ଅନୁସନ୍ଧାନ କରୁଥିବା ବର୍ଗ

Leading

ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ବାସ୍କେଟ୍‌ବଲ: ଉତ୍କଳ ବିଜେତା

ଭୁବନେଶ୍ୱର: ଉତ୍ତରପ୍ରଦେଶର କାଶୀ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ବାସ୍କେଟ୍‌ବଲ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଜେତା ହୋଇଛି। ରବିବାର ଲିଗ୍‌ ଫାଇନାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ ୫୫-୪୮ ପଏଣ୍ଟ୍‌ରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଜ୍ଞାନଚାନ୍ଦ, ଆଶିଷଙ୍କୁ ଦ୍ୱିମୁକୁଟ: ମୁରଲୀକୃଷ୍ଣ, କ୍ରିଷ୍ଣିକା ବିଜେତା

ଭୁବନେଶ୍ୱର: ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ରବିବାର ଉଦ୍‌ଯାପିତ ଚତୁର୍ଥ ନିଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଜ୍ଞାନ ଚାନ୍ଦ, ଆଶିଷ କୁମାର ସେଠୀ ଦ୍ୱିମୁକୁଟ ଅର୍ଜନ କରିଥିବାବେଳେ ମୁରଲୀକୃଷ୍ଣା ଓ କ୍ରିଷ୍ଣିକା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ୧୦ ଓ୍ଵିକେଟ୍‌ରେ ଜିତିଲା

କିମ୍ବର୍ଲି: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୧୦ ଓ୍ଵିକେଟ୍‌ରେ ଜିତି ନେଇଛି। ମୁସ୍‌ଫିକର ରହିମଙ୍କ ଶତକ (୧୧୦*, ୧୧୬ ବଲ୍‌, ୧୧ ଚୌକା, ୨ ଛକା) ବଳରେ ବାଂଲାଦେଶ ୭ ଓ୍ଵିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା। କାଗିସୋ ରବାଦା (୧୦-୧-୪୩-୪) ଏବଂ ପ୍ରିଟୋରିୟସ୍‌…
ଅଧିକ ଖବର ଦେଖନ୍ତୁ...

‘ସିସ୍କା’ର ନୂଆ ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ସିସ୍କା ଏଲଇଡି ବଲ୍‌ବ ପ୍ରାଇଭେଟ ଲିମିଟେଡ୍‌ ଏବଂ ଆଦିତ୍ୟ ଇନଫୋ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର) ଅଂଶ ସ୍ୱରୂପ ଉପଭୋକ୍ତାମାନଙ୍କୁ ୧ କୋଟି ଏଲ୍‌ଇଡି ବଲ୍‌ବ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଗ୍ରାହକମାନେ ୯…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ବିଏମ୍‌ରେ ଆଚିଭର୍ସ ଡେ’

ଭୁବନେଶ୍ୱର: ଏସିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ର ଏକାଦଶତମ ବାର୍ଷିକ ଉତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛି। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଏକ ରକ୍ତଦାନ ଶିବିର ଆୟୋଜନ ୮୦ ୟୁନିଟ୍‌ ରକ୍ତ ଦେଇଥିଲେ। କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ସହକର୍ମୀମାନେ ଏହି ଶିବିରରୁ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପରେ ପୁଣି ଜିଓ ଫିଚର୍‌ ଫୋନ୍‌ ବୁକିଙ୍ଗ୍‌ ଆରମ୍ଭ ହେବ

ନୂଆଦିଲ୍ଲୀ: ଦୀପାବଳି ପରେ ରିଲାଏନ୍ସ ପକ୍ଷରୁ ଜିଓ ଫୋନ୍‌ର ବୁକିଂ ଆରମ୍ଭ ହେବ। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ବୁକିଂ ଆରମ୍ଭ ହେବା ସମ୍ଭାବନା ରହିଛି। ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟରେ ବୁକିଂ ହୋଇଥିବା ପ୍ରାୟ ୬୦ ଲକ୍ଷ ଫୋନ୍‌ର ଡେଲିଭରି ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ

କଟକ: ଧାନବାଦ୍‌ରେ ଖେଳାଯାଇଥିବା ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ ହୋଇଛି। ୧୦ ତାରିଖରେ ବର୍ଷା ଯୋଗୁଁ ବାତିଲ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ରବିବାର ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ତ୍ରିପୁରା ୩ ଓ୍ଵିକେଟରେ ଜିତିଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୮ ଓ୍ଵିକେଟ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ କରାଟେ: ଓଡ଼ିଶା ଦ୍ୱିତୀୟ

କଟକ: ଓଡ଼ିଶା ପାରମ୍ପରିକ ସୋଟୋକାନ୍‌ କରାଟେ ସଂଘ ପକ୍ଷରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରବିବାର ଉଦ୍‌ଯାପିତ ସର୍ବଭାରତୀୟ ଓପନ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ହରାଇ ପଶ୍ଚିମବଙ୍ଗ ବିଜେତା ହୋଇଛି। ଏଥିରେ ୪ ରାଜ୍ୟରୁ ପ୍ରାୟ ୪୭୦ ଜଣ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନରେ କଟକ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭାରତ ‘ଏ’ ୩-୦ରେ ଜିତିଲା

ବିଶାଖାପାଟଣା: ଭାରତ-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ପରାଜୟ ବରଣ କଲା। ଏଥି ସହିତ ଘରୋଇ ଭାରତ ଶୃଙ୍ଖଳାକୁ ୩-୦ରେ ଜିତିନେଲା। ଶୃଙ୍ଖଳା ପ୍ରଥମ ମ୍ୟାଚ୍‌କୁ ବର୍ଷା ସଂପୂର୍ଣ୍ଣ ଧୋଇନେବା ପରେ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ୧୭୩, ମଧ୍ୟପ୍ରଦେଶ ୬୨/୧ 

କଟକ: ଇନ୍ଦୋରରେ ରବିବାରଠୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିପକ୍ଷ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପାଳି ୧୭୩ ରନ୍‌ରେ ଅଟକିଯାଇଛି। ଜବାବରେ ଘରୋଇ ମଧ୍ୟପ୍ରଦେଶ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୬୨ ରନ୍‌ କରିନେଇଛି। ଓଡ଼ିଶା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...