ଅନୁସନ୍ଧାନ କରୁଥିବା ବର୍ଗ

Leading

ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଲେ, ବିଧାନସଭାରେ ଗର୍ଜିଲେ ବିରୋଧୀ

ଭୁବନେଶ୍ବର : ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଛି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳଙ୍କ ମୁହଁରେ ସରକାର ବିକାଶର ମିଛ କଥା କୁହାଇଛନ୍ତି। ଶାସକ ଦଳ ବି ଏହାର ପ୍ରତିଜବାବ ଦେଇଛନ୍ତି। ଆଲୋଚନା ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଭାରତ ଜନ୍ମିତ ଅଜୟ ବଙ୍ଗା ହେବେ ବିଶ୍ବବ୍ୟାଙ୍କ ମୁଖ୍ୟ, ମନୋନୀତ କଲେ ଆମେରିକା ରାଷ୍ଟ୍ରପତି

ଓ୍ବାସିଂଟନ : ବିଶ୍ବବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ପାଲ ସିଂ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ପୂର୍ବରୁ ଡେଭିଡ୍ ମାଲପାସ୍ ବିଶ୍ୱ ବ୍ୟାଙ୍କର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣି ପଂଜାବରେ ଫେରୁଛି କି ଖଲିସ୍ତାନ ଆନ୍ଦୋଳନ ? ଅମ୍ରିତପାଲ ସିଂ କିଏ ?

ନୂଆଦିଲ୍ଲୀ : ଗୁରୁବାର ଅମୃତସରର ଅଜନାଲାରେ 'ୱାରିସ୍ ପଞ୍ଜାବ ଦେ' ସହ ଜଡ଼ିତ ହଜାର ହଜାର ଲୋକ ହଙ୍ଗାମା କରିଥିଲେ। ସେମାନେ ଥାନା ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଲୋକମାନଙ୍କ ହାତରେ ବନ୍ଧୁକ ଓ ଖଣ୍ଡା ଥିଲା। 'ୱାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂହଙ୍କ ଘନିଷ୍ଠ ସହଯୋଗୀ…
ଅଧିକ ଖବର ଦେଖନ୍ତୁ...

ମହିଳା ଟି-୨୦ ବିଶ୍ବକପ୍ : ଭାରତକୁ ୫ ରନରେ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ପରାଜିତ ହୋଇଛି ଭାରତ । ଏହା ସହିତ ଭାରତର ବିଶ୍ବକପ ବିଜୟ ଅଭିଯାନ ଶେଷ ହୋଇଯାଇଛି । ଭାରତକୁ ୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିଜୟ ପାଇଁ ଭାରତ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ଘଟଣା: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ ଏମିତି ବିବୃତି ରଖିଲେ ତିନି ଦଳର ନେତା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଜେଡି ବିଧାୟକ ନିଜ ନିଜର ବିବୃତି ରଖିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବ କହିଛନ୍ତି, ପ୍ରତ୍ୟେକ ହତ୍ୟାର ଗୋଟେ କାରଣ ଓ ଉଦ୍ଦେଶ୍ୟ ଥାଏ। କୌଣସି ବି ହତ୍ୟା ବିନା କାରଣରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଟି-୨୦ ବିଶ୍ବକପ ସେମିଫାଇନାଲ : ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ କରିବାକୁ ହେବ

କେପଟାଉନ : ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ୨୦ ଓଭରରେ ୧୭୩ ରନ କରିବାକୁ ହେବ । ସର୍ବଶେଷ ସୂଚନା ଅନୁସାରେ ଭାରତ ୨ ଓଭରରେ ଗୋଟିଏ ଓ୍ବିକେଟ  ହରାଇ ୧୫  ରନ କରିଛି । ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆ…
ଅଧିକ ଖବର ଦେଖନ୍ତୁ...

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଉପଲବ୍ଧ କରାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଚଣ୍ଡିଗଡ଼ : ପଞ୍ଜାବରେ ରାଜ୍ୟପାଳ  ବନବାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ଅଧିବେଶନ ଡାକିବା ନେଇ ସେମାନଙ୍କ ମଧ୍ୟରେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି। ଆସନ୍ତା ୩ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ୨୧ ତାରିଖରେ ଦେଇଥିବା ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି। ବିକାଶ ଓ ସଶକ୍ତିକରଣ ନୀତି ଯୋଗୁଁ ଓଡ଼ିଶାର ଜନତା ଆମ ଉପରେ ବାରମ୍ବାର ବିଶ୍ବାସ ରଖୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏମିରେଟ୍ସ ବିମାନରେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଚୁଟି

କୋଲକାତା: ଏମିରେଟ୍ସ ବିମାନରେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଚୁଟି। ଟ୍ବିଟ କରି ଏନେଇ ବିରକ୍ତି ପ୍ରକାଶ କ‌ଲେ ମିମି। ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମି, ଏମିରେଟ୍ସ ବିମାନରେ ଯାତ୍ରା କରୁଥିବା ବେଳେ ନିଜ ପାଇଁ ଖାଦ୍ୟ ଅର୍ଡର କରିଥିଲେ।…
ଅଧିକ ଖବର ଦେଖନ୍ତୁ...