ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଦୂଷିତ ପାଣି ହିଁ କୁମ୍ଭୀର ମୃତ୍ୟୁର କାରଣ

ବାରଙ୍ଗ : ୨୦୧୫-୧୬ରେ ନନ୍ଦନକାନନରେ ବାରମ୍ବାର ଘଡ଼ିଆଳ କୁମ୍ଭୀରଙ୍କ ମୃତ୍ୟୁ ଘଟଣା ନନ୍ଦନକାନନ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି କର୍ତୃପକ୍ଷ ଗୁରୁତ୍ୱ ଦେଇଥିଲେ। କୁମ୍ଭୀରମାନଙ୍କ ମୃତ୍ୟୁର କାରଣ ଜାଣିବାକୁ ଜୋର୍‌…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନ ସୁଧୁରିଲେ ଆନ୍ଦୋଳନ

ଭୁବନେଶ୍ୱର : ବିଜେଡି ସରକାର ଗତ ୧୭ବର୍ଷ ଧରି ଓଡ଼ିଶାରେ ଶାସନ କରି ଆସୁଛି। ମାତ୍ର ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ସରକାରଙ୍କ ଦୁର୍ନୀତିଗ୍ରସ୍ତ ନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି। ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୦ ପ୍ରତିଶତରୁ…
ଅଧିକ ଖବର ଦେଖନ୍ତୁ...

ଜମିଜମାର ଡାଟାବେସ୍‌ ପ୍ରସ୍ତୁତ ହେଲେ ଲୋକଙ୍କ ସମସ୍ୟା ସୁଧୁରିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶାସନ ପରିଚାଳନାରେ ରାଜସ୍ୱ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଜମିଜମା ସମ୍ବନ୍ଧୀୟ ବିବାଦ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହେଉଛି। ଏହାର ସମାଧାନ ଦିଗରେ ସ୍ୱଚ୍ଛତା ଓ ସହାନୁଭୂତି ପ୍ରଦର୍ଶନ କରିବା ଆବଶ୍ୟକ। ବୈଷୟିକ ଜ୍ଞାନ କୌଶଳର…
ଅଧିକ ଖବର ଦେଖନ୍ତୁ...

ବାଟମହାବୀର ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ୟୁନିଟ-୨ ଲେନ୍‌-୮ ଅଞ୍ଚଳରେ ବାଟମହାବୀର ପ୍ରତିମୂର୍ତ୍ତି ଉଦ୍‌ଘାଟନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେୟର ଅନନ୍ତନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ କର୍ପୋରେଟର୍‌ ରାମଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରତିଷ୍ଠା ଉତ୍ସବକୁ…
ଅଧିକ ଖବର ଦେଖନ୍ତୁ...

ବିପନ୍ନ ଉଦ୍ଧାର ପରମ ଧର୍ମ

ଖଣ୍ଡଗିରି : ବିପନ୍ନଙ୍କୁ ଉଦ୍ଧାର କରିବା ଅଗ୍ନିଶମ କର୍ମଚାରୀଙ୍କ ଜୀବନର ପରମଧର୍ମ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ବନ୍ଧୁ ପାଲଟିବା ହେଉଛି ସେମାନଙ୍କ ଜୀବନର ବ୍ରତ। ଏହି ଲକ୍ଷ୍ୟ ନେଇ ସେମାନଙ୍କ ଚାକିରି ଜୀବନ ଆରମ୍ଭ ହୁଏ ଓ ଅଗ୍ନିଶମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ତାଲିମ୍‌ ନେବା…
ଅଧିକ ଖବର ଦେଖନ୍ତୁ...

ରାତି ୧୦ ପରେ ବାଣ ଫୁଟା ମନା

ଭୁବନେଶ୍ୱର : ଦିନକ ପରେ ଆଲୋକର ପର୍ବ। ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ସାରା ସହରରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଭୁବନେଶ୍ୱରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ଜଣେ ଏସିପି…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ି ଟିକେଟ୍‌ ଘର ଉଦ୍‌ଘାଟିତ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବ ନିର୍ମିତ ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘର ଆଜି ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାକୁ ଉଦ୍‌ଘାଟିତ କରିଥିଲେ। ମନ୍ତ୍ରୀ ୨୫ ଓ ୨୬ ନମ୍ବର ଖୁଆଡ଼ରେ ନିର୍ମିତ…
ଅଧିକ ଖବର ଦେଖନ୍ତୁ...

ଆୟୁଷ ଔଷଧ ନ ଥିବାରୁ ମୁହଁ ଫେରାଉଛନ୍ତି ରୋଗୀ

ଭୁବନେଶ୍ୱର : ରାଜ୍ୟ ଆୟୁଷ ମିସନ୍‌, ରାଜ୍ୟ ଆୟୁଷ ନିର୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମରେ ଆଜି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଦ୍ୱିତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଷୟବସ୍ତୁ ଥିଲା ‘ଆୟୁର୍ବେଦ…
ଅଧିକ ଖବର ଦେଖନ୍ତୁ...

ଟ୍ରେଡ୍‌ ଜୋନ୍‌, କନଭେନସନ୍‌ ସେଣ୍ଟର୍‌ ନିର୍ମାଣରେ ଜମି ବାଧକ

ଭୁବନେଶ୍ୱର : ଜନତା ମଇଦାନରେ ହେବାକୁ ଥିବା ଦେଶର ୫ମ ବିଶ୍ୱ ବାଣିଜ୍ୟ କେନ୍ଦ୍ର(ଓ୍ଵାର୍ଲଡ ଟ୍ରେଡ୍‌ ଜୋନ୍‌) ଏବଂ କନଭେନସନ୍‌ ସେଣ୍ଟର ନିର୍ମାଣରେ ଜମି ବାଧକ ସାଜିଛି। ୩୦୦ କୋଟିର ଏହି ମେଗା ପ୍ରକଳ୍ପ ପାଇଁ ଜୁଲାଇ,୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ଟୁର୍‌ ଅପରେଟର୍‌ଙ୍କ ପ୍ରଥମ ପସନ୍ଦ ଓଡ଼ିଶା

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ ଶିଳ୍ପରେ ରହିଥିବା ବିପୁଳ ସମ୍ଭାର ତଥା ସୁଯୋଗକୁ ଦୃଷ୍ଟିରେ ରଖି ବିଦେଶୀ ଟୁର୍‌ ଅପରେଟର୍‌ମାନଙ୍କର ପ୍ରଥମ ପସନ୍ଦ ସାଜିଛି ଓଡ଼ିଶା। ବିଶ୍ୱ ବଜାରରେ ରାଜ୍ୟ ପର୍ଯ୍ୟଟନକୁ ସ୍ୱତନ୍ତ୍ର ମର୍ଯ୍ୟାଦାର ମାନ୍ୟତା ଦେବା ତଥା ଓଡ଼ିଶାର ସଂସ୍କୃତିସମ୍ପନ୍ନ ଐତିହ୍ୟର…
ଅଧିକ ଖବର ଦେଖନ୍ତୁ...