ଆଡିକ୍ଟିଭ୍‌ ପ୍ରଫେସନାଲ ୟୁନିସେକ୍ସ ସେଲୁନର ଦଶହରା ଅଫର୍

ଖଣ୍ଡଗିରି: କଳିଙ୍ଗ ବିହାର କେ-୪ସ୍ଥିତ ଆଡିକ୍ଟିଭ୍‌ ପ୍ରଫେସନାଲ ୟୁନିସେକ୍ସ ସେଲୁନ୍‌ ପକ୍ଷରୁ ଆକର୍ଷଣୀୟ ଦଶହରା ଅଫର ଆରମ୍ଭ ହେବାକୁ ଯାଉଛି। ଏହି ଅଫର ୨୫ ତାରିଖରୁ ୧୫ ଦିନ ପାଇଁ ଚାଲିବ। ଦଶହରା ଅବସରରେ ସେଲୁନ ପକ୍ଷରୁ ମହିଳାଙ୍କ ଆଇବ୍ରୋ ପାଇଁ ମାତ୍ର ୧ଟଙ୍କା ଓ ପୁରୁଷଙ୍କ ଚୁଟି କାଟିବା ପାଇଁ ୯୯ ଟଙ୍କା ନିଆଯିବ। ସେଲୁନ୍‌ ମାଲିକ ଅନିତା ମେହେରଙ୍କ ସୂଚନା ଅନୁସାରେ ଦଶହରାରେ ଲୋକଙ୍କ ଚାହିଦା ପୂରଣ କରିବା ସହିତ ନୂଆକରି ଖୋଲିଥିବା ଏହି ଅତ୍ୟାଧୁନିକ ସେଲୁନରେ ଗ୍ର‌ାହକ ଏକ ନୂଆ ଅନୁଭୂତି ପାଇବେ।

ସେହିପରି ୩୦୦ ଟଙ୍କାରେ ସେଲୁନର କାର୍ଡ କଲେ ଗ୍ରାହକଙ୍କୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବର ସୁଯୋଗ ରହିଛି ବୋଲି ଶ୍ରୀମତୀ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର