀ ଗତ ସୋମବାର ରାତିରୁ…
ଅଧିକ ଖବର ଦେଖନ୍ତୁ...

ତାଲିବାନୀମାନେ ମୋ ଶିଶୁକନ୍ୟାକୁ ହତ୍ୟା କରିଛନ୍ତି; ପତ୍ନୀଙ୍କ ସହ ଦୁଷ୍କର୍ମ କରିଛନ୍ତି: କାନଡୀୟ ପଣବନ୍ଦୀ

ଓଟାଓ୍ଵା: ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ତାଲିବାନ ଅନୁମୋଦିତ ହକିନି ନେଟ୍‌ଓ୍ଵାର୍କ ଦ୍ୱାରା ବର୍ଷେକାଳ ପଣବନ୍ଦୀ ରହି ମୁକ୍ତି ପାଇ ଥିବା କାନଡୀୟ ଜୋସୁଆ ବଏଲ୍‌ କହିଛନ୍ତି ଯେ ଅପହରଣକାରୀମାନେ ତାଙ୍କ ଶିଶୁ କନ୍ୟାକୁ ହତ୍ୟା କରିବା ସହ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

୧୯ରେ ବାତ୍ୟା ଆଶଙ୍କା

ଦକ୍ଷିଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ପବନର ବେଗ ୬୫ କି.ମି. ଟପିପାରେ ଭୁବନେଶ୍ୱର : ଅକ୍ଟୋବର ମାସ ଆସିଲେ ଓଡ଼ିଶାର ଉପକୂଳବାସୀଙ୍କ ମନରେ ସଞ୍ଚରିଉଠେ ଅଜଣା ଆତଙ୍କ। ୧୯୯୯ର ମହାବାତ୍ୟା, ୨୦୧୨ ଅକ୍ଟୋବର ୧୨ ତାରିଖର ଫାଇଲିନ୍‌, ୨୦୧୪ ଅକ୍ଟୋବର ୧୨ର ହୁଡ୍‌ହୁଡ୍‌ ଆଦି ବାତ୍ୟାର କଥା ମନକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ବ୍ଲୁ-ହେ୍ଵଲ!

ନୟାଗଡ଼/ ଆନନ୍ଦପୁର : ପୁଣି ବ୍ଲୁ ହେ୍ଵଲ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ। ଏଭଳି ୨ଟି ଅଭିଯୋଗ ଆଜି ଆସିଛି ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରୁ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ବେଗୁନିଆ ଗାଁର ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପରିବାରର ତିନି ନାବାଳିକାଙ୍କ ସହ ୪ ଝିଅ ନିଖୋଜ

ଜଗତସିଂହପୁର ସଦର : ଶୁକ୍ରବାର ରାତିରେ ନାଟକୀୟ ଢଙ୍ଗରେ ଗୋଟିଏ ପରିବାରର ୪ ଜଣ ଝିଅ ନିଖୋଜ ହୋଇଯାଇଛନ୍ତି । ଏ ସମ୍ପର୍କରେ ଝିଅମାନଙ୍କ ମା’ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ, ସେମାନେ କେଉଁଆଡ଼େ ଗଲେ ଓ କିଏ ସେମାନଙ୍କୁ ନେଲା ସେ ସଂପର୍କରେ କୌଣସି ଖବର ମିଳିପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...