ଅନୁସନ୍ଧାନ କରୁଥିବା ବର୍ଗ

Leading

ଅମୃତପାଲ୍‌ ସିଂହଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

ଅମୃତସର: ୪ ଦିନ ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ମଙ୍ଗଳବାର ଦିନ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଛଦ୍ମବେଶ ବା ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ: ରାଜ୍ୟରେ ଆଇନର ଶାସନ ଚାଲିନି

ଭୁବନେଶ୍ବର, ୨୧/୩ (ଇମିସ): ରାଜ୍ୟରେ ଆଇନର ଶାସନ ଚାଲିନି। ଜଙ୍ଗଲୀ ରାଜ୍ ଚାଲିଛି। ପ୍ରତି ବର୍ଷ ଅପରାଧ ହାର ବଢ଼ୁଛି। ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ପୁଲିସ୍ ବିଫଳ ହୋଇଛି। ରାଜ୍ୟରେ ପୁଲିସ୍ ଆଦୌ ନିରପେକ୍ଷ ନୁହେଁ। ରାଜନୈତିକ କାମରେ ପୁଲିସକୁ ମାତ୍ରାଧିକ ବ୍ୟବହାର କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଫାଶୀଦଣ୍ଡର ବିକଳ୍ପ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଫାଶୀଦଣ୍ଡ ବିଭିନ୍ନ ରାଷ୍ଟ୍ରରେ ବନ୍ଦ ହୋଇ ଯାଇଥିବା ବେଳେ ଭାରତରେ ଜାରି ରହିଛି। ଫାଶୀଦଣ୍ଡ ବିରୋଧରେ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଏହି ଅମାନବୀୟ ଓ ବର୍ବର ବ୍ୟବସ୍ଥାର ବିକଳ୍ପ ଚିନ୍ତା କରିବା ଏବଂ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବା…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ପାହାଡ଼ରେ ବନ୍ଧ ବାନ୍ଧିଲେ

କୋରାପୁଟ: ୮୦ ଆଦିବାସୀ ପରିବାର ପାଇଁ ଗାଁରେ ଥିଲା ମାତ୍ର ଦୁଇଟି ନଳକୂପ। କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ବି ପର୍ଯ୍ୟାପ୍ତ ପାଣି ବାହାରୁନଥିଲା। ଖରାଦିନେ ତ ଗୋଟିଏ ବାଲ୍‌ଟି ପାଣି ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଥିଲା। ଏ ନେଇ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଅବଗତ…
ଅଧିକ ଖବର ଦେଖନ୍ତୁ...

୧୨ ଡିଗ୍ରି ଖସିଗଲା ରାଜଧାନୀର ପାରଦ: ୭ ଜିଲ୍ଲାରେ କୁଆପଥର ବର୍ଷା

ଭୁବନେଶ୍ବର: ମାତ୍ର ଦେଢ଼ ଘଣ୍ଟା ଭିତରେ ପୂରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ। ତାପମାତ୍ରା ଏକାବେଳକେ ୩୩.୬ ଡିଗ୍ରିରୁ ୨୦.୮ ଡିଗ୍ରିକୁ ଖସିଗଲା। ଫଳରେ ଉଦୁଉଦୁଆ ଖରାବେଳଟାରେ ରାଜଧାନୀବାସୀ କାଲୁଆ ହୋଇଗଲେ। ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଆଜି ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଭୂକମ୍ପରେ ଥରିଲା ଉତ୍ତର ଭାରତ: ଭାରତ ସମେତ ୯ଟି ଦେଶ ବି ଥରିଲା

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଆଜି ରାତି ୧୦ଟା ୧୭ ମିନିଟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ଦୁଇ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳର ଲୋକମାନେ ଅନୁଭବ କରିଥିଲେ। ଲକ୍ଷ ଲକ୍ଷ ଲୋକ ଭୟରେ ଘରୁ ଖୋଲାସ୍ଥାନକୁ ପଳାଇ ଆସିଥିଲେ। ଏହାର…
ଅଧିକ ଖବର ଦେଖନ୍ତୁ...

ବିରୋଧୀ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୧/୩ (ଇମିସ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦୟନୀୟ ହୋଇପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ସେମାନେ କହୁଛନ୍ତି ‌ଓଡ଼ିଶାରେ ଆଇନ ନାହିଁ। କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଗୋଟିଏ ରାଜ୍ୟରେ ପୁଞ୍ଜିନିବେଶ ସେହି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ପ୍ରତିଫଳନ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ବଡ଼ ପଦରେ ଓଡ଼ିଶାର ବୋହୂ

ଭୁବନେଶ୍ବର: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାସନାଲ୍‌ ଡେଭେଲପ୍‌ମେଣ୍ଟ୍‌ ଫାଇନାନ୍ସ କଂପାନିର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ସେଥିପାଇଁ ସେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଶା…
ଅଧିକ ଖବର ଦେଖନ୍ତୁ...

ଅମୃତପାଲକୁ ପାଉନି ପୁଲିସ

ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହକୁ ଗିରଫ କରିବାପାଇଁ ଲଗାତାର ୪ଦିନ ଧରି ପୁଲିସ ଅପ‌ରେସନ୍‌ ଜାରି ରହିଛି। କିନ୍ତୁ ଅମୃତପାଲ ଏଯାଏଁ ଧରାପଡ଼ିନି। ପଂଜାବ ଆଇଜିପି ସୁଖ୍‌ଚେନ ସିଂହ ଗିଲ୍‌ କହିଛନ୍ତି, ପୁଲିସ ଅମୃତପାଲକୁ ଧରିବା ପାଇଁ ଅହରହ କାମ କରୁଛି ଏବଂ ତା’ର…
ଅଧିକ ଖବର ଦେଖନ୍ତୁ...

ଇମ୍ରାନଙ୍କ ପରି ଦଶା ଭୋଗିପାରନ୍ତି ଟ୍ରମ୍ପ୍‌: ଭାରତରୁ ନେଇଥିବା ୧୭ ଉପହାରର ହିସାବ ଦେଇପାରୁନାହାନ୍ତି

ୱାସିଂଟନ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବି ‌ସମଦଶା ଭୋଗିପାରନ୍ତି। ଭାରତୀୟ ନେତାଙ୍କଠାରୁ ପାଇଥିବା ୪୭ ହଜାର ଡଲାର ମୂଲ୍ୟର ଉପହାର ସମେତ ମୋଟ ୨୫୦,୦୦୦ ଡଲାର ମୂଲ୍ୟର ବିଦେଶୀ ଉପହାରର ଟ୍ରମ୍ପ୍‌…
ଅଧିକ ଖବର ଦେଖନ୍ତୁ...