ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ବୀରମହାରାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ମହିଳା ମୃତ, ଗୁରୁତର ଦଂପତିଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଗ୍ରାମରେ ଗୋଟିଏ ପରିବାରର ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜାଲିଆତି କରି କଲେଜ ଜମାଖାତାରୁ ୭୦.୪୨ ଲକ୍ଷ ଟଙ୍କା ଉଠାଣ ଘଟଣା: ସୁଧ ସହ ଅର୍ଥ ଫେରାଇଲା ବ୍ୟାଙ୍କ

ସୋନପୁର: ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ଆକାଉଣ୍ଟରୁ ଜାଲ୍‌ ଚେକ୍‌ ଏବଂ କଲେଜ ଅଧ୍ୟକ୍ଷଙ୍କ ଜାଲ୍‌ ଦସ୍ତଖତ କରି ଗତ ୭.୬.୨୦୨୨ ତାରିଖ ଦିନ ୭୦ ଲକ୍ଷ ୪୨ ହଜାର ୯ଶହ ଟଙ୍କା ଉଠାଣ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଭବନରେ ଆଲୋଚନା ପରେ ଫେରିଲେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ସମର୍ଥକ

ବୀରମହାରାଜପୁର: ଦଳୀୟ ଟିକେଟ୍‌ ନମିଳିବା ପରେ ଅମଙ୍ଗ ହୋଇ ଇସ୍ତଫା ଦେଇଥିବା ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ସଭାପତି ନାରାୟଣ ଲୁହା, ବରିଷ୍ଠ ବିଜେଡ଼ି ନେତା ରୁଷି ନାଥ ମହାକୁଡ଼, ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କଣ୍ଟେନରରୁ ୯୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର: ସୋନପୁର ଅବକାରୀ ବିଭାଗ ଏକ କଣ୍ଟେନରରୁ ୯୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ନାଗପୁର ଜିଲ୍ଲା ସକନ୍ଦରା ଜିଲ୍ଲା ଉମରେଦ ରୋଡ଼ର ବାସିନ୍ଦା ଜୁବେଦ ଖାନ(୩୬) ଓ ଉମେଦ ରୋଡ଼ ବିଶାବାବା ଦରବାର ଅଞ୍ଚଳର ସାଜିଦ ଅଲ୍ଲି…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ଙ୍କ ଇସ୍ତଫା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ ଇସ୍ତଫା ପ୍ରଦାନ କରିଛନ୍ତି । ସେ ବ୍ୟକ୍ତି ଗତ କାରଣରୁ ଇସ୍ତଫା ପ୍ରଦାନ କରିଥିବା କହିଥିବା ବେଳେ ଦଳରେ ସାଧାରଣ ସଦସ୍ୟ ଭାବେ ରହିବେ ବୋଲି କହିଛନ୍ତି। ରବିବାର ରାତିରେ କଂଗ୍ରେସ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ନାରାୟଣଙ୍କୁ ମନେଇବାକୁ ନିରଞ୍ଜନଙ୍କ ପ୍ରୟାସ: ଦୁଇଥର କଲେଣି ବୈଠକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକଟ ହାତେଇବା ପାଇଁ ବିଧାୟକ ପଦ୍ମନାଭ ବେହେରା ଓ ଯୁବ ବିଜେଡ଼ି ସଭାପତି ତଥା ବୀରମହରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା। ଶେଷରେ ପୂର୍ବତନ ମନ୍ତ୍ରୀ ତଥା…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷ ହେବ ସରିନି ‘ଚିଲଡ୍ରେନ୍‌ ପାର୍କ’ର ନିର୍ମାଣ କାମ, ଶ୍ରୀହୀନ ଅବସ୍ଥାରେ ସ୍ମାର୍ଟ ପାର୍କ

ବିନିକା: ସୁବର୍ଣ୍ଣପୁର ଜିଲାର ଐତିହାସିକ ପିୀଠ ‘ପାପକ୍ଷୟ’ ରାସ୍ତାକଡ଼ରେ ଅର୍ଦ୍ଧନିର୍ମିତ ଚିଲଡ଼େନ ପାର୍କ (ଶିଶୁ ଉଦ୍ୟାନ) ଓ ସ୍ମାର୍ଟ ପାର୍କ ଶୋଚନୀୟ ଅବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିନିକା ଅଞ୍ଚଳର ଜନସାଧାରଣ ତଥା ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କ ଆଶା ଥିଲା…
ଅଧିକ ଖବର ଦେଖନ୍ତୁ...

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ: ବଜରଙ୍ଗ କର୍ମୀଙ୍କୁ ମାଡ଼ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ରବିବାର ଦିନ ଗଣ୍ଡଗୋଳ ହୋଇଛି। ବଜରଙ୍ଗ ଦଳ ସହିତ ଭୀମ ଆର୍ମି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାମୁହିଁ  ହୋଇଛନ୍ତି। ସହରର ଆମ୍ବେଦକର ଛକରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ…
ଅଧିକ ଖବର ଦେଖନ୍ତୁ...

ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ; ବୀରମହାରାଜପୁରରେ କୁଶପୁତ୍ତଳିକା ଦାହ

ଭୁବନେଶ୍ବର/ବୀରମହାରାଜପୁର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ କରାଯାଇଛି। ଦୁଇ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ଶ୍ରୀ ବେହେରାଙ୍କୁ ବିରୋଧ କରାଯାଇଥିଲା। ବିଜେଡିର ବିଦ୍ରୋହୀମାନେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପଦ୍ମନାଭ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍‌ଘାଟିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବିଜୁ ଜନତା ଦଳ(ବିଜେଡି)ର କାର୍ଯ୍ୟାଳୟ ବୁଧୁବାର ଉଦ୍‌ଘାଟିତ ହୋଇ ଯାଇଛି। ବୀରମହାରାଜପୁର ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା…
ଅଧିକ ଖବର ଦେଖନ୍ତୁ...